ଲକ୍ଷ୍ନୌ ବିପକ୍ଷରେ ଟସ୍ ଜିତି ବୋଲିଂ କରୁଛି କୋଲକାତା, ହାରିଲେ ପ୍ଲେ ଅଫରୁ ପଡିବ ବାଦ୍

The Sakala Picture
Published On

ପୁଣେ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୫୩ତମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ରେସ ଜୋରଦାର ହୋଇଥିବାରୁ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ । ଲକ୍ଷ୍ନୌ ପାଇଁ ପ୍ଲେ ଅଫ ଏକପ୍ରକାର ପକ୍କା ହୋଇ ଥିବାବେଳେ କୋଲକାତା ମଧ୍ୟ ବିଜୟ ସହ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ । କୋଲକାତା […]

ପୁଣେ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୫୩ତମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ରେସ ଜୋରଦାର ହୋଇଥିବାରୁ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ । ଲକ୍ଷ୍ନୌ ପାଇଁ ପ୍ଲେ ଅଫ ଏକପ୍ରକାର ପକ୍କା ହୋଇ ଥିବାବେଳେ କୋଲକାତା ମଧ୍ୟ ବିଜୟ ସହ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ପ୍ଲେ- ଅଫ୍‌ ରାସ୍ତା କଷ୍ଟକର ରହିଛି। କାରଣ ଦଳ ଏବେ ସୁଦ୍ଧା ୧୦ଟି ମ୍ୟାଚ୍ ଖେଳିଛି । ଏହି ୧୦ ମ୍ୟାଚରୁ ଦଳ ୪ଟିରେ ବିଜୟ ଲାଭ କରିଥିବା ବେଳେ ଓ ୬ଟି ମ୍ୟାଚରେ ପରାସ୍ତ ହୋଇଛି। ଦଳ ୮ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ- ଅଫ୍‌ ସ୍ଥାନ ପାଇଁ ଶେଷ ୪ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ । ତେଣୁ ସୁପରଜାଏଣ୍ଟ୍‌ସକୁ ହରାଇବା ପାଇଁ ଦଳ ସବୁ ଶକ୍ତି ଖଟାଇବ । ଅନ୍ୟ ପଟେ ସୁପରଜାଏଣ୍ଟ୍ସ ବିଜୟଧାରା ଜାରି ରଖିବା ନେଇ ଜୋରଦାର ପ୍ରସ୍ତୁତ କରିଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ସେପେଟ ଆଜିର ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଖେଳାଳିମାନେ ସେମାନଙ୍କ ମାଆଙ୍କ ନାମର ଜର୍ସି ପିନ୍ଧିବେ । ଏହି ନୂତନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି । ଆଉ ଆସନ୍ତାକାଲି ମାତୃ ଦିବସ ପାଳନ ହେବାକୁ ଥିବାବେଳେ ମାତୃ ଦିବସର ଗୋଟିଏ ଦିନ ପୂର୍ବରୁ ଏହାକୁ ସୁପର ଜିଆଣ୍ଟସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

07 May 2022 By The Sakala

ଲକ୍ଷ୍ନୌ ବିପକ୍ଷରେ ଟସ୍ ଜିତି ବୋଲିଂ କରୁଛି କୋଲକାତା, ହାରିଲେ ପ୍ଲେ ଅଫରୁ ପଡିବ ବାଦ୍

ପୁଣେ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୫୩ତମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ରେସ ଜୋରଦାର ହୋଇଥିବାରୁ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ । ଲକ୍ଷ୍ନୌ ପାଇଁ ପ୍ଲେ ଅଫ ଏକପ୍ରକାର ପକ୍କା ହୋଇ ଥିବାବେଳେ କୋଲକାତା ମଧ୍ୟ ବିଜୟ ସହ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ ।

କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ପ୍ଲେ- ଅଫ୍‌ ରାସ୍ତା କଷ୍ଟକର ରହିଛି। କାରଣ ଦଳ ଏବେ ସୁଦ୍ଧା ୧୦ଟି ମ୍ୟାଚ୍ ଖେଳିଛି । ଏହି ୧୦ ମ୍ୟାଚରୁ ଦଳ ୪ଟିରେ ବିଜୟ ଲାଭ କରିଥିବା ବେଳେ ଓ ୬ଟି ମ୍ୟାଚରେ ପରାସ୍ତ ହୋଇଛି। ଦଳ ୮ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ- ଅଫ୍‌ ସ୍ଥାନ ପାଇଁ ଶେଷ ୪ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ । ତେଣୁ ସୁପରଜାଏଣ୍ଟ୍‌ସକୁ ହରାଇବା ପାଇଁ ଦଳ ସବୁ ଶକ୍ତି ଖଟାଇବ । ଅନ୍ୟ ପଟେ ସୁପରଜାଏଣ୍ଟ୍ସ ବିଜୟଧାରା ଜାରି ରଖିବା ନେଇ ଜୋରଦାର ପ୍ରସ୍ତୁତ କରିଛି।

ସେପେଟ ଆଜିର ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଖେଳାଳିମାନେ ସେମାନଙ୍କ ମାଆଙ୍କ ନାମର ଜର୍ସି ପିନ୍ଧିବେ । ଏହି ନୂତନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି । ଆଉ ଆସନ୍ତାକାଲି ମାତୃ ଦିବସ ପାଳନ ହେବାକୁ ଥିବାବେଳେ ମାତୃ ଦିବସର ଗୋଟିଏ ଦିନ ପୂର୍ବରୁ ଏହାକୁ ସୁପର ଜିଆଣ୍ଟସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

https://www.thesakala.in/sports/kolkata-have-won-the-toss-and-they-will-bowl-first-against-lucknow/article-11379
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp