ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଲେ କର୍ଣ୍ଣାଟକର ସିନି ସେଟ୍ଟୀ, ୩୧ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଜୟ ମୁକୁଟ

The Sakala Picture
Published On

ମୁମ୍ୱାଇ: କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଲେ ସିନି ଶେଟ୍ଟୀ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍ । ଗତକାଲି VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ […]

ମୁମ୍ୱାଇ: କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଲେ ସିନି ଶେଟ୍ଟୀ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍ ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଗତକାଲି VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟରେ ବଲିଉଡର ନାମିଦାମୀ କଳାକାର ବି ସାମିଲ ହୋଇଥିଲେ । ନେହା ଧୁପିଆ, କୃତି ସେନନ, ମଲାଇକା ଅରୋଡା, ମନିଷ ପଲ, ରାଜକୁମାର ରାଓ ପ୍ରମୁଖ କଳାକାରଙ୍କୁ ଗ୍ରାଣ୍ଡ ଫାଇନାଲରେ ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟୀଙ୍କ ବୟସ ମାତ୍ର ୨୧ ବର୍ଷ । ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି।

ଆହୁରି ପଢ଼ନ୍ତୁ: 'ଭାରତୀୟ ଅସ୍ତ୍ରଶସ୍ତ୍ର କେବେ ୟୁରୋପର କ୍ଷତି କରିନାହିଁ': ରୁଷିଆ ତୈଳ କ୍ରୟ ଉପରେ ସମାଲୋଚନାର କଡ଼ା ଜବାବ ଦେଲେ ଜୟଶଙ୍କର

04 Jul 2022 By The Sakala

ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଲେ କର୍ଣ୍ଣାଟକର ସିନି ସେଟ୍ଟୀ, ୩୧ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଜୟ ମୁକୁଟ

ମୁମ୍ୱାଇ: କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଲେ ସିନି ଶେଟ୍ଟୀ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍ ।

ଗତକାଲି VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟରେ ବଲିଉଡର ନାମିଦାମୀ କଳାକାର ବି ସାମିଲ ହୋଇଥିଲେ । ନେହା ଧୁପିଆ, କୃତି ସେନନ, ମଲାଇକା ଅରୋଡା, ମନିଷ ପଲ, ରାଜକୁମାର ରାଓ ପ୍ରମୁଖ କଳାକାରଙ୍କୁ ଗ୍ରାଣ୍ଡ ଫାଇନାଲରେ ଦେଖିବାକୁ ମିଳିଥିଲା ।

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟୀଙ୍କ ବୟସ ମାତ୍ର ୨୧ ବର୍ଷ । ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର