ନଦୀକୁ ଖସିଲା ତେଲ ବୋଝେଇ ଟ୍ୟାଙ୍କର, ୪ ମୃତ

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ବ୍ରିଜ ନିକଟରେ ଗତକାଲି ରାତି ସାଢ଼େ ୨ଟା ସମୟରେ ଏକ ଦୁର୍ଘଟଣା ଘଟିଛି । ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ ତଳକୁ ଖସି ପଡ଼ି ବ୍ଲାଷ୍ଟ ହୋଇଯାଇଛି । ଟ୍ୟାଙ୍କରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁଲିସ ଓ ଅଗ୍ନିଶମ ବାହିନୀ […]

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ବ୍ରିଜ ନିକଟରେ ଗତକାଲି ରାତି ସାଢ଼େ ୨ଟା ସମୟରେ ଏକ ଦୁର୍ଘଟଣା ଘଟିଛି । ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ ତଳକୁ ଖସି ପଡ଼ି ବ୍ଲାଷ୍ଟ ହୋଇଯାଇଛି । ଟ୍ୟାଙ୍କରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ମହଜୁଦ ଥିବା ବେଳେ ମୃତ ବ୍ୟକ୍ତିମାନେ ସାନପଣ୍ଡୁସର ଗ୍ରାମର ବୋଲି ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର