ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ପିଭି ସିନ୍ଧୁଙ୍କୁ ସ୍ବର୍ଣ୍ଣ ପଦକ

The Sakala Picture
Published On

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ବ୍ଯାଡମିଣ୍ଟନ ସିଙ୍ଗିଲ୍ସ ଫାଇନାଲରେ କାନାଡାକୁ ହରାଇ ଭାରତର ପିଭି ସିନ୍ଧୁ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାନାଡାର ମିଚେଳ ଲିଙ୍କୁ ୨୧-୧୫ ଓ ୨୧ -୧୩ ହରାଇଛି ଭାରାତ । ଏଥିସହ ଭାରତର ପଦକ ସଂଖ୍ଯା ୫୬କୁ ବୃଦ୍ଧି ପାଇଛି। ମୋଟ ପଦକ ସଂଖ୍ଯା ମଧ୍ଯରୁ ୧୯ଟି ସ୍ବର୍ଣ୍ଣ, ୧୫ଟି ରୌପ୍ଯ ଓ ୨୨ଟି ବ୍ରୋଞ୍ଜ ରହିଛି।

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ବ୍ଯାଡମିଣ୍ଟନ ସିଙ୍ଗିଲ୍ସ ଫାଇନାଲରେ କାନାଡାକୁ ହରାଇ ଭାରତର ପିଭି ସିନ୍ଧୁ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାନାଡାର ମିଚେଳ ଲିଙ୍କୁ ୨୧-୧୫ ଓ ୨୧ -୧୩ ହରାଇଛି ଭାରାତ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏଥିସହ ଭାରତର ପଦକ ସଂଖ୍ଯା ୫୬କୁ ବୃଦ୍ଧି ପାଇଛି। ମୋଟ ପଦକ ସଂଖ୍ଯା ମଧ୍ଯରୁ ୧୯ଟି ସ୍ବର୍ଣ୍ଣ, ୧୫ଟି ରୌପ୍ଯ ଓ ୨୨ଟି ବ୍ରୋଞ୍ଜ ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର