ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୯ ହଜାର ୫୪୧ କରୋନା ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୧୯୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୩୪୨ ଜଣ ,କଟକ ଜିଲ୍ଲାରୁ ୭୧୬ ଜଣ ରହିଥିବା […]

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୧୯୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୩୪୨ ଜଣ ,କଟକ ଜିଲ୍ଲାରୁ ୭୧୬ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୫୨୮ ଜଣ, ଯାଜପୁରରୁ ୪୮୯ ଜଣ, ମୟୂରଭଞ୍ଜରୁ ୬୯୫ ଜଣ, ବରଗଡ଼ରୁ ୨୮୪ ଜଣ,ବୌଦ୍ଧରୁ ୧୭୭ ଜଣ, ଢ଼େଙ୍କାନାଳରୁ ୧୧୭ ଜଣ,ନୟାଗଡ଼ରୁ ୨୩୦ ଜଣ, ନବରଙ୍ଗପୁରରୁ ୨୫୪ ଜଣ, କୋରାପୁଟରୁ ୨୧୫ ଜଣ, କଳାହାଣ୍ଡିରୁ ୩୧୫ ଜଣ,ସୁନ୍ଦରଗଡ଼ରୁ ୧୭୨ ଜଣ, ରାୟଗଡ଼ାରୁ ୧୬୪ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରୁ ୨୯୯ ଜଣ,ସୋନପୁରରୁ ୨୪୫ ଜଣ, ସମ୍ବଲପୁରରୁ ୨୨୯ ଜଣ, କେନ୍ଦ୍ରାପଡ଼ାରୁ ୧୧୪ ଜଣ , ଝାରସୁଗୁଡ଼ାରୁ ୧୪୦ ଜଣ, ଗଜପତିରୁ ୬୯ ଜଣ, ବାଲେଶ୍ବରରୁ ୩୦୨ ଜଣ, ବଲାଙ୍ଗୀରରୁ ୧୦୧ ଜଣ, ମାଲକାନଗିରିରୁ ୧୨୩ ଜଣ, ଭଦ୍ରକରୁ ୪୬୪ ଜଣ, ନୂଆପଡ଼ାରୁ ୫୦ ଜଣ, ଦେବଗଡ଼ରୁ ୬୧ ଜଣ, କେନ୍ଦୁଝରରୁ ୧୭୭ ଜଣ , କନ୍ଧମାଳରୁ ୧୦୭ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

30 May 2021 By The Sakala

ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୯ ହଜାର ୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୧୯୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୩୪୨ ଜଣ ,କଟକ ଜିଲ୍ଲାରୁ ୭୧୬ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୫୨୮ ଜଣ, ଯାଜପୁରରୁ ୪୮୯ ଜଣ, ମୟୂରଭଞ୍ଜରୁ ୬୯୫ ଜଣ, ବରଗଡ଼ରୁ ୨୮୪ ଜଣ,ବୌଦ୍ଧରୁ ୧୭୭ ଜଣ, ଢ଼େଙ୍କାନାଳରୁ ୧୧୭ ଜଣ,ନୟାଗଡ଼ରୁ ୨୩୦ ଜଣ, ନବରଙ୍ଗପୁରରୁ ୨୫୪ ଜଣ, କୋରାପୁଟରୁ ୨୧୫ ଜଣ, କଳାହାଣ୍ଡିରୁ ୩୧୫ ଜଣ,ସୁନ୍ଦରଗଡ଼ରୁ ୧୭୨ ଜଣ, ରାୟଗଡ଼ାରୁ ୧୬୪ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରୁ ୨୯୯ ଜଣ,ସୋନପୁରରୁ ୨୪୫ ଜଣ, ସମ୍ବଲପୁରରୁ ୨୨୯ ଜଣ, କେନ୍ଦ୍ରାପଡ଼ାରୁ ୧୧୪ ଜଣ , ଝାରସୁଗୁଡ଼ାରୁ ୧୪୦ ଜଣ, ଗଜପତିରୁ ୬୯ ଜଣ, ବାଲେଶ୍ବରରୁ ୩୦୨ ଜଣ, ବଲାଙ୍ଗୀରରୁ ୧୦୧ ଜଣ, ମାଲକାନଗିରିରୁ ୧୨୩ ଜଣ, ଭଦ୍ରକରୁ ୪୬୪ ଜଣ, ନୂଆପଡ଼ାରୁ ୫୦ ଜଣ, ଦେବଗଡ଼ରୁ ୬୧ ଜଣ, କେନ୍ଦୁଝରରୁ ୧୭୭ ଜଣ , କନ୍ଧମାଳରୁ ୧୦୭ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

https://www.thesakala.in/big-news/corona-update-odisha-5/article-2494
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର