ସବୁ ଫର୍ମାଟରୁ ସନ୍ନ୍ଯାସ ନେଲେ ୟୁସୁଫ ପଠାନ

The Sakala Picture
Published On

ନୂଆଦିଲ୍ଲ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ୟୁସୁଫ୍ ପଠାନ ଶୁକ୍ରବାର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ପାଇଁ ୫୭ଟି ଦିନିକିଆ ଏବଂ ୨୨ ଟି -ଟ୍ବଣ୍ଟି ଅନ୍ତର୍ଜାତୀୟ ଖେଳିଛନ୍ତି। ସେ ନିଜେ ଏକ ଭାବପ୍ରବଣ ଟ୍ବିଟକରି ଏହି ସୂଚନା ଦେଇଛନ୍ତି। ପଠାନ୍ ତାଙ୍କ ଟ୍ବିଟରେ ଲେଖିଛନ୍ତି, ମୋ ପରିବାର, ବନ୍ଧୁ, ପ୍ରଶଂସକ, ଦଳ, କୋଚ୍ ଏବଂ ସମଗ୍ର ଦେଶର ସମର୍ଥନ ପାଇଁ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। I thank […]

ନୂଆଦିଲ୍ଲ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ୟୁସୁଫ୍ ପଠାନ ଶୁକ୍ରବାର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ପାଇଁ ୫୭ଟି ଦିନିକିଆ ଏବଂ ୨୨ ଟି -ଟ୍ବଣ୍ଟି ଅନ୍ତର୍ଜାତୀୟ ଖେଳିଛନ୍ତି। ସେ ନିଜେ ଏକ ଭାବପ୍ରବଣ ଟ୍ବିଟକରି ଏହି ସୂଚନା ଦେଇଛନ୍ତି। ପଠାନ୍ ତାଙ୍କ ଟ୍ବିଟରେ ଲେଖିଛନ୍ତି, ମୋ ପରିବାର, ବନ୍ଧୁ, ପ୍ରଶଂସକ, ଦଳ, କୋଚ୍ ଏବଂ ସମଗ୍ର ଦେଶର ସମର୍ଥନ ପାଇଁ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ଆହୁରି ପଢ଼ନ୍ତୁ: ପ୍ରସିଦ୍ଧ କ୍ରିଷ୍ଣା ଓ ରୋହିତ ଶର୍ମାଙ୍କ ଯାଦୁ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ରଚିଲେ ଇତିହାସ

୨୦୦୭ ମସିହାରେ ଟି -୨୦ ବିଶ୍ୱକପ ଫାଇନାଲରେ ୟୁସୁଫ ପଠାନ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ତେବେ ସେ ତାଙ୍କର ଡେବ୍ୟୁ ମ୍ୟାଚରେ ଅଧିକ କିଛି କରିପାରି ନ ଥିଲେ। ସେ ମାତ୍ର ୧୫ ରନ୍ କରି ଆଉଟ ହୋଇଥିଲେ। ଫାଇନାଲରେ ପାକିସ୍ତାନକୁ ପାଞ୍ଚ ରନରେ ପରାସ୍ତ କରି ଟି -୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ୟୁସୁଫ ପଠାନ ମଧ୍ୟ ୨ ୦୧୧ ବିଶ୍ୱକପରେ ଟିମ୍ ଇଣ୍ଡିଆର ଏକ ଅଂଶ ଥିଲେ।

ଗତ କିଛି ବର୍ଷ ଧରି ଭାରତୀୟ ଦଳରୁ ବାଦ ପଡିଥିଲେ। ୨୦୧୨ରେ ପଠାନ୍ ତାଙ୍କର ଶେଷ ଦିନିକିଆ ଏବଂ ଟି-ଟ୍ବେଣ୍ଟି ଖେଳିଥିଲେ। ଏପରିକି ଆଇପିଏଲରେ ମଧ୍ୟ କୌଣସି ଫ୍ରାଞ୍ଚାଇ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ।

ଆଇପିଏଲରେ, ୟୁସୁଫ ପଠାନ ୨୦୦୮ ରୁ ୨୦୧୯ ପର୍ଯ୍ଯନ୍ତ କଲକାତା ନାଇଟ୍ ରାଇଡର୍ସ ଏବଂ ପରେ ରାଜସ୍ଥାନ ରୟାଲ୍ସ ଦଳର ଅଂଶ ଥିଲେ। ଆଇପିଏଲ୍ ୨୦୧୦ ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୟୁସୁଫ ପଠାନ ମାତ୍ର ୩୭ ଟି ବଲରେ ଶତକ ହାସଲ କରିଥିଲେ। ଯାହା ଏପର୍ଯ୍ଯନ୍ତ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦ୍ରୁତତମ ଶତାକ ଅଟେ। ୟୁସୁଫ୍ ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା । ୟୁସୁଫ୍ ପଠାନ ଆଇପିଏଲରେ ୧୪୩.୦ ଷ୍ଟ୍ରାଇକ୍ ହାରରେ ୧୭୩ ମ୍ୟାଚରେ ୩୨୦୪ ରନ୍ ସଂଗ୍ରହ କରିଛନ୍ତି । ୧୭୩ଟି ମ୍ୟାଚରେ ସେ ଗୋଟିଏ ଶତକ ଏବଂ ୧୩ଟି ଅର୍ଦ୍ଧଶତକ ହାସଲ କରିଥିଲେ।

ସେହିପରି ୧୦୦ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୟୁସୁଫ ପଠାନ ହାରାହାରି ୩୪.୪୬ ରେ ୪୮୨୫ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୧୧ଟି ଶତକ ରହିଛି। ସେ ଟି -୨୦ ରେ ଗୋଟିଏ ଶତକ ହାସଲ କରିଛନ୍ତି।

26 Feb 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp