ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନର ଅପିଲ
ଭଦ୍ରକ: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ଉକ୍ତ ଯୁବକ। ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଅପିଲ । ତେବେ ଭଦ୍ରକ ଜିଲ୍ଲାରେ ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ୪୮ ଘଣ୍ଟା ଧରି ଇଣ୍ଟରନେଟରେ କଟକଣା ରହିଛି । […]
ଭଦ୍ରକ: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ଉକ୍ତ ଯୁବକ। ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଅପିଲ । ତେବେ ଭଦ୍ରକ ଜିଲ୍ଲାରେ ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ୪୮ ଘଣ୍ଟା ଧରି ଇଣ୍ଟରନେଟରେ କଟକଣା ରହିଛି । ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୃତୟନ ହୋଇଛନ୍ତି । ଧାମନଗର ଓ ଦୋବଲରେ ୬ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ ହୋଇଛନ୍ତି ।
ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି । ତେବେ ଅଶାନ୍ତି କରିବା ସହ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ୭ଜଣଙ୍କୁ ଗିରଫ କରିଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି । ଭଦ୍ରକ ପୋଲିସ, ଏସପି, ଜିଲ୍ଲାପାଳ, ଏସପି ଓ ରାପିଡ ଆକ୍ସନ ଫୋର୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା କରିବା ସହ ଫ୍ଲାଗମାର୍ଚ୍ଚ ପାଇଁ ସ୍ଥିର ହୋଇଛି । ତେବେ ଶାନ୍ତି ପାଇଁ ଅପିଲ କରିଛି ଜିଲ୍ଲା ପ୍ରଶାସନ ।