ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ

The Sakala Picture
Published On

ଅଭିନେତା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ସୂଚନାନୁସାରେ, ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ପାରିନଥିଲେ। ପରେ ଡାକ୍ତରଖାନା ନିଶ୍ଚିତ କରିଥିଲା ​​ଯେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା […]

ଅଭିନେତା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ସୂଚନାନୁସାରେ, ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ପାରିନଥିଲେ। ପରେ ଡାକ୍ତରଖାନା ନିଶ୍ଚିତ କରିଥିଲା ​​ଯେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା ରିଅଲିଟି ସୋ ବିଗ୍ ବସ୍ ର ୧୩ ତମ ସିଜନର ବିଜେତା ଥିଲେ, ଏହା ବ୍ୟତୀତ ସେ ଖାତରୋଁ କେ ଖିଲାଡିର ସପ୍ତମ ସିଜନ୍ ମଧ୍ୟ ଜିତିଥିଲେ । ବାଲିକା ବଧୁ ସିରିଏଲରୁ ସିଦ୍ଧାର୍ଥ ଶୁକ୍ଲା ଦେଶର ପ୍ରତ୍ୟେକ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

02 Sep 2021 By The Sakala

ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ

ଅଭିନେତା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ମୁମ୍ବାଇର କପୁର୍ ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ସୂଚନାନୁସାରେ, ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ଏହା ପରେ ସେ ଉଠି ପାରିନଥିଲେ। ପରେ ଡାକ୍ତରଖାନା ନିଶ୍ଚିତ କରିଥିଲା ​​ଯେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା ରିଅଲିଟି ସୋ ବିଗ୍ ବସ୍ ର ୧୩ ତମ ସିଜନର ବିଜେତା ଥିଲେ, ଏହା ବ୍ୟତୀତ ସେ ଖାତରୋଁ କେ ଖିଲାଡିର ସପ୍ତମ ସିଜନ୍ ମଧ୍ୟ ଜିତିଥିଲେ । ବାଲିକା ବଧୁ ସିରିଏଲରୁ ସିଦ୍ଧାର୍ଥ ଶୁକ୍ଲା ଦେଶର ପ୍ରତ୍ୟେକ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର