ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ: ଭାରତକୁ ୨୧୬ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

The Sakala Picture
Published On

କୋଲକାତା: ଭାରତ-ଶ୍ରୀଲଙ୍କା ମଧ୍ଯରେ ୨ୟ ଦିନିକିଆ ମ୍ୟାଚ୍‌ ଇଡେନ ଗାର୍ଡ଼େନ୍ସ ଗ୍ରାଉଣ୍ଡରେ ଖେଲାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭରତକୁ ୨୧୬ ରନର ଆବଶ୍ୟକତା ରହିଛି। ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୧୭ […]

କୋଲକାତା: ଭାରତ-ଶ୍ରୀଲଙ୍କା ମଧ୍ଯରେ ୨ୟ ଦିନିକିଆ ମ୍ୟାଚ୍‌ ଇଡେନ ଗାର୍ଡ଼େନ୍ସ ଗ୍ରାଉଣ୍ଡରେ ଖେଲାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭରତକୁ ୨୧୬ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିବା ବେଳ ନୂୱାନିଦୁ ଫର୍ଣ୍ଣାଣ୍ଡୋ ୬୩ ବଲରେ ୫୦ ରନ କରି ଆଉଟ  ହୋଇଥିଲେ। ପରେ କୁଶଲ ମେଣ୍ଡିସ୍‌ ୩୪ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଧନଞ୍ଜୟ ଡି ସିଲଭା କୌଣସି ରନ ନ କରି ଆଉଟ ହୋଇଥିଲେ। ପେର ପାରିକୁ ଚରିଥ ଆଶାଲଙ୍କା ଓ ଫର୍ମରେ ଥିହା ଶ୍ରୀଲଙ୍କାର ଅଧିନାୟକ ଡାସୁନ ଶଣକା ସମ୍ଭାଳିବାକୁ ଆସିଥିଲେ। ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନ ଥିଲେ। ଚରିଥ ଆଶାଲଙ୍କା ୨୧ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଡାସୁନ ଶଣକା ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା ୧୭ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ଚାମିକା କରୁଣାରତ୍ନେ ୨୫ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୁନିଥ ୱେଲାଲେଜ ୩୪ ବଲରେ ୩୨ ରନ କରି ଆଉଟ ହୋଇଥିବା ବେଳ କାସୁନ ରଜିଥା ୨୧ ବଲରେ ୧୭ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ସେହିପରି ଉମ୍ରାନ ମଲିକ ୨ଟି  ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

12 Jan 2023 By The Sakala

ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ: ଭାରତକୁ ୨୧୬ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

କୋଲକାତା: ଭାରତ-ଶ୍ରୀଲଙ୍କା ମଧ୍ଯରେ ୨ୟ ଦିନିକିଆ ମ୍ୟାଚ୍‌ ଇଡେନ ଗାର୍ଡ଼େନ୍ସ ଗ୍ରାଉଣ୍ଡରେ ଖେଲାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭରତକୁ ୨୧୬ ରନର ଆବଶ୍ୟକତା ରହିଛି।

ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିବା ବେଳ ନୂୱାନିଦୁ ଫର୍ଣ୍ଣାଣ୍ଡୋ ୬୩ ବଲରେ ୫୦ ରନ କରି ଆଉଟ  ହୋଇଥିଲେ। ପରେ କୁଶଲ ମେଣ୍ଡିସ୍‌ ୩୪ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଧନଞ୍ଜୟ ଡି ସିଲଭା କୌଣସି ରନ ନ କରି ଆଉଟ ହୋଇଥିଲେ। ପେର ପାରିକୁ ଚରିଥ ଆଶାଲଙ୍କା ଓ ଫର୍ମରେ ଥିହା ଶ୍ରୀଲଙ୍କାର ଅଧିନାୟକ ଡାସୁନ ଶଣକା ସମ୍ଭାଳିବାକୁ ଆସିଥିଲେ। ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନ ଥିଲେ। ଚରିଥ ଆଶାଲଙ୍କା ୨୧ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଡାସୁନ ଶଣକା ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା ୧୭ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ଚାମିକା କରୁଣାରତ୍ନେ ୨୫ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୁନିଥ ୱେଲାଲେଜ ୩୪ ବଲରେ ୩୨ ରନ କରି ଆଉଟ ହୋଇଥିବା ବେଳ କାସୁନ ରଜିଥା ୨୧ ବଲରେ ୧୭ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ସେହିପରି ଉମ୍ରାନ ମଲିକ ୨ଟି  ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର