ଗ୍ରୁପ୍‌ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର୍‌

The Sakala Picture
Published On

ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ଏହି କ୍ରମରେ ଏବେ ହ୍ବାଟ୍ସଆପ୍ ଗ୍ରୁପ୍‌ କଲିଂ ପାଇଁ ନୂଆ ଅପଡେଟ୍ ଜାରି କରିଛି। ତେେବ ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପାଇଁ ଉପଲବ୍ଧ। ସେହିପରି ଏ ନୂତନ ଫିଚର ମାଧ୍ୟମରେ ଗ୍ରୁପ୍‌ ଭଏସ୍‌ କଲ୍‌ରେ ୟୁଜର୍‌ ଯାହାକୁ ଚାହିଁବେ ନିଜ ଇଚ୍ଛାରେ ମ୍ୟୁଟ୍ କରିପାରିବେ। ଅର୍ଥାତ୍ ଗ୍ରୁପ୍‌ କଲ୍‌ରେ ସାମିଲ ସଦସ୍ୟଙ୍କୁ ମ୍ୟୁଟ୍ କରିବାର ସୁଯୋଗ ସେମାନଙ୍କୁ ମିଳିବ। […]

ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ଏହି କ୍ରମରେ ଏବେ ହ୍ବାଟ୍ସଆପ୍ ଗ୍ରୁପ୍‌ କଲିଂ ପାଇଁ ନୂଆ ଅପଡେଟ୍ ଜାରି କରିଛି। ତେେବ ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପାଇଁ ଉପଲବ୍ଧ। ସେହିପରି ଏ ନୂତନ ଫିଚର ମାଧ୍ୟମରେ ଗ୍ରୁପ୍‌ ଭଏସ୍‌ କଲ୍‌ରେ ୟୁଜର୍‌ ଯାହାକୁ ଚାହିଁବେ ନିଜ ଇଚ୍ଛାରେ ମ୍ୟୁଟ୍ କରିପାରିବେ। ଅର୍ଥାତ୍ ଗ୍ରୁପ୍‌ କଲ୍‌ରେ ସାମିଲ ସଦସ୍ୟଙ୍କୁ ମ୍ୟୁଟ୍ କରିବାର ସୁଯୋଗ ସେମାନଙ୍କୁ ମିଳିବ। ଏହା ପୂର୍ବରୁ ମ୍ୟୁଟ୍ କରାଯିବା ଦ୍ବାରା ପୂରା ଗ୍ରୁପ୍ ମ୍ୟୁଟ୍ ହୋଇଯାଉ ଥିଲା।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ତେେବ ଏ ନୂଆ ଅପଡେଟ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ କଲ୍‌ ଓ ମେସେଜକୁ ମ୍ୟୁଟ୍ କରିବା ସମ୍ଭବ। ଅନ୍ୟପଟେ ହ୍ବାଟ୍ସଆପ୍ ଗ୍ରୁପ୍ ଭଏସ୍‌ କଲ୍‌ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପରେ ଏହି ଫିଚର୍‌ ଜାରି କରିଛି। ଅନ୍ୟପଟେ ପୂର୍ବରୁ ଗ୍ରୁପ୍‌ କଲ୍‌ରେ ୮ ଜଣ ସାମିଲ ହେଉଥିବା ବେଳେ ଏବେ ଏଥିରେ ୩୨ ଜଣ ଯୋଡ଼ି ହୋଇପାରିବେ। ସେହିପରି ସଦସ୍ୟ ଚାହିଁଲେ ଯେକୌଣସି ସମୟରେ ନିଜକୁ ଅନମ୍ୟୁଟ୍ କରିପାରିବେ। ଏହା ବାଦ୍ ଏ ବାବଦରେ ନୋଟିଫିକେସନ୍ ପାଇବା ଲାଗି ଏଥିେର ଇଣ୍ଡିକେଟର ଅପସନ୍ ଯୋଡ଼ା ଯାଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

13 Jul 2022 By The Sakala

ଗ୍ରୁପ୍‌ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର୍‌

ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ଏହି କ୍ରମରେ ଏବେ ହ୍ବାଟ୍ସଆପ୍ ଗ୍ରୁପ୍‌ କଲିଂ ପାଇଁ ନୂଆ ଅପଡେଟ୍ ଜାରି କରିଛି। ତେେବ ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପାଇଁ ଉପଲବ୍ଧ। ସେହିପରି ଏ ନୂତନ ଫିଚର ମାଧ୍ୟମରେ ଗ୍ରୁପ୍‌ ଭଏସ୍‌ କଲ୍‌ରେ ୟୁଜର୍‌ ଯାହାକୁ ଚାହିଁବେ ନିଜ ଇଚ୍ଛାରେ ମ୍ୟୁଟ୍ କରିପାରିବେ। ଅର୍ଥାତ୍ ଗ୍ରୁପ୍‌ କଲ୍‌ରେ ସାମିଲ ସଦସ୍ୟଙ୍କୁ ମ୍ୟୁଟ୍ କରିବାର ସୁଯୋଗ ସେମାନଙ୍କୁ ମିଳିବ। ଏହା ପୂର୍ବରୁ ମ୍ୟୁଟ୍ କରାଯିବା ଦ୍ବାରା ପୂରା ଗ୍ରୁପ୍ ମ୍ୟୁଟ୍ ହୋଇଯାଉ ଥିଲା।

ତେେବ ଏ ନୂଆ ଅପଡେଟ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ କଲ୍‌ ଓ ମେସେଜକୁ ମ୍ୟୁଟ୍ କରିବା ସମ୍ଭବ। ଅନ୍ୟପଟେ ହ୍ବାଟ୍ସଆପ୍ ଗ୍ରୁପ୍ ଭଏସ୍‌ କଲ୍‌ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପରେ ଏହି ଫିଚର୍‌ ଜାରି କରିଛି। ଅନ୍ୟପଟେ ପୂର୍ବରୁ ଗ୍ରୁପ୍‌ କଲ୍‌ରେ ୮ ଜଣ ସାମିଲ ହେଉଥିବା ବେଳେ ଏବେ ଏଥିରେ ୩୨ ଜଣ ଯୋଡ଼ି ହୋଇପାରିବେ। ସେହିପରି ସଦସ୍ୟ ଚାହିଁଲେ ଯେକୌଣସି ସମୟରେ ନିଜକୁ ଅନମ୍ୟୁଟ୍ କରିପାରିବେ। ଏହା ବାଦ୍ ଏ ବାବଦରେ ନୋଟିଫିକେସନ୍ ପାଇବା ଲାଗି ଏଥିେର ଇଣ୍ଡିକେଟର ଅପସନ୍ ଯୋଡ଼ା ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp