ଅଲଗାହେଲେ କିରଣ ଓ ଅମୀର, ‘ଲଗାନ’ ସେଟ୍‌ରୁ ଆରମ୍ଭ ହୋଇଥିଲା ଲଭ୍‌

The Sakala Picture
Published On

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୫ବର୍ଷର ବୈବାହିକ ଜୀବନରେ ପର୍ଣ୍ଣ ଛେଦ ପକାଇବାକୁ ଯାଆଉଛନ୍ତି ଆମୀର ଖାନ ଏବଂ କିରଣ ରାଓ । ସେ ୨୮ ଡିସେମ୍ବର ୨୦୦୫ ମସିହାରେ କିରଣ ରାଓଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ଅନେକ ଫିଲ୍ମ କରିଥିଲେ। ସେମାନଙ୍କ ଛାଡପତ୍ର ଖବର ବଲିଉଡରେ ଏହେ ଆଲୋଡ଼ନ ସୃଷ୍ଟି କରିଛି।  ତାଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର […]

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୫ବର୍ଷର ବୈବାହିକ ଜୀବନରେ ପର୍ଣ୍ଣ ଛେଦ ପକାଇବାକୁ ଯାଆଉଛନ୍ତି ଆମୀର ଖାନ ଏବଂ କିରଣ ରାଓ । ସେ ୨୮ ଡିସେମ୍ବର ୨୦୦୫ ମସିହାରେ କିରଣ ରାଓଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ଅନେକ ଫିଲ୍ମ କରିଥିଲେ। ସେମାନଙ୍କ ଛାଡପତ୍ର ଖବର ବଲିଉଡରେ ଏହେ ଆଲୋଡ଼ନ ସୃଷ୍ଟି କରିଛି।  ତାଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଆଜାଦ ରାଓ ଖାନ । ୨୦୦୨ ମସିହାରେ ଆମୀର ଖାନ ତାଙ୍କର ପ୍ରଥମ ପତ୍ନୀ ରେନା ଦତ୍ତାଙ୍କୁ ଛାଡପତ୍ର ହୋଇଥିଲେ। ଏହା ପରେ କିରଣ ରାଓ ତାଙ୍କ ଜୀବନରେ ଆସିଥିଲେ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ

କିରଣ ଓ ଅମୀର ଉଭୟ ମିଳିତ ବିବୃତ୍ତିରେ କହିଛନ୍ତି  ଯେ, ଆମର ବ୍ୟବସାୟିକ ସମ୍ପର୍କ ଜାରି ରହିବ। ଏହା ବ୍ୟତୀତ ଉଭୟ କହିଛନ୍ତି ଯେ ପୁଅ ଆଜାଦର ଯତ୍ନ ଆମେ ମିଶିକି ନେବୁ । ଆମେ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ଦୁହେଁ ଦୁହିଁଙ୍କ ସହଯୋଗ କରିବେ ବୋଲି ଏହି ବିବୃତ୍ତିରେ ଲେଖିଛନ୍ତି। ଏହି ଛାଡପତ୍ର ଶେଷ ନୁହେଁ ବରଂ ଏକ ନୂତନ ଯାତ୍ରା ଆରମ୍ଭ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସକ୍ରିୟ ହେବ ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

ଆହୁରି ପଢ଼ନ୍ତୁ: ବିଜେଡିରେ ସାମିଲ ହେଲେ ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ

ସୂଚନା ଅନୁଯାୟୀ,  ଫିଲ୍ମ ‘ଲାଗାନ’ର ସୁଟିଂ ସମୟରେ ଆମୀର ଖାନ ଏବଂ କିରଣ ରାଓ ପ୍ରଥମେ ସାକ୍ଷାତ ହୋଇଥିଲେ। ଏକ ସାକ୍ଷାତକାର ସମୟରେ ଏହା ଆମୀର ନିଜେ ପ୍ରକାଶ କରିଥିଲେ। ଆମୀର କହିଥିଲେ ଯେ, ସେହି ସମୟରେ କିରଣ ମୋ ପାଇଁ କେବଳ ମୋ ଦଳର ସଦସ୍ୟ ଥିଲେ। ସେ ସହକାରୀ ନିର୍ଦ୍ଦେଶକ ଭାବରେ ଏହି ଫିଲ୍ମରେ କାମ କରୁଥିଲେ। ଯେତେବେଳେ ମୁଁ ରେନାଙ୍କ ଛାଡପତ୍ର ପରେ ପ୍ରଥମ ଥର ପାଇଁ କିରଣଙ୍କୁ ଭେଟିଥିଲି, ସେତେବେଳେ ଆମର କୌଣସି ବିଶେଷ କଥାବାର୍ତ୍ତା ମଧ୍ୟ ହୋଇନଥିଲା। ସେ ସେତେବେଳେ ମୋର ବନ୍ଧୁ ମଧ୍ୟ ନ ଥିଲେ।

ଆମୀର ଖାନ କହିଥିଲେ ଯେ, କରିଣ ତାଙ୍କୁ ପ୍ରଥମେ ୩୦ମିନିଟର କଲ କରିଥିଲେ । ଯାହା ପରେ ସେ କିରଣଙ୍କ ସହ ଡେଟ୍ କରିବା ଆରମ୍ଭ କରିଥିଲେ। ଆମେ ପ୍ରାୟ ଏକ ବର୍ଷ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଏହିପରି ସାକ୍ଷାତ କରିଚାଲିଥିଲୁ ଏବଂ ଏହା ପରେ ବିବାହ କରିବାକୁ ସ୍ଥିର କରିଥିଲୁ। ଏକ ସାକ୍ଷାତକାର ସମୟରେ ଆମୀର କହିଥିଲେ ଯେ କିରଣଙ୍କ ବିନା ସେ ତାଙ୍କ ଜୀବନ ବିଷୟରେ ମଧ୍ୟ ଭାବି ପାରିବେ ନାହିଁ। ତେବେ ବର୍ତ୍ତମାନ ସେମାନଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଛି ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି।

03 Jul 2021 By The Sakala

ଅଲଗାହେଲେ କିରଣ ଓ ଅମୀର, ‘ଲଗାନ’ ସେଟ୍‌ରୁ ଆରମ୍ଭ ହୋଇଥିଲା ଲଭ୍‌

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୫ବର୍ଷର ବୈବାହିକ ଜୀବନରେ ପର୍ଣ୍ଣ ଛେଦ ପକାଇବାକୁ ଯାଆଉଛନ୍ତି ଆମୀର ଖାନ ଏବଂ କିରଣ ରାଓ । ସେ ୨୮ ଡିସେମ୍ବର ୨୦୦୫ ମସିହାରେ କିରଣ ରାଓଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ଅନେକ ଫିଲ୍ମ କରିଥିଲେ। ସେମାନଙ୍କ ଛାଡପତ୍ର ଖବର ବଲିଉଡରେ ଏହେ ଆଲୋଡ଼ନ ସୃଷ୍ଟି କରିଛି।  ତାଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଆଜାଦ ରାଓ ଖାନ । ୨୦୦୨ ମସିହାରେ ଆମୀର ଖାନ ତାଙ୍କର ପ୍ରଥମ ପତ୍ନୀ ରେନା ଦତ୍ତାଙ୍କୁ ଛାଡପତ୍ର ହୋଇଥିଲେ। ଏହା ପରେ କିରଣ ରାଓ ତାଙ୍କ ଜୀବନରେ ଆସିଥିଲେ।

କିରଣ ଓ ଅମୀର ଉଭୟ ମିଳିତ ବିବୃତ୍ତିରେ କହିଛନ୍ତି  ଯେ, ଆମର ବ୍ୟବସାୟିକ ସମ୍ପର୍କ ଜାରି ରହିବ। ଏହା ବ୍ୟତୀତ ଉଭୟ କହିଛନ୍ତି ଯେ ପୁଅ ଆଜାଦର ଯତ୍ନ ଆମେ ମିଶିକି ନେବୁ । ଆମେ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ଦୁହେଁ ଦୁହିଁଙ୍କ ସହଯୋଗ କରିବେ ବୋଲି ଏହି ବିବୃତ୍ତିରେ ଲେଖିଛନ୍ତି। ଏହି ଛାଡପତ୍ର ଶେଷ ନୁହେଁ ବରଂ ଏକ ନୂତନ ଯାତ୍ରା ଆରମ୍ଭ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ,  ଫିଲ୍ମ ‘ଲାଗାନ’ର ସୁଟିଂ ସମୟରେ ଆମୀର ଖାନ ଏବଂ କିରଣ ରାଓ ପ୍ରଥମେ ସାକ୍ଷାତ ହୋଇଥିଲେ। ଏକ ସାକ୍ଷାତକାର ସମୟରେ ଏହା ଆମୀର ନିଜେ ପ୍ରକାଶ କରିଥିଲେ। ଆମୀର କହିଥିଲେ ଯେ, ସେହି ସମୟରେ କିରଣ ମୋ ପାଇଁ କେବଳ ମୋ ଦଳର ସଦସ୍ୟ ଥିଲେ। ସେ ସହକାରୀ ନିର୍ଦ୍ଦେଶକ ଭାବରେ ଏହି ଫିଲ୍ମରେ କାମ କରୁଥିଲେ। ଯେତେବେଳେ ମୁଁ ରେନାଙ୍କ ଛାଡପତ୍ର ପରେ ପ୍ରଥମ ଥର ପାଇଁ କିରଣଙ୍କୁ ଭେଟିଥିଲି, ସେତେବେଳେ ଆମର କୌଣସି ବିଶେଷ କଥାବାର୍ତ୍ତା ମଧ୍ୟ ହୋଇନଥିଲା। ସେ ସେତେବେଳେ ମୋର ବନ୍ଧୁ ମଧ୍ୟ ନ ଥିଲେ।

ଆମୀର ଖାନ କହିଥିଲେ ଯେ, କରିଣ ତାଙ୍କୁ ପ୍ରଥମେ ୩୦ମିନିଟର କଲ କରିଥିଲେ । ଯାହା ପରେ ସେ କିରଣଙ୍କ ସହ ଡେଟ୍ କରିବା ଆରମ୍ଭ କରିଥିଲେ। ଆମେ ପ୍ରାୟ ଏକ ବର୍ଷ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଏହିପରି ସାକ୍ଷାତ କରିଚାଲିଥିଲୁ ଏବଂ ଏହା ପରେ ବିବାହ କରିବାକୁ ସ୍ଥିର କରିଥିଲୁ। ଏକ ସାକ୍ଷାତକାର ସମୟରେ ଆମୀର କହିଥିଲେ ଯେ କିରଣଙ୍କ ବିନା ସେ ତାଙ୍କ ଜୀବନ ବିଷୟରେ ମଧ୍ୟ ଭାବି ପାରିବେ ନାହିଁ। ତେବେ ବର୍ତ୍ତମାନ ସେମାନଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଛି ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର