ଜୁଲାଇ ଦ୍ବିତୀୟ ସପ୍ତାହରେ ହୋଇପାରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ

The Sakala Picture
Published On

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନୁମାନିକ ତାରିଖ ଘୋଷଣା କରିଛି । ଏଥପାଇଁ ଜୁଲାଇ ୧୨ରୁ ୧୯ ପର୍ଯ୍ୟନ୍ତ ଭଲ ସ୍ଥିତି ରହିଛି, ତେବେ ଜୁଲାଇ ୧୩ ତାରିଖ ଅପରାହ୍ନ ୨ଟା ୩୦ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇପାରେ ବୋଲି ବୁଧବାର ଇସ୍ରୋ ଅଧିକାରୀମାନେ ସୂଚନା ଦେଇଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ବର୍ତ୍ତମାନ ଚନ୍ଦ୍ରଯାନ-୩ ମହାକାଶଯାନ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୋଇଛି […]

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନୁମାନିକ ତାରିଖ ଘୋଷଣା କରିଛି । ଏଥପାଇଁ ଜୁଲାଇ ୧୨ରୁ ୧୯ ପର୍ଯ୍ୟନ୍ତ ଭଲ ସ୍ଥିତି ରହିଛି, ତେବେ ଜୁଲାଇ ୧୩ ତାରିଖ ଅପରାହ୍ନ ୨ଟା ୩୦ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇପାରେ ବୋଲି ବୁଧବାର ଇସ୍ରୋ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ବର୍ତ୍ତମାନ ଚନ୍ଦ୍ରଯାନ-୩ ମହାକାଶଯାନ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୋଇଛି । ଆମେ ପରୀକ୍ଷଣ ଶେଷ କରିଛୁଟ୍ଟ ଆମେ ବର୍ତ୍ତମାନ ରକେଟ୍ ପ୍ରସ୍ତୁତ କରୁଛୁ । ଆଜି ରକେଟର ପ୍ରସ୍ତୁତି ଶେଷ ହେବ। । ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଭଲ ସ୍ଥିତି ରହିଛି, କିନ୍ତୁ ଟେଷ୍ଟିଂ ପରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଚନ୍ଦ୍ରଯାନ-୨ ପରି ଚନ୍ଦ୍ରଯାନ-୩ରେ ବି ଲାଣ୍ଡର ଓ ରୋଭର ରହିବ, କିନ୍ତୁ ଅର୍ବିଟର ରହିବ ନାହିଁ । ଏହାକୁ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରର ଲଞ୍ଚ୍ ପ୍ୟାଡରୁ ଏହାକୁ ଏଲଭିଏମ ୩ ମାଧ୍ୟମରେ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

28 Jun 2023 By The Sakala

ଜୁଲାଇ ଦ୍ବିତୀୟ ସପ୍ତାହରେ ହୋଇପାରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନୁମାନିକ ତାରିଖ ଘୋଷଣା କରିଛି । ଏଥପାଇଁ ଜୁଲାଇ ୧୨ରୁ ୧୯ ପର୍ଯ୍ୟନ୍ତ ଭଲ ସ୍ଥିତି ରହିଛି, ତେବେ ଜୁଲାଇ ୧୩ ତାରିଖ ଅପରାହ୍ନ ୨ଟା ୩୦ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇପାରେ ବୋଲି ବୁଧବାର ଇସ୍ରୋ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ବର୍ତ୍ତମାନ ଚନ୍ଦ୍ରଯାନ-୩ ମହାକାଶଯାନ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୋଇଛି । ଆମେ ପରୀକ୍ଷଣ ଶେଷ କରିଛୁଟ୍ଟ ଆମେ ବର୍ତ୍ତମାନ ରକେଟ୍ ପ୍ରସ୍ତୁତ କରୁଛୁ । ଆଜି ରକେଟର ପ୍ରସ୍ତୁତି ଶେଷ ହେବ। । ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଭଲ ସ୍ଥିତି ରହିଛି, କିନ୍ତୁ ଟେଷ୍ଟିଂ ପରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ।

ଚନ୍ଦ୍ରଯାନ-୨ ପରି ଚନ୍ଦ୍ରଯାନ-୩ରେ ବି ଲାଣ୍ଡର ଓ ରୋଭର ରହିବ, କିନ୍ତୁ ଅର୍ବିଟର ରହିବ ନାହିଁ । ଏହାକୁ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରର ଲଞ୍ଚ୍ ପ୍ୟାଡରୁ ଏହାକୁ ଏଲଭିଏମ ୩ ମାଧ୍ୟମରେ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

https://www.thesakala.in/national-international/chandrayaan-3-launch-scheduled-for-july-13-isro/article-23034
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର