୮୦ ଲୋକଙ୍କୁ ଖାଇଗଲା ଓସାମା

The Sakala Picture
Published On

ନୂଆଦିଲ୍ଲୀ : ଆମେରିକାରେ ୯|୧୧ ଆକ୍ରମଣ କରି ଶହ ଶହ ଲୋକଙ୍କ ଜୀବନ ନେଇଥିବା ଅଲକାଏଦା ଆତଙ୍କବାଦୀ ଓସାମା ବିଲ ଲାଡେନର ଭୟ ବିଶ୍ବରେ ଏବେ ମଧ୍ୟ ରହିଛି । ତେବେ ଆଉ ଜଣେ ଓସାମା ଯୋଗୁଁ ଏକ ଦେଶରେ ହାହାକାର ମରିଯାଇଛି। ଏହି ଓସାମା ଏ ପର୍ଯ୍ୟନ୍ତ ୮୦ ଲୋକଙ୍କୁ ଖାଇଗଲାଣି। ଅନେକ ପ୍ରୟାସ ସତ୍ତ୍ବେ ତାକୁ ହତ୍ୟା କରାଯାଇପାରି ନାହିଁ। ଏହି ଓସାମା ମଣିଷ ନୁହେଁ ବରଂ ଏକ ଘଡିଆଳ କୁମ୍ଭୀର। ଏହି ଘଡିଆଳ […]

ନୂଆଦିଲ୍ଲୀ : ଆମେରିକାରେ ୯|୧୧ ଆକ୍ରମଣ କରି ଶହ ଶହ ଲୋକଙ୍କ ଜୀବନ ନେଇଥିବା ଅଲକାଏଦା ଆତଙ୍କବାଦୀ ଓସାମା ବିଲ ଲାଡେନର ଭୟ ବିଶ୍ବରେ ଏବେ ମଧ୍ୟ ରହିଛି । ତେବେ ଆଉ ଜଣେ ଓସାମା ଯୋଗୁଁ ଏକ ଦେଶରେ ହାହାକାର ମରିଯାଇଛି। ଏହି ଓସାମା ଏ ପର୍ଯ୍ୟନ୍ତ ୮୦ ଲୋକଙ୍କୁ ଖାଇଗଲାଣି। ଅନେକ ପ୍ରୟାସ ସତ୍ତ୍ବେ ତାକୁ ହତ୍ୟା କରାଯାଇପାରି ନାହିଁ। ଏହି ଓସାମା ମଣିଷ ନୁହେଁ ବରଂ ଏକ ଘଡିଆଳ କୁମ୍ଭୀର। ଏହି ଘଡିଆଳ ଓସାମା ଲୋକଙ୍କ ପାଇଁ କାଳ ବନିଯାଇଛି। ପ୍ରାୟ ୧୬ ଲମ୍ବ ବିଶିଷ୍ଟ ଏହି କୁମ୍ଭୀରର କରତା ଯୋଗୁଁ ଆଫ୍ରିକୀୟଦେଶ ଉଗାଣ୍ଡାର ଲୁଙ୍ଗାଙ୍ଗ ଗ୍ରାମର ଲୋକେ ତାହାର ନାମ ଓସାମା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

ଏହା ଭିତରେ ଓସାମା ବିଲ ଲାଡେନର ଆତ୍ମା ରହିଛି ବୋଲି ଲୋକେ କହୁଛନ୍ତି । ଏଥିଯୋଗୁଁ ଭିକ୍ଟୋରିଆ ଶେ ହ୍ରଦ ନିକଟରେ ଥିବା ଲୁଙ୍ଗାଙ୍ଗ ଗ୍ରାମରେ ଲୋକେ ଓସାମାର ନାମ ଶୁଣିବା ମାତ୍ରେ ଭୟରେ ଥରହର ହେଉଛନ୍ତି। ଭିକ୍ଟୋରିଆ ଆଫ୍ରିକାର ସବୁଠାରୁ ବଡ ହ୍ରଦ । ଏଠାରେ ରହୁଥିବା ୭୫ ବର୍ଷୀୟ ଓସାମା ଏ ପର୍ଯ୍ୟନ୍ତ ୮୦ ଲୋକଙ୍କୁ ଖାଇଗଲାଣି। ୧୯୯୧ ଠାରୁ ନେଇ ୨୦୦୫ ପର୍ଯ୍ୟନ୍ତ ରକ୍ତରେ ହୋଲି ଖେଳିଥିଲା ଏବଂ ଗ୍ରାମର ୧୦ ପ୍ରତିଶତ ଲୋକଙ୍କୁ ଖାଇ ଯାଇଥିଲା। ହ୍ରଦକୁ ପାଣି ଆଣିବାକୁ ଯାଉଥିବା ଶିଶୁଙ୍କ ଆକ୍ରମଣ କରି ଧରି ଖାଇ ଦେଇଥାଏ। ଶେଷରେ ୨୦୦୫ରେ ଓସାମାକୁ ଧରାଯାଇଥିଲା। ଏବେ ଓସାମା ଘଡିଆଳ ପ୍ରଜନନ କେନ୍ଦ୍ରରେ ରହିଛି।

ଆହୁରି ପଢ଼ନ୍ତୁ: ବୃନ୍ଦାବନ କେଶି ଘାଟରେ ଅଘଟଣ: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ

11 Jun 2021 By The Sakala

୮୦ ଲୋକଙ୍କୁ ଖାଇଗଲା ଓସାମା

ନୂଆଦିଲ୍ଲୀ : ଆମେରିକାରେ ୯|୧୧ ଆକ୍ରମଣ କରି ଶହ ଶହ ଲୋକଙ୍କ ଜୀବନ ନେଇଥିବା ଅଲକାଏଦା ଆତଙ୍କବାଦୀ ଓସାମା ବିଲ ଲାଡେନର ଭୟ ବିଶ୍ବରେ ଏବେ ମଧ୍ୟ ରହିଛି । ତେବେ ଆଉ ଜଣେ ଓସାମା ଯୋଗୁଁ ଏକ ଦେଶରେ ହାହାକାର ମରିଯାଇଛି। ଏହି ଓସାମା ଏ ପର୍ଯ୍ୟନ୍ତ ୮୦ ଲୋକଙ୍କୁ ଖାଇଗଲାଣି। ଅନେକ ପ୍ରୟାସ ସତ୍ତ୍ବେ ତାକୁ ହତ୍ୟା କରାଯାଇପାରି ନାହିଁ। ଏହି ଓସାମା ମଣିଷ ନୁହେଁ ବରଂ ଏକ ଘଡିଆଳ କୁମ୍ଭୀର। ଏହି ଘଡିଆଳ ଓସାମା ଲୋକଙ୍କ ପାଇଁ କାଳ ବନିଯାଇଛି। ପ୍ରାୟ ୧୬ ଲମ୍ବ ବିଶିଷ୍ଟ ଏହି କୁମ୍ଭୀରର କରତା ଯୋଗୁଁ ଆଫ୍ରିକୀୟଦେଶ ଉଗାଣ୍ଡାର ଲୁଙ୍ଗାଙ୍ଗ ଗ୍ରାମର ଲୋକେ ତାହାର ନାମ ଓସାମା ଦେଇଛନ୍ତି।

ଏହା ଭିତରେ ଓସାମା ବିଲ ଲାଡେନର ଆତ୍ମା ରହିଛି ବୋଲି ଲୋକେ କହୁଛନ୍ତି । ଏଥିଯୋଗୁଁ ଭିକ୍ଟୋରିଆ ଶେ ହ୍ରଦ ନିକଟରେ ଥିବା ଲୁଙ୍ଗାଙ୍ଗ ଗ୍ରାମରେ ଲୋକେ ଓସାମାର ନାମ ଶୁଣିବା ମାତ୍ରେ ଭୟରେ ଥରହର ହେଉଛନ୍ତି। ଭିକ୍ଟୋରିଆ ଆଫ୍ରିକାର ସବୁଠାରୁ ବଡ ହ୍ରଦ । ଏଠାରେ ରହୁଥିବା ୭୫ ବର୍ଷୀୟ ଓସାମା ଏ ପର୍ଯ୍ୟନ୍ତ ୮୦ ଲୋକଙ୍କୁ ଖାଇଗଲାଣି। ୧୯୯୧ ଠାରୁ ନେଇ ୨୦୦୫ ପର୍ଯ୍ୟନ୍ତ ରକ୍ତରେ ହୋଲି ଖେଳିଥିଲା ଏବଂ ଗ୍ରାମର ୧୦ ପ୍ରତିଶତ ଲୋକଙ୍କୁ ଖାଇ ଯାଇଥିଲା। ହ୍ରଦକୁ ପାଣି ଆଣିବାକୁ ଯାଉଥିବା ଶିଶୁଙ୍କ ଆକ୍ରମଣ କରି ଧରି ଖାଇ ଦେଇଥାଏ। ଶେଷରେ ୨୦୦୫ରେ ଓସାମାକୁ ଧରାଯାଇଥିଲା। ଏବେ ଓସାମା ଘଡିଆଳ ପ୍ରଜନନ କେନ୍ଦ୍ରରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର