ଜମ୍ମୁ-କାଶ୍ମୀର ସୋପିଆନରେ ପୁଣି ଏନକାଉଣ୍ଟର : ୩ ଆତଙ୍କବାଦୀ ନିହତ, ୨ ଯବାନ ଆହତ
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ମଧ୍ୟ ରହିଛି । ନାବାଳକକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ସୁଦ୍ଧା ସେ ରାଜି ହୋଇନଥିଲା । ଫଳରେ ଭାରତୀୟ ଯବାନ ମାନେ ତାଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ । ଏନେଇ କାଶ୍ମୀର […]
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ମଧ୍ୟ ରହିଛି । ନାବାଳକକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ସୁଦ୍ଧା ସେ ରାଜି ହୋଇନଥିଲା । ଫଳରେ ଭାରତୀୟ ଯବାନ ମାନେ ତାଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ । ଏନେଇ କାଶ୍ମୀର ପୁଲିସ ସୂଚନା ଦେଇଛି।
Jammu & Kashmir: Search operation underway after the encounter broke out in Hadipora of Shopian last night. Three terrorists affiliated with terror outfit Al-Badre were killed by the security forces.
ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ(Visuals deferred by unspecified time) pic.twitter.com/TBcY22kB5z
ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ— ANI (@ANI) April 11, 2021
ଘଟଣା ପରେ ସୋପିଆନରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ରହିଛି । ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ କରାଯାଇଥିଲା । ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ମିଳିତ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଘଟଣାସ୍ଥଳରୁ ପୁଲିସ ଗୋଟିଏ ଏକେ-୪୭ ଏବଂ ଗୋଟିଏ ପିସ୍ତଲ ଉଦ୍ଧାର କରିଛି। ୩ଜଣ ଆତଙ୍କବାଦୀ ନିହତ ହେବା ପରେ ଶୋପିଆଁ ଅଭିଯାନ ଶେଷ ହୋଇଛି। ନିହତ ଆତଙ୍କବାଦୀମାନଙ୍କର ପରିଚୟ ଓ ସେମାନେ କେଉଁ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ ତାହା ଜାଣିବାକୁ ଉଦ୍ୟମ ଚାଲିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଜମ୍ମୁ-କାଶ୍ମୀର ସୋପିଆନରେ ପୁଣି ଏନକାଉଣ୍ଟର : ୩ ଆତଙ୍କବାଦୀ ନିହତ, ୨ ଯବାନ ଆହତ
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ମଧ୍ୟ ରହିଛି । ନାବାଳକକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ସୁଦ୍ଧା ସେ ରାଜି ହୋଇନଥିଲା । ଫଳରେ ଭାରତୀୟ ଯବାନ ମାନେ ତାଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ । ଏନେଇ କାଶ୍ମୀର ପୁଲିସ ସୂଚନା ଦେଇଛି।
Jammu & Kashmir: Search operation underway after the encounter broke out in Hadipora of Shopian last night. Three terrorists affiliated with terror outfit Al-Badre were killed by the security forces.
(Visuals deferred by unspecified time) pic.twitter.com/TBcY22kB5z
— ANI (@ANI) April 11, 2021