ଦିନ ଦ୍ଵିପହରେ ବନ୍ଧୁକ ମୁନରେ ଲୁଟ: ଦୁର୍ବୃତ୍ତମାନେ କାର ଅଟକାଇ ଲୁଟିନେଲେ ଟଙ୍କା, ମୋବାଇଲ

The Sakala Picture
Published On

ବାଲିପାଟଣା: ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ମୋବାଇଲ । ୬ ଜଣ ଲୁଟେରା ଏହି ଲୁଟ୍ କରିଥିବା ନେଇ ସୂଚନା ମିଳିଛି । ବାଲିପାଟଣା-ନିମାପଡା ରାସ୍ତା ଆଇତଳଙ୍ଗଠାରେ ଘଟିଛି ଏହି ଘଟଣା । ରାସ୍ତାରେ ଆସୁଥିବା ସମୟରେ କାର ଅଟକାଇ ବନ୍ଧୁକ ଦେଖାଇ ୬ ଜଣ ଲୁଟେରା ଲୁଟି ନେଇଛନ୍ତି ମୋବାଇଲ ଓ ମନିପର୍ସ । ଏଥିସହ କାରରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ବନ୍ଧୁକରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି । […]

ବାଲିପାଟଣା: ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ମୋବାଇଲ । ୬ ଜଣ ଲୁଟେରା ଏହି ଲୁଟ୍ କରିଥିବା ନେଇ ସୂଚନା ମିଳିଛି । ବାଲିପାଟଣା-ନିମାପଡା ରାସ୍ତା ଆଇତଳଙ୍ଗଠାରେ ଘଟିଛି ଏହି ଘଟଣା । ରାସ୍ତାରେ ଆସୁଥିବା ସମୟରେ କାର ଅଟକାଇ ବନ୍ଧୁକ ଦେଖାଇ ୬ ଜଣ ଲୁଟେରା ଲୁଟି ନେଇଛନ୍ତି ମୋବାଇଲ ଓ ମନିପର୍ସ । ଏଥିସହ କାରରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ବନ୍ଧୁକରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି । ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଢେଙ୍କାନାଳର ସୁଶାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି କୌଣସି କାମରେ ନରୋଦା ଗ୍ରାମକୁ ଆସିଥିଲେ । ଘରକୁ କାରରେ ଫେରୁଥିବା ବେଳେ ଆଇତଳଙ୍ଗଠାରେ ୬ ଜଣ ଯୁବକ ୩ଟି ବାଇକରେ ଆସି ବନ୍ଧୁକ ଦେଖାଇ ତାଙ୍କୁ ଅଟକାଇଥିଲେ । ବନ୍ଧୁକରେ ସୁଶାନ୍ତଙ୍କ ମୁଣ୍ଡକୁ ଆଘାତ ଦେଇ ତାଙ୍କ ମୋବାଇଲ, ମନିପର୍ସ ଓ ଏକ ବ୍ୟାଗକୁ ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

31 May 2021 By The Sakala

ଦିନ ଦ୍ଵିପହରେ ବନ୍ଧୁକ ମୁନରେ ଲୁଟ: ଦୁର୍ବୃତ୍ତମାନେ କାର ଅଟକାଇ ଲୁଟିନେଲେ ଟଙ୍କା, ମୋବାଇଲ

ବାଲିପାଟଣା: ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ମୋବାଇଲ । ୬ ଜଣ ଲୁଟେରା ଏହି ଲୁଟ୍ କରିଥିବା ନେଇ ସୂଚନା ମିଳିଛି । ବାଲିପାଟଣା-ନିମାପଡା ରାସ୍ତା ଆଇତଳଙ୍ଗଠାରେ ଘଟିଛି ଏହି ଘଟଣା । ରାସ୍ତାରେ ଆସୁଥିବା ସମୟରେ କାର ଅଟକାଇ ବନ୍ଧୁକ ଦେଖାଇ ୬ ଜଣ ଲୁଟେରା ଲୁଟି ନେଇଛନ୍ତି ମୋବାଇଲ ଓ ମନିପର୍ସ । ଏଥିସହ କାରରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ବନ୍ଧୁକରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି । ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳର ସୁଶାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି କୌଣସି କାମରେ ନରୋଦା ଗ୍ରାମକୁ ଆସିଥିଲେ । ଘରକୁ କାରରେ ଫେରୁଥିବା ବେଳେ ଆଇତଳଙ୍ଗଠାରେ ୬ ଜଣ ଯୁବକ ୩ଟି ବାଇକରେ ଆସି ବନ୍ଧୁକ ଦେଖାଇ ତାଙ୍କୁ ଅଟକାଇଥିଲେ । ବନ୍ଧୁକରେ ସୁଶାନ୍ତଙ୍କ ମୁଣ୍ଡକୁ ଆଘାତ ଦେଇ ତାଙ୍କ ମୋବାଇଲ, ମନିପର୍ସ ଓ ଏକ ବ୍ୟାଗକୁ ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର