କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ; ବାସି ଖାଦ୍ୟ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଯାଞ୍ଚ

The Sakala Picture
Published On

କଟକ: କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ। ବାସି ଓ ଅପମିଶ୍ରିତ ଖାଦ୍ଯ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଚଢାଉ। ଉଭୟ ତଳ ଓ ଉପର ପଡ଼ିଆର ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି ।  ଅସ୍ବାସ୍ଥ୍ୟକର ପରିବେଶ ଓ ନିମ୍ନମାନର ତେଲ ବି ଯାଞ୍ଚ ହେଉଛି । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

17 Nov 2024 By The Sakala

କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ; ବାସି ଖାଦ୍ୟ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଯାଞ୍ଚ

କଟକ: କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ। ବାସି ଓ ଅପମିଶ୍ରିତ ଖାଦ୍ଯ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଚଢାଉ। ଉଭୟ ତଳ ଓ ଉପର ପଡ଼ିଆର ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି ।  ଅସ୍ବାସ୍ଥ୍ୟକର ପରିବେଶ ଓ ନିମ୍ନମାନର ତେଲ ବି ଯାଞ୍ଚ ହେଉଛି । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର