ବଜ୍ରାଘାତରେ ୧ ମୃତ ,୨ ଆହତ

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତର ତାମ୍ବିରି ଓ ମକରାପଲ୍ଲୀ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ ମହିଳା ଜଣକ ତାମ୍ବିରି ଗ୍ରାମର ମନି ପ୍ରଧାନ। ଓ ଆହତ ଦୁଇ ଆହତ ହେଲେ ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ଓ ତାମ୍ବିରି ଗ୍ରାମର ସଜନୀ ସାମଲ। ଅପରାହ୍ନରେ ପବନ ହେବାରୁ ଆମ୍ବ ପଡିଲେ ଗୋଟାଇବା ଆଶାରେ ମନି ଓ ସଜନୀ ଆମ୍ବ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତର ତାମ୍ବିରି ଓ ମକରାପଲ୍ଲୀ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ ମହିଳା ଜଣକ ତାମ୍ବିରି ଗ୍ରାମର ମନି ପ୍ରଧାନ। ଓ ଆହତ ଦୁଇ ଆହତ ହେଲେ ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ଓ ତାମ୍ବିରି ଗ୍ରାମର ସଜନୀ ସାମଲ। ଅପରାହ୍ନରେ ପବନ ହେବାରୁ ଆମ୍ବ ପଡିଲେ ଗୋଟାଇବା ଆଶାରେ ମନି ଓ ସଜନୀ ଆମ୍ବ ତୋଟାକୁ ଯାଇଥିବା ବେଳେ ସେଠାରେ ବଜ୍ରାଘାତର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ଆହତ ଅବସ୍ଥାରେ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ମେଡିକାଲରେ ମନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ଆହତ ସଜନୀଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେହିପରି ସେହି ଅପରାହ୍ନ ସମୟରେ ହିଁ ମକରାପଲ୍ଲୀର କାହ୍ନୁ ମୋବାଇଲ ଦେଖୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନିଆ ଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

30 May 2023 By The Sakala

ବଜ୍ରାଘାତରେ ୧ ମୃତ ,୨ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତର ତାମ୍ବିରି ଓ ମକରାପଲ୍ଲୀ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ ମହିଳା ଜଣକ ତାମ୍ବିରି ଗ୍ରାମର ମନି ପ୍ରଧାନ। ଓ ଆହତ ଦୁଇ ଆହତ ହେଲେ ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ଓ ତାମ୍ବିରି ଗ୍ରାମର ସଜନୀ ସାମଲ। ଅପରାହ୍ନରେ ପବନ ହେବାରୁ ଆମ୍ବ ପଡିଲେ ଗୋଟାଇବା ଆଶାରେ ମନି ଓ ସଜନୀ ଆମ୍ବ ତୋଟାକୁ ଯାଇଥିବା ବେଳେ ସେଠାରେ ବଜ୍ରାଘାତର ଶିକାର ହୋଇଥିଲେ।

ଆହତ ଅବସ୍ଥାରେ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ମେଡିକାଲରେ ମନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ଆହତ ସଜନୀଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେହିପରି ସେହି ଅପରାହ୍ନ ସମୟରେ ହିଁ ମକରାପଲ୍ଲୀର କାହ୍ନୁ ମୋବାଇଲ ଦେଖୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନିଆ ଯାଇଥିବା ଜଣାପଡିଛି।

https://www.thesakala.in/latest-odisha-news/ganjam/1-dead-2-injured-in-lightning-strike/article-22148
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର