ବୁଲଗେରିଆ: ବସରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜୀବନ୍ତ ଦଗ୍ଧ

The Sakala Picture
Published On

ନୂଆଦିଲ୍ଲୀ: ବୁଲଗେରିଆରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଘଟିଛି। ଏଥିରେ ୪୫ ଜଣ ଜିବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ୭ ଜଣଙ୍କୁ ସୋଫିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋଫିଆରେ ଉତ୍ତର ମାକେଡୋନିଆର ଦୂତାବାସର […]

ନୂଆଦିଲ୍ଲୀ: ବୁଲଗେରିଆରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଘଟିଛି। ଏଥିରେ ୪୫ ଜଣ ଜିବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ୭ ଜଣଙ୍କୁ ସୋଫିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: କ’ଣ ପୁଣି ଦୋହରାଯିବ ୧୯୮୮ ମସିହାର ଇତିହାସ? ଆକାଶମାର୍ଗରେ ନିହତ ହୋଇଥିଲେ ୨୯୦ ଯାତ୍ରୀ

ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋଫିଆରେ ଉତ୍ତର ମାକେଡୋନିଆର ଦୂତାବାସର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ଅଧିକାଂଶ ପୀଡିତ ବ୍ୟକ୍ତି ଉତ୍ତର ମାକେଡୋନିଆର ନାଗରିକ। ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ। ବର୍ତ୍ତମାନ ଘଟଣା ଘଟିଥିବା ସ୍ଥାନକୁ ସିଲ୍ କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ନୌସେନା ଶକ୍ତିରେ ବୃଦ୍ଧି: ଆରିହନ୍ତ ଓ ଅରିଘାତ ପରେ ସାମିଲ ହେଲା ଆଇଏନଏସ୍ ଅରିଦମନ

ଦୁର୍ଘଟଣା ସମୟରେ ବସରେ ୫୩ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ସୋଫିଆର ଜରୁରୀକାଳୀନ ଡାକ୍ତରଖାନାର ଅଧିକାରୀ କହିଛନ୍ତି ଯେ ଜଳନ୍ତା ଅବସ୍ଥାରେ ବସରୁ ଜଣ ଲୋକ ଡେଇଁ ପଡିଥିଲେ। ବର୍ତ୍ତମାନ ସେହି ୭ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଷ୍ଟେଫାନ ୟାନେଭ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ପରିଦର୍ଶନ କରିଛନ୍ତି। ଉତ୍ତର ମାକେଡୋନିଆର ବୈଦେଶିକ ମନ୍ତ୍ରୀ ବୁଜର୍ ଉସମାନୀ କହିଛନ୍ତି ଯେ ଲୋକମାନେ ଇସ୍ତାନବୁଲରୁ ସପ୍ତାହନ୍ତ ଛୁଟି ମନାଇବା ପରେ ଉତ୍ତର ମାକେଡୋନିଆର ରାଜଧାନୀ ସ୍କୋପିଜେକୁ ଫେରୁଥିଲେ। ଆଉ ସେହି ସମୟରେ ଏହି ଅଘଟଣ ଘଟିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଦିଦି: ନା ଅଛି କାର୍, ନା ଅଛି ବଙ୍ଗଳା, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

23 Nov 2021 By The Sakala

ବୁଲଗେରିଆ: ବସରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ବୁଲଗେରିଆରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଘଟିଛି। ଏଥିରେ ୪୫ ଜଣ ଜିବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ୭ ଜଣଙ୍କୁ ସୋଫିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋଫିଆରେ ଉତ୍ତର ମାକେଡୋନିଆର ଦୂତାବାସର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ଅଧିକାଂଶ ପୀଡିତ ବ୍ୟକ୍ତି ଉତ୍ତର ମାକେଡୋନିଆର ନାଗରିକ। ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ। ବର୍ତ୍ତମାନ ଘଟଣା ଘଟିଥିବା ସ୍ଥାନକୁ ସିଲ୍ କରାଯାଇଛି।

ଦୁର୍ଘଟଣା ସମୟରେ ବସରେ ୫୩ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ସୋଫିଆର ଜରୁରୀକାଳୀନ ଡାକ୍ତରଖାନାର ଅଧିକାରୀ କହିଛନ୍ତି ଯେ ଜଳନ୍ତା ଅବସ୍ଥାରେ ବସରୁ ଜଣ ଲୋକ ଡେଇଁ ପଡିଥିଲେ। ବର୍ତ୍ତମାନ ସେହି ୭ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଷ୍ଟେଫାନ ୟାନେଭ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ପରିଦର୍ଶନ କରିଛନ୍ତି। ଉତ୍ତର ମାକେଡୋନିଆର ବୈଦେଶିକ ମନ୍ତ୍ରୀ ବୁଜର୍ ଉସମାନୀ କହିଛନ୍ତି ଯେ ଲୋକମାନେ ଇସ୍ତାନବୁଲରୁ ସପ୍ତାହନ୍ତ ଛୁଟି ମନାଇବା ପରେ ଉତ୍ତର ମାକେଡୋନିଆର ରାଜଧାନୀ ସ୍କୋପିଜେକୁ ଫେରୁଥିଲେ। ଆଉ ସେହି ସମୟରେ ଏହି ଅଘଟଣ ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର