ଶାଶୁ ଅପରାଜିତାଙ୍କ ସହ ଖାରବେଳନଗର ଥାନାରେ ପହଞ୍ଚି ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଲେ ବାବୁସାନ୍‌ଙ୍କ ସ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମସଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା […]

ଭୁବନେଶ୍ବର : ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମସଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଏହି ଘଟଣା ପରେ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ସେମାନେ ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଏହାପରେ ସନ୍ଧ୍ୟାରେ ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ଥାନାରେ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଛନ୍ତି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି।ତେବେ ଖାରବେଳ ନଗର ଥାନା ଅଧିକାରୀ ଏହି କେସ୍‌ ବିଷୟରେ କହିଛନ୍ତି ଯେ ୨ଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ବର୍ତ୍ତମାନ ତୃପ୍ତିଙ୍କ ସହ ଅନ୍ୟମାନଙ୍କର ବୟାନ ରେକର୍ଡ ହୋଇଛି । ଖାରବେଳନଗର ଥାନା ପୋଲିସ ବର୍ତ୍ତମାନ ବୟାନ ରେକର୍ଡ ପରେ ତଦନ୍ତ ଚାଲିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

23 Jul 2022 By The Sakala

ଶାଶୁ ଅପରାଜିତାଙ୍କ ସହ ଖାରବେଳନଗର ଥାନାରେ ପହଞ୍ଚି ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଲେ ବାବୁସାନ୍‌ଙ୍କ ସ୍ତ୍ରୀ

ଭୁବନେଶ୍ବର : ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମସଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା।

ଏହି ଘଟଣା ପରେ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ସେମାନେ ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।

ଏହାପରେ ସନ୍ଧ୍ୟାରେ ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ଥାନାରେ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଛନ୍ତି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି।ତେବେ ଖାରବେଳ ନଗର ଥାନା ଅଧିକାରୀ ଏହି କେସ୍‌ ବିଷୟରେ କହିଛନ୍ତି ଯେ ୨ଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ବର୍ତ୍ତମାନ ତୃପ୍ତିଙ୍କ ସହ ଅନ୍ୟମାନଙ୍କର ବୟାନ ରେକର୍ଡ ହୋଇଛି । ଖାରବେଳନଗର ଥାନା ପୋଲିସ ବର୍ତ୍ତମାନ ବୟାନ ରେକର୍ଡ ପରେ ତଦନ୍ତ ଚାଲିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର