ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମ୍ଲା; ୩୮ ମୃତ, ୨୯ ଆହତ
ପାକିସ୍ତାନ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମ୍ଲା ହୋଇଛି । ଆତଙ୍କୀଙ୍କ ଆକ୍ରମଣରେ ୩୮ ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ପାକିସ୍ତାନର ଖୈବର ପଖତୁନଖ୍ବାରେ ଡାଉନ୍ କୁର୍ରମ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଭ୍ୟାନଟି ପେଶାୱର ଯାଉଥିବାବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୩୮ ଜଣ ମୃତ୍ୟୁବରଣ କରିଥିବାବେଳେ ପୋଲିସ କର୍ମଚାରୀଙ୍କ ସହ ୨୯ ଆହତ ହୋଇଛନ୍ତି । […]
ପାକିସ୍ତାନ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମ୍ଲା ହୋଇଛି । ଆତଙ୍କୀଙ୍କ ଆକ୍ରମଣରେ ୩୮ ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ପାକିସ୍ତାନର ଖୈବର ପଖତୁନଖ୍ବାରେ ଡାଉନ୍ କୁର୍ରମ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଭ୍ୟାନଟି ପେଶାୱର ଯାଉଥିବାବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୩୮ ଜଣ ମୃତ୍ୟୁବରଣ କରିଥିବାବେଳେ ପୋଲିସ କର୍ମଚାରୀଙ୍କ ସହ ୨୯ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।