ଆଧାର ସହିତ ମୋବାଇଲ ନମ୍ବର ପଞ୍ଜୀକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ

The Sakala Picture
Published On

ନୂଆ ଫୋନ୍ ଲାଗି ସିମ୍‌କାର୍ଡ ନେବାକୁ ହେଲେ ସରଳ ଉପାୟ ହେଉଛି ଆଧାରକାର୍ଡ। ଏହି ଆଧାରକାର୍ଡ ଯୋଗୁଁ ଜଣେ ବ୍ୟକ୍ତି ଅନେକ ସିମ୍‌ ନେବାରେ ସକ୍ଷମ ହୋଇଥାନ୍ତି। ହେଲେ ବ୍ୟସ୍ତବହୁଳ ଜୀବନରେ ଆଧାର ସହିତ ସଂଯୋଗ ହୋଇଥିବା ସବୁ ନମ୍ବରଗୁଡିକୁ ମନେ ରଖିବା ସହଜ ହୋଇନଥାଏ। ତେଣୁ ନିଜ ଆଧାରକାର୍ଡ ସହିତ କେତୋଟି ନମ୍ବର ରହିଛି ସହଜରେ ଜାଣି ହେବ। ଏନେଇ ଟ୍ୟାପ୍‌ କପ୍‌ କଞ୍ଜ୍ୟୁମର ପୋର୍ଟାଲ ଅଧିକ ସହାୟ ହୋଇଥାଏ। ଧ୍ୟାନ ରଖନ୍ତୁ ଏହି ସେବା […]

ନୂଆ ଫୋନ୍ ଲାଗି ସିମ୍‌କାର୍ଡ ନେବାକୁ ହେଲେ ସରଳ ଉପାୟ ହେଉଛି ଆଧାରକାର୍ଡ। ଏହି ଆଧାରକାର୍ଡ ଯୋଗୁଁ ଜଣେ ବ୍ୟକ୍ତି ଅନେକ ସିମ୍‌ ନେବାରେ ସକ୍ଷମ ହୋଇଥାନ୍ତି। ହେଲେ ବ୍ୟସ୍ତବହୁଳ ଜୀବନରେ ଆଧାର ସହିତ ସଂଯୋଗ ହୋଇଥିବା ସବୁ ନମ୍ବରଗୁଡିକୁ ମନେ ରଖିବା ସହଜ ହୋଇନଥାଏ। ତେଣୁ ନିଜ ଆଧାରକାର୍ଡ ସହିତ କେତୋଟି ନମ୍ବର ରହିଛି ସହଜରେ ଜାଣି ହେବ। ଏନେଇ ଟ୍ୟାପ୍‌ କପ୍‌ କଞ୍ଜ୍ୟୁମର ପୋର୍ଟାଲ ଅଧିକ ସହାୟ ହୋଇଥାଏ। ଧ୍ୟାନ ରଖନ୍ତୁ ଏହି ସେବା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଉପଲବ୍ଧ ହେବା ସହ ଏହା ଡିପାର୍ଟମେଣ୍ଟ ଅଫ୍‌ ଟେଲି କମ୍ୟୁନିକେସନ (ଡଟ୍‌) ସହିତ ସହବନ୍ଧିତ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ତେଣୁ ପ୍ରଥମେ ନିଜର ଫୋନ୍‌, ଟାବଲେଟ୍‌, ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ ବ୍ରାଉଜର ଖୋଲନ୍ତୁ। ଏହାପରେ ସର୍ଚ୍ଚବାରରେ ଟ୍ୟାପ୍ କପ୍‌ କଞ୍ଜ୍ୟୁମର ପୋର୍ଟାଲରେ (ଏଚ୍‌ଟିଟିପିଏସ୍‌://ଟ୍ୟାଫ୍‌କପ୍‌.ଡିଜିଟେଲିକମ୍‌.ଜିଓଭି.ଇନ୍‌/) ଟାଇପ୍ କରନ୍ତୁ। ସ୍କ୍ରିନ ମଝିରେ ୟୋର ମୋବାଇଲ୍‌ ନମ୍ବର ନଜର ଆସିବ। ଏହିଠାରେ ନିଜର ନମ୍ବର ଟାଇପ୍‌ କରନ୍ତୁ। ଏହାପରେ ରିକ୍ବେଷ୍ଟ ଓଟିପି ଉପରେ କ୍ଲିକ୍‌ କରି ଫୋନ୍‌କୁ ଆସିଥିବା ଓଟିପି ନମ୍ବର ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଆଧାରକାର୍ଡରେ କେତୋଟି ନମ୍ବର ପଞ୍ଜୀକରଣ ରହିଛି ସହଜରେ ଜଣାପଡ଼ିଥାଏ। ଏହି ସମୟରେ ଯଦି ବି କୌଣସି ସିମ୍‌ ଆପଣ ବ୍ୟବହାର କରୁନାହାନ୍ତି କିମ୍ବା କେବେ ନମ୍ବରଟି ନେଇଥିଲେ ତାହା ମନେନାହିଁ ତେବେ ଫୋନ୍‌ ନମ୍ବର ସମ୍ମୁଖରେ ଦିଆଯାଇଥିବା ବକ୍ସ ଭିତରେ କ୍ଲିକ୍‌ କରି ଉକ୍ତ ନମ୍ବରକୁ ରିପୋର୍ଟ କରିପାରିବେ। ଧ୍ୟାନ ଦିଅନ୍ତୁ ୱେବ୍‌ସାଇଟ୍‌ରେ ବନ୍ଦ କରିବା ପୂର୍ବରୁ ପ୍ରଥମେ ଲଗ୍‌ଆଉଟ୍‌ କରନ୍ତୁ। ଏନେଇ ସ୍କ୍ରିନ୍‌ରେ ବିକଳ୍ପ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

11 Aug 2021 By The Sakala

ଆଧାର ସହିତ ମୋବାଇଲ ନମ୍ବର ପଞ୍ଜୀକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ନୂଆ ଫୋନ୍ ଲାଗି ସିମ୍‌କାର୍ଡ ନେବାକୁ ହେଲେ ସରଳ ଉପାୟ ହେଉଛି ଆଧାରକାର୍ଡ। ଏହି ଆଧାରକାର୍ଡ ଯୋଗୁଁ ଜଣେ ବ୍ୟକ୍ତି ଅନେକ ସିମ୍‌ ନେବାରେ ସକ୍ଷମ ହୋଇଥାନ୍ତି। ହେଲେ ବ୍ୟସ୍ତବହୁଳ ଜୀବନରେ ଆଧାର ସହିତ ସଂଯୋଗ ହୋଇଥିବା ସବୁ ନମ୍ବରଗୁଡିକୁ ମନେ ରଖିବା ସହଜ ହୋଇନଥାଏ। ତେଣୁ ନିଜ ଆଧାରକାର୍ଡ ସହିତ କେତୋଟି ନମ୍ବର ରହିଛି ସହଜରେ ଜାଣି ହେବ। ଏନେଇ ଟ୍ୟାପ୍‌ କପ୍‌ କଞ୍ଜ୍ୟୁମର ପୋର୍ଟାଲ ଅଧିକ ସହାୟ ହୋଇଥାଏ। ଧ୍ୟାନ ରଖନ୍ତୁ ଏହି ସେବା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଉପଲବ୍ଧ ହେବା ସହ ଏହା ଡିପାର୍ଟମେଣ୍ଟ ଅଫ୍‌ ଟେଲି କମ୍ୟୁନିକେସନ (ଡଟ୍‌) ସହିତ ସହବନ୍ଧିତ।

ତେଣୁ ପ୍ରଥମେ ନିଜର ଫୋନ୍‌, ଟାବଲେଟ୍‌, ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ ବ୍ରାଉଜର ଖୋଲନ୍ତୁ। ଏହାପରେ ସର୍ଚ୍ଚବାରରେ ଟ୍ୟାପ୍ କପ୍‌ କଞ୍ଜ୍ୟୁମର ପୋର୍ଟାଲରେ (ଏଚ୍‌ଟିଟିପିଏସ୍‌://ଟ୍ୟାଫ୍‌କପ୍‌.ଡିଜିଟେଲିକମ୍‌.ଜିଓଭି.ଇନ୍‌/) ଟାଇପ୍ କରନ୍ତୁ। ସ୍କ୍ରିନ ମଝିରେ ୟୋର ମୋବାଇଲ୍‌ ନମ୍ବର ନଜର ଆସିବ। ଏହିଠାରେ ନିଜର ନମ୍ବର ଟାଇପ୍‌ କରନ୍ତୁ। ଏହାପରେ ରିକ୍ବେଷ୍ଟ ଓଟିପି ଉପରେ କ୍ଲିକ୍‌ କରି ଫୋନ୍‌କୁ ଆସିଥିବା ଓଟିପି ନମ୍ବର ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଆଧାରକାର୍ଡରେ କେତୋଟି ନମ୍ବର ପଞ୍ଜୀକରଣ ରହିଛି ସହଜରେ ଜଣାପଡ଼ିଥାଏ। ଏହି ସମୟରେ ଯଦି ବି କୌଣସି ସିମ୍‌ ଆପଣ ବ୍ୟବହାର କରୁନାହାନ୍ତି କିମ୍ବା କେବେ ନମ୍ବରଟି ନେଇଥିଲେ ତାହା ମନେନାହିଁ ତେବେ ଫୋନ୍‌ ନମ୍ବର ସମ୍ମୁଖରେ ଦିଆଯାଇଥିବା ବକ୍ସ ଭିତରେ କ୍ଲିକ୍‌ କରି ଉକ୍ତ ନମ୍ବରକୁ ରିପୋର୍ଟ କରିପାରିବେ। ଧ୍ୟାନ ଦିଅନ୍ତୁ ୱେବ୍‌ସାଇଟ୍‌ରେ ବନ୍ଦ କରିବା ପୂର୍ବରୁ ପ୍ରଥମେ ଲଗ୍‌ଆଉଟ୍‌ କରନ୍ତୁ। ଏନେଇ ସ୍କ୍ରିନ୍‌ରେ ବିକଳ୍ପ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp