୫ ବର୍ଷରେ ଜିରୋ ବାଲାନ୍ସ ଖାତାରୁ ଏସ୍‌ବିଆଇ ନେଇଛି ୩୦୦ କୋଟି ସର୍ଭିସ୍‌ ଚାର୍ଜ

The Sakala Picture
Published On

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ େଷ୍ଟଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଜିରୋ ବାଲାନ୍ସ ଖାତା ବା ଆକାଉଣ୍ଟରୁ ସର୍ଭିସ୍‌ ଚାର୍ଜ କାଟିଥÒବା ଜଣାଯାଇଛି। କେବଳ ଏସବିଆଇ ଗ୍ରାହକଙ୍କ ଖାତାରୁ ସର୍ଭିସ୍‌ ଚାର୍ଜ ନେଇଛି ନେଉଛି ତାହା ନୁହେଁ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଗରିବ ଲୋକଙ୍କ ଆକାଉଣ୍ଟରୁ ଏହି ବାବଦ ଟଙ୍କା କାଟି ନେଇଥିବା ନେଇ ଆଇଆଇଟି ବମ୍ବେର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏସବିଆଇ ନିଜର ବେସିକ୍‌ ସେଭିଂସ୍‌ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟସ୍‌ (ବିଏସବିଡିଏ) ଧାରୀମାନଙ୍କଠୁ […]

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ େଷ୍ଟଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଜିରୋ ବାଲାନ୍ସ ଖାତା ବା ଆକାଉଣ୍ଟରୁ ସର୍ଭିସ୍‌ ଚାର୍ଜ କାଟିଥÒବା ଜଣାଯାଇଛି। କେବଳ ଏସବିଆଇ ଗ୍ରାହକଙ୍କ ଖାତାରୁ ସର୍ଭିସ୍‌ ଚାର୍ଜ ନେଇଛି ନେଉଛି ତାହା ନୁହେଁ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଗରିବ ଲୋକଙ୍କ ଆକାଉଣ୍ଟରୁ ଏହି ବାବଦ ଟଙ୍କା କାଟି ନେଇଥିବା ନେଇ ଆଇଆଇଟି ବମ୍ବେର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏସବିଆଇ ନିଜର ବେସିକ୍‌ ସେଭିଂସ୍‌ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟସ୍‌ (ବିଏସବିଡିଏ) ଧାରୀମାନଙ୍କଠୁ ପ୍ରତି ନେଣଦେଣ ଉପରେ ୧୭ଟଙ୍କା ୭୦ ପଇସା ଚାର୍ଜ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହାକୁ ବମ୍ବେ ଆଇଆଇଟି ପକ୍ଷରୁ ଅନୁଚିତ ବୋଲି ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ରିପୋର୍ଟରେ କୁହାଯାଇଛି ଯେ, ୨୦୧୫-୨୦ ମଧ୍ୟରେ ଏସ୍‌ବିଆଇ ଏହାର ୧୨ କୋଟି ବିଏସବିଡି ଆକାଉଣ୍ଟଧାରୀଙ୍କ ଉପରେ ସର୍ଭିସ୍‌ ଚାର୍ଜ ବାବଦରେ ୩୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି। ଦେଶର ଦ୍ବିତୀୟ ବୃହତ୍ତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ବିଏସବିଡି ଆକାଉଣ୍ଟଧାରୀଙ୍କ ପାଖରୁ ୯.୯ କୋଟି ଟଙ୍କା ସର୍ଭିସ୍‌ ଚାର୍ଜ କାଟିଛି। ବିଏସବିଡିଏକୁ ନେଇ କିଛି ବ୍ୟାଙ୍କ ଆରବିଆଇ ନିୟମର ବ୍ୟବସ୍ଥାନୁସାରେ ଉଲ୍ଲଂଘନ କରିଛନ୍ତି। ଏଥିରେ ଏସ୍‌ବିଆଇର ନାମ ସବୁଠୁ ଆଗରେ ରହିଥÒବା ଏହି ରିପୋର୍ଟରୁ ଜଣାପଡ଼ିଛି। ଏସ୍‌ବିଆଇ ଦ୍ବାରା ଗୋଟିଏ ମାସରେ ୪ ଥର ଅର୍ଥ ନେଣଦେଣ ପରେ ପ୍ରତ୍ୟେକ ତେଣଦେଣ ବାବଦକୁ ୧୭.୭୦ ଟଙ୍କା ଆଦାୟ କରାଯାଉଛି। ଏ ସମ୍ପର୍କରେ ଆଇଆଇଟି ବମ୍ବେର ପ୍ରଫେସର ଆଶିଷ ଦାସ କହିଛନ୍ତି ଯେ, ଏହି ସର୍ଭିସ୍‌ ଚାର୍ଜ ଜରିଆରେ ଏସ୍‌ବିଆଇ ପାଖାପାଖି ୧୨ କୋଟି ବିଏସବିଡି ଆକାଉଣ୍ଟଧାରୀଙ୍କ ପାଖରୁ ୩୦୦ କୋଟି ଟଙ୍କା ନେଇଛି। ସେଥିମଧ୍ୟରୁ ୨୦୧୮-୧୯ରେ ୭୨ କୋଟି ଟଙ୍କା ଆଦାୟ କରିଛି। ଏହାପରେ ୨୦୧୯-୨୦ରେଏ ବାବଦରେ ୧୫୮ କୋଟି ଟଙ୍କା ନେଇଛି ଏସ୍‌ବିଆଇ। ତେବେ ଏହି ସର୍ଭିସ୍‌ ଚାର୍ଜ ୨୦୧୩ର ଆରବିଆଇ ଗାଇଡଲାଇନ୍ସ ଆଧାରରେ ନିଆଯାଇଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

13 Apr 2021 By The Sakala

୫ ବର୍ଷରେ ଜିରୋ ବାଲାନ୍ସ ଖାତାରୁ ଏସ୍‌ବିଆଇ ନେଇଛି ୩୦୦ କୋଟି ସର୍ଭିସ୍‌ ଚାର୍ଜ

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ େଷ୍ଟଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଜିରୋ ବାଲାନ୍ସ ଖାତା ବା ଆକାଉଣ୍ଟରୁ ସର୍ଭିସ୍‌ ଚାର୍ଜ କାଟିଥÒବା ଜଣାଯାଇଛି। କେବଳ ଏସବିଆଇ ଗ୍ରାହକଙ୍କ ଖାତାରୁ ସର୍ଭିସ୍‌ ଚାର୍ଜ ନେଇଛି ନେଉଛି ତାହା ନୁହେଁ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଗରିବ ଲୋକଙ୍କ ଆକାଉଣ୍ଟରୁ ଏହି ବାବଦ ଟଙ୍କା କାଟି ନେଇଥିବା ନେଇ ଆଇଆଇଟି ବମ୍ବେର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏସବିଆଇ ନିଜର ବେସିକ୍‌ ସେଭିଂସ୍‌ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟସ୍‌ (ବିଏସବିଡିଏ) ଧାରୀମାନଙ୍କଠୁ ପ୍ରତି ନେଣଦେଣ ଉପରେ ୧୭ଟଙ୍କା ୭୦ ପଇସା ଚାର୍ଜ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହାକୁ ବମ୍ବେ ଆଇଆଇଟି ପକ୍ଷରୁ ଅନୁଚିତ ବୋଲି ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ୨୦୧୫-୨୦ ମଧ୍ୟରେ ଏସ୍‌ବିଆଇ ଏହାର ୧୨ କୋଟି ବିଏସବିଡି ଆକାଉଣ୍ଟଧାରୀଙ୍କ ଉପରେ ସର୍ଭିସ୍‌ ଚାର୍ଜ ବାବଦରେ ୩୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି। ଦେଶର ଦ୍ବିତୀୟ ବୃହତ୍ତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ବିଏସବିଡି ଆକାଉଣ୍ଟଧାରୀଙ୍କ ପାଖରୁ ୯.୯ କୋଟି ଟଙ୍କା ସର୍ଭିସ୍‌ ଚାର୍ଜ କାଟିଛି। ବିଏସବିଡିଏକୁ ନେଇ କିଛି ବ୍ୟାଙ୍କ ଆରବିଆଇ ନିୟମର ବ୍ୟବସ୍ଥାନୁସାରେ ଉଲ୍ଲଂଘନ କରିଛନ୍ତି। ଏଥିରେ ଏସ୍‌ବିଆଇର ନାମ ସବୁଠୁ ଆଗରେ ରହିଥÒବା ଏହି ରିପୋର୍ଟରୁ ଜଣାପଡ଼ିଛି। ଏସ୍‌ବିଆଇ ଦ୍ବାରା ଗୋଟିଏ ମାସରେ ୪ ଥର ଅର୍ଥ ନେଣଦେଣ ପରେ ପ୍ରତ୍ୟେକ ତେଣଦେଣ ବାବଦକୁ ୧୭.୭୦ ଟଙ୍କା ଆଦାୟ କରାଯାଉଛି। ଏ ସମ୍ପର୍କରେ ଆଇଆଇଟି ବମ୍ବେର ପ୍ରଫେସର ଆଶିଷ ଦାସ କହିଛନ୍ତି ଯେ, ଏହି ସର୍ଭିସ୍‌ ଚାର୍ଜ ଜରିଆରେ ଏସ୍‌ବିଆଇ ପାଖାପାଖି ୧୨ କୋଟି ବିଏସବିଡି ଆକାଉଣ୍ଟଧାରୀଙ୍କ ପାଖରୁ ୩୦୦ କୋଟି ଟଙ୍କା ନେଇଛି। ସେଥିମଧ୍ୟରୁ ୨୦୧୮-୧୯ରେ ୭୨ କୋଟି ଟଙ୍କା ଆଦାୟ କରିଛି। ଏହାପରେ ୨୦୧୯-୨୦ରେଏ ବାବଦରେ ୧୫୮ କୋଟି ଟଙ୍କା ନେଇଛି ଏସ୍‌ବିଆଇ। ତେବେ ଏହି ସର୍ଭିସ୍‌ ଚାର୍ଜ ୨୦୧୩ର ଆରବିଆଇ ଗାଇଡଲାଇନ୍ସ ଆଧାରରେ ନିଆଯାଇଥିବା ସେ କହିଛନ୍ତି ।

https://www.thesakala.in/big-news/in-five-years-sbi-has-charged-rs-300-crore-from-its-zero-balance-account/article-1487
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର