ପତ୍ର ଭିତରେ ପକ୍ଷୀବସା

The Sakala Picture
Published On

ପ୍ରକୃତିର ସୁନ୍ଦରତା ତାହାର ବିବିଧତା ମଧ୍ୟରେ ହିଁ ଲୁଚି ରହିଥାଏ। ନିକଟରେ ପ୍ରକୃତିରାଣୀର ଏକ ଚମତ୍କାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପକ୍ଷୀଟିଏ ପତ୍ର ମଧ୍ୟରେ ତା ପାଇଁ ସୁନ୍ଦର ବସାଟିଏ ତିଆରି କରିଛି। ଏହାକୁ ଦେଖିଲେ ଲାଗୁଛି ପକ୍ଷୀହଁ ପ୍ରକୃତିର ଖୁବ୍ ନିକଟତର। ସେଥିପାଇଁ ପ୍ରକୃତି ସାହାଯ୍ୟରେ ଏଭଳି ଏକ ସୁନ୍ଦର କଳାକୃତି କରିବାକୁ ସେ ସକ୍ଷମ ହୋଇଛି। ଯେଉଁଠି ଲୋକମାନେ ରହିବା ପାଇଁ ବିକଳ୍ପ ଖୋଜନ୍ତି, ଠିକ୍ ସେହି କ୍ରମରେ ପକ୍ଷୀ […]

ପ୍ରକୃତିର ସୁନ୍ଦରତା ତାହାର ବିବିଧତା ମଧ୍ୟରେ ହିଁ ଲୁଚି ରହିଥାଏ। ନିକଟରେ ପ୍ରକୃତିରାଣୀର ଏକ ଚମତ୍କାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପକ୍ଷୀଟିଏ ପତ୍ର ମଧ୍ୟରେ ତା ପାଇଁ ସୁନ୍ଦର ବସାଟିଏ ତିଆରି କରିଛି। ଏହାକୁ ଦେଖିଲେ ଲାଗୁଛି ପକ୍ଷୀହଁ ପ୍ରକୃତିର ଖୁବ୍ ନିକଟତର। ସେଥିପାଇଁ ପ୍ରକୃତି ସାହାଯ୍ୟରେ ଏଭଳି ଏକ ସୁନ୍ଦର କଳାକୃତି କରିବାକୁ ସେ ସକ୍ଷମ ହୋଇଛି। ଯେଉଁଠି ଲୋକମାନେ ରହିବା ପାଇଁ ବିକଳ୍ପ ଖୋଜନ୍ତି, ଠିକ୍ ସେହି କ୍ରମରେ ପକ୍ଷୀ ମଧ୍ୟ ତା’ର ରହିବାର ବିକଳ୍ପ ବ୍ୟବସ୍ଥା କରିଛି କହିଲେ କିଛି ଭୁଲ୍ ହେବ ନାହିଁ। ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପତ୍ର ଏତେ କୋମଳ ହୋଇ ମଧ୍ୟ ଏହି ବସାଟି ତଳକୁ ଖସି ପଡିନାହିଁ। ଭିଡ଼ିଓରୁ ଦେଖିବାକୁ ମିଳୁଛି କାଠିକୁଟାରେ ସେ ପତ୍ର ଭିତରେ ବସା ତିଆରି କରିଛି। ତେବେ କେଉଁ ପକ୍ଷୀ ଏ ବସା ତିଆରି କରିଛି ତାହା ଭିଡିଓରୁ ସ୍ପଷ୍ଟ ଜଣାପଡି ନାହିଁ। ପତ୍ରରେ ବସା ତିଆରି କରିବା ସହ ଅଣ୍ଡା ମଧ୍ୟ ଦେଇଛି। ତେବେ ମଣିଷ ଗଛ କାଟି ଦେଉଥିବାରୁ ପକ୍ଷୀ ପତ୍ରରେ ବସା କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନସିପ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ପର୍କ ଭାଙ୍ଗିଲେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ

06 Jun 2021 By The Sakala

ପତ୍ର ଭିତରେ ପକ୍ଷୀବସା

ପ୍ରକୃତିର ସୁନ୍ଦରତା ତାହାର ବିବିଧତା ମଧ୍ୟରେ ହିଁ ଲୁଚି ରହିଥାଏ। ନିକଟରେ ପ୍ରକୃତିରାଣୀର ଏକ ଚମତ୍କାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପକ୍ଷୀଟିଏ ପତ୍ର ମଧ୍ୟରେ ତା ପାଇଁ ସୁନ୍ଦର ବସାଟିଏ ତିଆରି କରିଛି। ଏହାକୁ ଦେଖିଲେ ଲାଗୁଛି ପକ୍ଷୀହଁ ପ୍ରକୃତିର ଖୁବ୍ ନିକଟତର। ସେଥିପାଇଁ ପ୍ରକୃତି ସାହାଯ୍ୟରେ ଏଭଳି ଏକ ସୁନ୍ଦର କଳାକୃତି କରିବାକୁ ସେ ସକ୍ଷମ ହୋଇଛି। ଯେଉଁଠି ଲୋକମାନେ ରହିବା ପାଇଁ ବିକଳ୍ପ ଖୋଜନ୍ତି, ଠିକ୍ ସେହି କ୍ରମରେ ପକ୍ଷୀ ମଧ୍ୟ ତା’ର ରହିବାର ବିକଳ୍ପ ବ୍ୟବସ୍ଥା କରିଛି କହିଲେ କିଛି ଭୁଲ୍ ହେବ ନାହିଁ। ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ପତ୍ର ଏତେ କୋମଳ ହୋଇ ମଧ୍ୟ ଏହି ବସାଟି ତଳକୁ ଖସି ପଡିନାହିଁ। ଭିଡ଼ିଓରୁ ଦେଖିବାକୁ ମିଳୁଛି କାଠିକୁଟାରେ ସେ ପତ୍ର ଭିତରେ ବସା ତିଆରି କରିଛି। ତେବେ କେଉଁ ପକ୍ଷୀ ଏ ବସା ତିଆରି କରିଛି ତାହା ଭିଡିଓରୁ ସ୍ପଷ୍ଟ ଜଣାପଡି ନାହିଁ। ପତ୍ରରେ ବସା ତିଆରି କରିବା ସହ ଅଣ୍ଡା ମଧ୍ୟ ଦେଇଛି। ତେବେ ମଣିଷ ଗଛ କାଟି ଦେଉଥିବାରୁ ପକ୍ଷୀ ପତ୍ରରେ ବସା କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp