ଧନୀ ତାଲିକାରୁ ଖସୁଛି ଗୌତମ ଆଦାନୀଙ୍କ ରାଙ୍କ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ଟପ୍ ଟେନ୍ ଧନୀ ତାଲିକାରୁ ବାହାରିଲେ ଗୌତମ ଆଦାନୀ । କମୁଛି ଭାରତର ୧ ନଂ ଧନୀଙ୍କ ସମ୍ପତ୍ତି । ଆଦାନୀ ଗ୍ରୁପ ଲୋକଙ୍କୁ ମିଛ କହି ନିଜ ଶେୟାର ମୁଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା କହିଛି ହିଣ୍ଡେନବର୍ଗ ରିସର୍ଚ୍ଚ । ଏ କଥା କହିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ ଲଗାତାର କମୁଛି ଶେୟାରର ମୂଲ୍ୟ । ଏପରି ତଥ୍ୟକୁ କିନ୍ତୁ ଗୌତମ […]

ନୂଆଦିଲ୍ଲୀ: ବିଶ୍ବର ଟପ୍ ଟେନ୍ ଧନୀ ତାଲିକାରୁ ବାହାରିଲେ ଗୌତମ ଆଦାନୀ । କମୁଛି ଭାରତର ୧ ନଂ ଧନୀଙ୍କ ସମ୍ପତ୍ତି । ଆଦାନୀ ଗ୍ରୁପ ଲୋକଙ୍କୁ ମିଛ କହି ନିଜ ଶେୟାର ମୁଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା କହିଛି ହିଣ୍ଡେନବର୍ଗ ରିସର୍ଚ୍ଚ । ଏ କଥା କହିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ ଲଗାତାର କମୁଛି ଶେୟାରର ମୂଲ୍ୟ । ଏପରି ତଥ୍ୟକୁ କିନ୍ତୁ ଗୌତମ ଆଦାନୀ ଗ୍ରହଣ କରନାହାନ୍ତି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ପୂର୍ବରୁ ବିଶ୍ବ ଧନୀ ତାଲିକାରେ ୩ ନଂ ସ୍ଥାନରେ ଥିଲେ ଗୌତମ । ଏ ରିପୋର୍ଟ ପ୍ରକାଶ ପାଇବା ପରେ ସେ ୭ ନଂ ସ୍ଥାନକୁ ଖସିଥିଲେ । ଆଜି ସ୍ଥିତି ଆହୁରି ଖରାପ ହେବାରୁ ସେ ଟପ୍ ଟେନ୍ ତାଲିକାରୁ ବାହାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ କେହି ସହଜରେ ଭରଷା କରି ପାରୁନାହାନ୍ତି । ଶେୟାରର ମୂଲ୍ୟ କମୁ ଥିବାରୁ ନିବେଶକମାନେ ମଧ୍ୟ କ୍ଷତି ସହୁଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

31 Jan 2023 By The Sakala

ଧନୀ ତାଲିକାରୁ ଖସୁଛି ଗୌତମ ଆଦାନୀଙ୍କ ରାଙ୍କ

ନୂଆଦିଲ୍ଲୀ: ବିଶ୍ବର ଟପ୍ ଟେନ୍ ଧନୀ ତାଲିକାରୁ ବାହାରିଲେ ଗୌତମ ଆଦାନୀ । କମୁଛି ଭାରତର ୧ ନଂ ଧନୀଙ୍କ ସମ୍ପତ୍ତି । ଆଦାନୀ ଗ୍ରୁପ ଲୋକଙ୍କୁ ମିଛ କହି ନିଜ ଶେୟାର ମୁଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା କହିଛି ହିଣ୍ଡେନବର୍ଗ ରିସର୍ଚ୍ଚ । ଏ କଥା କହିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ ଲଗାତାର କମୁଛି ଶେୟାରର ମୂଲ୍ୟ । ଏପରି ତଥ୍ୟକୁ କିନ୍ତୁ ଗୌତମ ଆଦାନୀ ଗ୍ରହଣ କରନାହାନ୍ତି ।

ପୂର୍ବରୁ ବିଶ୍ବ ଧନୀ ତାଲିକାରେ ୩ ନଂ ସ୍ଥାନରେ ଥିଲେ ଗୌତମ । ଏ ରିପୋର୍ଟ ପ୍ରକାଶ ପାଇବା ପରେ ସେ ୭ ନଂ ସ୍ଥାନକୁ ଖସିଥିଲେ । ଆଜି ସ୍ଥିତି ଆହୁରି ଖରାପ ହେବାରୁ ସେ ଟପ୍ ଟେନ୍ ତାଲିକାରୁ ବାହାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ କେହି ସହଜରେ ଭରଷା କରି ପାରୁନାହାନ୍ତି । ଶେୟାରର ମୂଲ୍ୟ କମୁ ଥିବାରୁ ନିବେଶକମାନେ ମଧ୍ୟ କ୍ଷତି ସହୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର