ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୭ ହଜାର ୧୧୮ କରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୭୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୧୬୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୧୩୪ ଜଣ ,କଟକ ଜିଲ୍ଲାରୁ ୬୯୦ ଜଣ ରହିଥିବା […]
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୭୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୧୬୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୧୩୪ ଜଣ ,କଟକ ଜିଲ୍ଲାରୁ ୬୯୦ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୪୫୭ ଜଣ, ଯାଜପୁରରୁ ୪୦୬ ଜଣ, ମୟୂରଭଞ୍ଜରୁ ୩୨୦ ଜଣ, ବରଗଡ଼ରୁ ୨୭୧ ଜଣ,ବୌଦ୍ଧରୁ ୨୫୭ ଜଣ, ଢ଼େଙ୍କାନାଳରୁ ୨୫୫ ଜଣ,ନୟାଗଡ଼ରୁ ୨୪୨ ଜଣ, ନବରଙ୍ଗପୁରରୁ ୨୧୬ ଜଣ, କୋରାପୁଟରୁ ୨୦୨ ଜଣ, କଳାହାଣ୍ଡିରୁ ୧୭୭ ଜଣ,ସୁନ୍ଦରଗଡ଼ରୁ ୧୭୨ ଜଣ, ରାୟଗଡ଼ାରୁ ୧୬୫ ଜଣ, ଗଞ୍ଜାମରୁ ୧୬୩ ଜଣ, ଜଗତସିଂହପୁରୁ ୧୫୪ ଜଣ,ସୋନପୁରରୁ ୧୨୯ ଜଣ, ସମ୍ବଲପୁରରୁ ୧୨୦ ଜଣ, ଝାରସୁଗୁଡ଼ାରୁ ୧୧୪ ଜଣ, ଗଜପତିରୁ ୧୦୬ ଜଣ, ବାଲେଶ୍ବରରୁ ୧୦୩ ଜଣ, ବଲାଙ୍ଗୀରରୁ ୯୩ ଜଣ, ମାଲକାନଗିରିରୁ ୯୨ ଜଣ, ଭଦ୍ରକରୁ ୮୯ ଜଣ, ନୂଆପଡ଼ାରୁ ୬୨ ଜଣ, ଦେବଗଡ଼ରୁ ୬୧ ଜଣ, କେନ୍ଦୁଝରରୁ ୫୭ ଜଣ , କନ୍ଧମାଳରୁ ୫୪ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
Covid-19 Report For 28th May
New Positive Cases: 7188
In quarantine: 4026
Local contacts: 3162(Details of local contacts will be shared by concerned Dist Administration)
District Wise Cases:
1. Angul: 515
2. Balasore: 103
3. Bargarh: 271
4. Bhadrak: 89
5. Balangir: 93— I & PR Department, Odisha (@IPR_Odisha) May 29, 2021
6. Boudh: 257
7. Cuttack: 690
8. Deogarh: 61
9. Dhenkanal: 255
10. Gajapati: 106
11. Ganjam: 163
12. Jagatsinghpur: 154
13. Jajpur: 406
14. Jharsuguda: 114
15. Kalahandi: 177
16. Kandhamal: 54
17. Kendrapada: 75
18. Keonjhar: 57
19. Khurda: 1134
20. Koraput: 202— I & PR Department, Odisha (@IPR_Odisha) May 29, 2021