ଯୁବପିଢ଼ିଙ୍କୁ ଜାପାନ ସରକାରଙ୍କ ଆହ୍ବାନ: ‘ଅଧିକରୁ ଅଧିକ ମଦ ପିଅ’

The Sakala Picture
Published On

ଟୋକିଓ: ମଦ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହା କେବଳ ମଦ ବୋତଲରେ ଲେଖାଯାଏ ନାହିଁ ବରଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଠାରୁ ଆରମ୍ଭ କରି ଜନକଲ୍ୟାଣକାରୀ ସରକାର ମଧ୍ୟ ଏହି କଥା କହୁନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଇଥାଆନ୍ତି। ମଦ ଠାରୁ ଲୋକଙ୍କୁ ଦୂରେଇ ରଖିବାକୁ ବିଭିନ୍ନ ଦେଶରେ ଶହ ଶହ ସ୍ବେଛାସେବୀ କାର୍ଯ୍ୟ କରିବା ସହିତ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ବ୍ୟୟ କରାଯାଇଥାଏ। ହେଲେ ମଦ ପିଇବାକୁ କେହି କାହାରିକୁ ପରାମର୍ଶ ଦେଇ ନ ଥାଏ […]

ଟୋକିଓ: ମଦ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହା କେବଳ ମଦ ବୋତଲରେ ଲେଖାଯାଏ ନାହିଁ ବରଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଠାରୁ ଆରମ୍ଭ କରି ଜନକଲ୍ୟାଣକାରୀ ସରକାର ମଧ୍ୟ ଏହି କଥା କହୁନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଇଥାଆନ୍ତି। ମଦ ଠାରୁ ଲୋକଙ୍କୁ ଦୂରେଇ ରଖିବାକୁ ବିଭିନ୍ନ ଦେଶରେ ଶହ ଶହ ସ୍ବେଛାସେବୀ କାର୍ଯ୍ୟ କରିବା ସହିତ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ବ୍ୟୟ କରାଯାଇଥାଏ। ହେଲେ ମଦ ପିଇବାକୁ କେହି କାହାରିକୁ ପରାମର୍ଶ ଦେଇ ନ ଥାଏ । କିନ୍ତୁ ସଂପ୍ରତି ଜାପାନରେ ମଦ ପିଇବାକୁ ନେଇ କିଛି ନୂଆ କଥା ଦେଖାଯାଇଛି। ଏଠାରେ ଜାପାନ ସରକାର ଯୁବପିଢିଙ୍କୁ ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଯୁବପିଢି ଅଧିକରୁ ଅଧିକ ମଦ ପିଅନ୍ତୁ ବୋଲି ଜାପାନ ସରକାର ଆହ୍ବାନ କରିବା ସହିତ ଏଥିନେଇ ‘ସେକ ଭିଭା’ ନାମରେ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି। ଜାପାନ ଅର୍ଥନୀତିକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ମଦ ମାଧ୍ୟମରେ ସରକାରଙ୍କୁ ଅଧିକ ରାଜସ୍ବ ମିଳିବାର ସୁଯୋଗ ରହିଥିବାରୁ ଏଥିପାଇଁ ସରକାର ଯୁବପିଢିଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। କରୋନା ମହାମାରୀ ପ୍ରଭାବରେ ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ଏବେ ଦୁର୍ବଳ ହୋଇପଡିଛି। ଯେଉଁଥିପାଇଁ ଜାପାନରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ମଦ ବିକ୍ରି ମଧ୍ୟ କମିଯାଇଛି। ଏହାକୁ ଦୃଷ୍ଟିରେ ରଖି ଜାପାନ ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷକରି ୨୦ରୁ ୪୦ ବର୍ଷର ଯୁବପିଢିଙ୍କ ମଧ୍ୟରେ କିଭଳି ଅଧିକ ମଦ ବିକ୍ରି କରାଯାଇପାରିବ ସେନେଇ ଜୋର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା

21 Oct 2022 By The Sakala

ଯୁବପିଢ଼ିଙ୍କୁ ଜାପାନ ସରକାରଙ୍କ ଆହ୍ବାନ: ‘ଅଧିକରୁ ଅଧିକ ମଦ ପିଅ’

ଟୋକିଓ: ମଦ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହା କେବଳ ମଦ ବୋତଲରେ ଲେଖାଯାଏ ନାହିଁ ବରଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଠାରୁ ଆରମ୍ଭ କରି ଜନକଲ୍ୟାଣକାରୀ ସରକାର ମଧ୍ୟ ଏହି କଥା କହୁନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଇଥାଆନ୍ତି। ମଦ ଠାରୁ ଲୋକଙ୍କୁ ଦୂରେଇ ରଖିବାକୁ ବିଭିନ୍ନ ଦେଶରେ ଶହ ଶହ ସ୍ବେଛାସେବୀ କାର୍ଯ୍ୟ କରିବା ସହିତ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ବ୍ୟୟ କରାଯାଇଥାଏ। ହେଲେ ମଦ ପିଇବାକୁ କେହି କାହାରିକୁ ପରାମର୍ଶ ଦେଇ ନ ଥାଏ । କିନ୍ତୁ ସଂପ୍ରତି ଜାପାନରେ ମଦ ପିଇବାକୁ ନେଇ କିଛି ନୂଆ କଥା ଦେଖାଯାଇଛି। ଏଠାରେ ଜାପାନ ସରକାର ଯୁବପିଢିଙ୍କୁ ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଯୁବପିଢି ଅଧିକରୁ ଅଧିକ ମଦ ପିଅନ୍ତୁ ବୋଲି ଜାପାନ ସରକାର ଆହ୍ବାନ କରିବା ସହିତ ଏଥିନେଇ ‘ସେକ ଭିଭା’ ନାମରେ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି। ଜାପାନ ଅର୍ଥନୀତିକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।

ମଦ ମାଧ୍ୟମରେ ସରକାରଙ୍କୁ ଅଧିକ ରାଜସ୍ବ ମିଳିବାର ସୁଯୋଗ ରହିଥିବାରୁ ଏଥିପାଇଁ ସରକାର ଯୁବପିଢିଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। କରୋନା ମହାମାରୀ ପ୍ରଭାବରେ ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ଏବେ ଦୁର୍ବଳ ହୋଇପଡିଛି। ଯେଉଁଥିପାଇଁ ଜାପାନରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ମଦ ବିକ୍ରି ମଧ୍ୟ କମିଯାଇଛି। ଏହାକୁ ଦୃଷ୍ଟିରେ ରଖି ଜାପାନ ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷକରି ୨୦ରୁ ୪୦ ବର୍ଷର ଯୁବପିଢିଙ୍କ ମଧ୍ୟରେ କିଭଳି ଅଧିକ ମଦ ବିକ୍ରି କରାଯାଇପାରିବ ସେନେଇ ଜୋର ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର