ଭାରତୀୟ ଟିମର ନୂଆ ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରାହାଣେ ଓ ପୂଜାରା
ନୂଆଦିଲ୍ଲୀ: ଭାରତୀୟ ଟିମର ନୂଆ ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା । ଏଥିସହ ୩ଟି ଫର୍ମାଟରେ ରୋହିତ ଶର୍ମାଙ୍କୁ ଦାୟିତ୍ବ ମିଳିଛି। ଏହି ନୂଆ ଟେଷ୍ଟ ଅଧିନାୟକ ଦାୟିତ୍ବ ସେ ଶ୍ରୀଲଙ୍କା ବପକ୍ଷ ଟେଷ୍ଟ ସିରଜରୁ ତୁଲାଇବେ। 🚨 JUST IN: India have named their new permanent Test captain. Details 👇https://t.co/lgLdDROGyE — ICC (@ICC) February 19, 2022 ସୂଚନା ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଆଜିଙ୍କ୍ଯା […]
ନୂଆଦିଲ୍ଲୀ: ଭାରତୀୟ ଟିମର ନୂଆ ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା । ଏଥିସହ ୩ଟି ଫର୍ମାଟରେ ରୋହିତ ଶର୍ମାଙ୍କୁ ଦାୟିତ୍ବ ମିଳିଛି। ଏହି ନୂଆ ଟେଷ୍ଟ ଅଧିନାୟକ ଦାୟିତ୍ବ ସେ ଶ୍ରୀଲଙ୍କା ବପକ୍ଷ ଟେଷ୍ଟ ସିରଜରୁ ତୁଲାଇବେ।
🚨 JUST IN: India have named their new permanent Test captain.
ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତିDetails 👇https://t.co/lgLdDROGyE
— ICC (@ICC) February 19, 2022
ସୂଚନା ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଆଜିଙ୍କ୍ଯା ରାହାଣେ ଓ ଚେତେଶ୍ବର ପୂଜାରେ ବାଦ ପଡ଼ିଛନ୍ତି।
Test squad – Rohit Sharma (C), Priyank Panchal, Mayank Agarwal, Virat Kohli, Shreyas Iyer, Hanuma Vihari, Shubhman Gill, Rishabh Pant (wk), KS Bharath, R Jadeja, Jayant Yadav, R Ashwin, Kuldeep Yadav, Sourabh Kumar, Mohd. Siraj, Umesh Yadav, Mohd. Shami, Jasprit Bumrah (VC).
— BCCI (@BCCI) February 19, 2022
ଭାରତୀୟ ଟିମର ନୂଆ ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରାହାଣେ ଓ ପୂଜାରା
ନୂଆଦିଲ୍ଲୀ: ଭାରତୀୟ ଟିମର ନୂଆ ଟେଷ୍ଟ ଅଧିନାୟକ ହେଲେ ରୋହିତ ଶର୍ମା । ଏଥିସହ ୩ଟି ଫର୍ମାଟରେ ରୋହିତ ଶର୍ମାଙ୍କୁ ଦାୟିତ୍ବ ମିଳିଛି। ଏହି ନୂଆ ଟେଷ୍ଟ ଅଧିନାୟକ ଦାୟିତ୍ବ ସେ ଶ୍ରୀଲଙ୍କା ବପକ୍ଷ ଟେଷ୍ଟ ସିରଜରୁ ତୁଲାଇବେ।
🚨 JUST IN: India have named their new permanent Test captain.
Details 👇https://t.co/lgLdDROGyE