କପିଳାସ ପୀଠରେ ୧୪୪ ଧାରା ଜାରି

The Sakala Picture
Published On

ଢେଙ୍କାନାଳ : ଦେଶରେ ବଢିବାରେ ଲାଗିଛି ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଦେଶର ୧୭ ରାଜ୍ୟରୁ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି। ଦେଶ ସହିତ ରାଜ୍ୟରେ ମଧ୍ୟ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ଜିଲ୍ଲା […]

ଢେଙ୍କାନାଳ : ଦେଶରେ ବଢିବାରେ ଲାଗିଛି ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଦେଶର ୧୭ ରାଜ୍ୟରୁ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି। ଦେଶ ସହିତ ରାଜ୍ୟରେ ମଧ୍ୟ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ବ୍ୟାପିବା ଭୟ ଥିବାରୁ ପ୍ରଶାସନ ଏପରି ନିଷ୍ପତି ନେଇଛି । ଅନ୍ୟପଟେ ରାଜ୍ୟରେ ଆଜି ଏବଂ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

25 Dec 2021 By The Sakala

କପିଳାସ ପୀଠରେ ୧୪୪ ଧାରା ଜାରି

ଢେଙ୍କାନାଳ : ଦେଶରେ ବଢିବାରେ ଲାଗିଛି ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଦେଶର ୧୭ ରାଜ୍ୟରୁ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି। ଦେଶ ସହିତ ରାଜ୍ୟରେ ମଧ୍ୟ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ବ୍ୟାପିବା ଭୟ ଥିବାରୁ ପ୍ରଶାସନ ଏପରି ନିଷ୍ପତି ନେଇଛି । ଅନ୍ୟପଟେ ରାଜ୍ୟରେ ଆଜି ଏବଂ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର