ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ମାଡିବସିଲା ବନ ବିଭାଗ, ୨ ଗିରଫ

The Sakala Picture
Published On

ଦେବଗଡ଼: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ବନ ବିଭାଗର ଚଢାଉ। ଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ଗୋଟିଏ ଚିତାବାଘ ଛାଲ ଜବତ ହୋଇଥିବା ବେଳେ ୨ ବାଘଛାଲ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁଯାୟୀ,  ଚିତାବାଘ ଚାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନବିଭାଗ ମାଡି ବସିଥିଲା। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ପ୍ରହଲ୍ଲାଦ ପରିଡାଙ୍କୁ ବନବିଭାଗ ଗିରଫ […]

ଦେବଗଡ଼: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ବନ ବିଭାଗର ଚଢାଉ। ଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ଗୋଟିଏ ଚିତାବାଘ ଛାଲ ଜବତ ହୋଇଥିବା ବେଳେ ୨ ବାଘଛାଲ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ,  ଚିତାବାଘ ଚାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନବିଭାଗ ମାଡି ବସିଥିଲା। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ପ୍ରହଲ୍ଲାଦ ପରିଡାଙ୍କୁ ବନବିଭାଗ ଗିରଫ କରିଛି । ଚଢାଉ ସମୟରେ ଜଣେ ବେପାରୀ ଗିରଫ ହୋଇଥିବା ବେଳେ ବିଳମ୍ବିତ ରାତିରେ ସିମିଲିହୋତା ଗାଁର ପାଣ୍ଡବ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି।

11 Nov 2021 By The Sakala

ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ମାଡିବସିଲା ବନ ବିଭାଗ, ୨ ଗିରଫ

ଦେବଗଡ଼: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ବନ ବିଭାଗର ଚଢାଉ। ଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ଗୋଟିଏ ଚିତାବାଘ ଛାଲ ଜବତ ହୋଇଥିବା ବେଳେ ୨ ବାଘଛାଲ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ,  ଚିତାବାଘ ଚାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନବିଭାଗ ମାଡି ବସିଥିଲା। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ପ୍ରହଲ୍ଲାଦ ପରିଡାଙ୍କୁ ବନବିଭାଗ ଗିରଫ କରିଛି । ଚଢାଉ ସମୟରେ ଜଣେ ବେପାରୀ ଗିରଫ ହୋଇଥିବା ବେଳେ ବିଳମ୍ବିତ ରାତିରେ ସିମିଲିହୋତା ଗାଁର ପାଣ୍ଡବ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର