ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା
ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ନେଇ ରାଜ୍ୟ ସରକାରଙ୍କୁ ୬ଟି ସୁପାରିସ କରିଛି ଉଚ୍ଚସ୍ତରୀୟ କମିଟି । ସୁପାରିସ ଗୁଡିକ ହେଉଛି ଆବଶ୍ୟକ ଔଷଧ ଯୋଗାଇଦେବା । ନୋଟିଫାଏ ରୋଗ ଭାବେ ଘୋଷଣା କରିବା । ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବା । ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ପାଇଁ ପ୍ରୋଟୋକଲ […]
ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ନେଇ ରାଜ୍ୟ ସରକାରଙ୍କୁ ୬ଟି ସୁପାରିସ କରିଛି ଉଚ୍ଚସ୍ତରୀୟ କମିଟି । ସୁପାରିସ ଗୁଡିକ ହେଉଛି ଆବଶ୍ୟକ ଔଷଧ ଯୋଗାଇଦେବା । ନୋଟିଫାଏ ରୋଗ ଭାବେ ଘୋଷଣା କରିବା । ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବା ।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର
ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ପାଇଁ ପ୍ରୋଟୋକଲ କାଯିବା । ଖବର ସଂଗ୍ରହ ଉପରେ ବ୍ୟବସ୍ଥା କରିବା । ଲୋକଙ୍କୁ ପୋଷ୍ଟର, ବ୍ୟାନର ମାଧ୍ୟମରେ ସଚେତନ କରାଇବାକୁ ସୁପାରିସ କରିଛନ୍ତି ଉଚ୍ଚସ୍ତରୀୟ କମିଟି । ରାଜ୍ୟରେ ଏଯାଏଁ ୧୧ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।






