ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତିଙ୍କର ହେବ ବାଇପାସ୍ ସର୍ଜରୀ‌

The Sakala Picture
Published On

ନୂଆଦିଲ୍ଲୀ :  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଏବେ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌‌) ରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୦ ତାରିଖ ସକାଳେ ଅସ୍ତ୍ରୋପଚାର ହୋଇପାରେ ବୋଲି ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ […]

ନୂଆଦିଲ୍ଲୀ :  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଏବେ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌‌) ରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୦ ତାରିଖ ସକାଳେ ଅସ୍ତ୍ରୋପଚାର ହୋଇପାରେ ବୋଲି ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଫେଲ୍ ଓ S-400 ମୁତୟନ ଥିବା ଏୟାରବେସ୍ ପାଇଁ ଶୁଭେନ୍ଦୁ ଦେଲେ ୨୫ ଏକର ଜମି

ସୂଚନାଯୋଗ୍ୟ ଶୁକ୍ରବାର ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ ଶନିବାର ମଧ୍ୟାହ୍ନରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତରଣ କରାଯାଇଛି। ସେଠାରେ ଏବେ ଚିକିତ୍ସାଧିନ ଥିବା ବେଳେ ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନର ଡ୍ରୋନ୍ ଆକ୍ରମଣ ପରେ ହରମୁଜ୍ ପ୍ରଣାଳୀରେ ଜାତିସଂଘର ଉଦ୍ଧାର କାର୍ଯ୍ୟ ସ୍ଥଗିତ, ୧୧,୦୦୦ ନାବିକଙ୍କ ଜୀବନ ସଙ୍କଟରେ

27 Mar 2021 By The Sakala

ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତିଙ୍କର ହେବ ବାଇପାସ୍ ସର୍ଜରୀ‌

ନୂଆଦିଲ୍ଲୀ :  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଏବେ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌‌) ରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୦ ତାରିଖ ସକାଳେ ଅସ୍ତ୍ରୋପଚାର ହୋଇପାରେ ବୋଲି ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଶୁକ୍ରବାର ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ ଶନିବାର ମଧ୍ୟାହ୍ନରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତରଣ କରାଯାଇଛି। ସେଠାରେ ଏବେ ଚିକିତ୍ସାଧିନ ଥିବା ବେଳେ ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର