ଦେଶରେ ଅଣାୟତ କରୋନା : ୨୪ ଘଣ୍ଟାରେ ଲକ୍ଷେ ୪୧ହଜାର ୯୮୬ କୋଭିଡ ସଂକ୍ରମିତ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଅଣାୟତ କରୋନା । ୨୪ ଘଣ୍ଟାରେ ଲକ୍ଷେ ୪୧ହଜାର ୯୮୬ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୫ ଆକ୍ରାନ୍ତଙ୍କ ଜୀବନ ନେଇ କରୋନା । ଦିନକରେ ୪୦ହଜାର ୮୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଦୈନିକ ପଜିଟିଭିଟି ୯.୨୮ ପ୍ରତିଶତ । ଆକ୍ଟିଭ କେସ୍ ୪ଲକ୍ଷ ୭୨ହଜାର ୧୬୯ ଥିବା ବେଳେ ମୋଟ୍ କେରାନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୧୭୮ । ଦେଶରେ ମୋଟ୍ ଭ୍ୟାକ୍ସିନେସନ ୧୫୦.୬ କୋଟି […]

ନୂଆଦିଲ୍ଲୀ: ଦେଶରେ ଅଣାୟତ କରୋନା । ୨୪ ଘଣ୍ଟାରେ ଲକ୍ଷେ ୪୧ହଜାର ୯୮୬ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୫ ଆକ୍ରାନ୍ତଙ୍କ ଜୀବନ ନେଇ କରୋନା । ଦିନକରେ ୪୦ହଜାର ୮୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଦୈନିକ ପଜିଟିଭିଟି ୯.୨୮ ପ୍ରତିଶତ । ଆକ୍ଟିଭ କେସ୍ ୪ଲକ୍ଷ ୭୨ହଜାର ୧୬୯ ଥିବା ବେଳେ ମୋଟ୍ କେରାନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୧୭୮ ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧବିରାମ ପରେ ଦୁବାଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ଉନ୍ନତି, ନିବେଶକଙ୍କ ବଢିଲା ଆଗ୍ରହ

ଦେଶରେ ମୋଟ୍ ଭ୍ୟାକ୍ସିନେସନ ୧୫୦.୬ କୋଟି ଟପିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୭୧ । ୧୨ଶହ ୩ସଂକ୍ରମିତ ଓମିକ୍ରନରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁସ୍ଥ ହେଲେଣି ୫୮୧ ।

ଆହୁରି ପଢ଼ନ୍ତୁ: ଇସଲାମାବାଦ ଆଲୋଚନା ପୂର୍ବରୁ ଇରାନର କଡ଼ା ବାର୍ତ୍ତା: ବିମାନରେ ମିନାବ୍ ଆକ୍ରମଣରେ ନିହତ ପିଲାଙ୍କ ଫଟୋ ରଖିଲେ ବାଚସ୍ପତି ଘାଲିବାଫ୍

08 Jan 2022 By The Sakala

ଦେଶରେ ଅଣାୟତ କରୋନା : ୨୪ ଘଣ୍ଟାରେ ଲକ୍ଷେ ୪୧ହଜାର ୯୮୬ କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଅଣାୟତ କରୋନା । ୨୪ ଘଣ୍ଟାରେ ଲକ୍ଷେ ୪୧ହଜାର ୯୮୬ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୫ ଆକ୍ରାନ୍ତଙ୍କ ଜୀବନ ନେଇ କରୋନା । ଦିନକରେ ୪୦ହଜାର ୮୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଦୈନିକ ପଜିଟିଭିଟି ୯.୨୮ ପ୍ରତିଶତ । ଆକ୍ଟିଭ କେସ୍ ୪ଲକ୍ଷ ୭୨ହଜାର ୧୬୯ ଥିବା ବେଳେ ମୋଟ୍ କେରାନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୧୭୮ ।

ଦେଶରେ ମୋଟ୍ ଭ୍ୟାକ୍ସିନେସନ ୧୫୦.୬ କୋଟି ଟପିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୭୧ । ୧୨ଶହ ୩ସଂକ୍ରମିତ ଓମିକ୍ରନରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁସ୍ଥ ହେଲେଣି ୫୮୧ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର