ଚପଲ ଓ ସାଇକେଲ ଥୋଇ ବ୍ରିଜ ଉପରୁ ନଦୀକୁ ଡେଇଁଲେ ଜଣେ ବ୍ଯକ୍ତି

The Sakala Picture
Published On

କଟକ: ଚୌଦ୍ୱାର ବିରୂପା ବ୍ରିଜ ଉପରେ ଚପଲ ଏବଂ ସାଇକେଲ ଥୋଇ ଜଣେ ବ୍ଯକ୍ତି ବ୍ରିଜ ଉପରୁ  ନଦୀ ଗର୍ଭକୁ ଡେଇଁପଡ଼ିଥିବା ଜଣାପଡ଼ିଛି । ଏନେଇ ପୁଲିସକୁ ସୂଚନା ଦେଇଛନ୍ତି ଦୂରରେ ଥାଇ ଦେଖିଥିବା ଆଉ ଜଣେ ବ୍ୟକ୍ତି ।  ନିଖୋଜ ବ୍ୟକ୍ତି କିଏ ଓ କାହିଁକି ନଦୀ ଗର୍ଭକୁ ଡେଇଁପଡ଼ିଲେ, ତାହାର କୌଣସି ତଥ୍ୟ ପୁଲିସ ହାତରେ ଲାଗିନାହିଁ । ସେପଟେ ନିଖୋଜ ଥିବା ବ୍ୟକ୍ତିଙ୍କ ପତ୍ତା ମଧ୍ୟ ମିଳିପାରିନି । ଖବର ପାଇ ଜଗତପୁର […]

କଟକ: ଚୌଦ୍ୱାର ବିରୂପା ବ୍ରିଜ ଉପରେ ଚପଲ ଏବଂ ସାଇକେଲ ଥୋଇ ଜଣେ ବ୍ଯକ୍ତି ବ୍ରିଜ ଉପରୁ  ନଦୀ ଗର୍ଭକୁ ଡେଇଁପଡ଼ିଥିବା ଜଣାପଡ଼ିଛି । ଏନେଇ ପୁଲିସକୁ ସୂଚନା ଦେଇଛନ୍ତି ଦୂରରେ ଥାଇ ଦେଖିଥିବା ଆଉ ଜଣେ ବ୍ୟକ୍ତି ।  ନିଖୋଜ ବ୍ୟକ୍ତି କିଏ ଓ କାହିଁକି ନଦୀ ଗର୍ଭକୁ ଡେଇଁପଡ଼ିଲେ, ତାହାର କୌଣସି ତଥ୍ୟ ପୁଲିସ ହାତରେ ଲାଗିନାହିଁ । ସେପଟେ ନିଖୋଜ ଥିବା ବ୍ୟକ୍ତିଙ୍କ ପତ୍ତା ମଧ୍ୟ ମିଳିପାରିନି । ଖବର ପାଇ ଜଗତପୁର ପୁଲିସ ଓ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ଅନ୍ଯପକ୍ଷରେ ଘଟଣା ସ୍ଥଳରେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଓଡ୍ରାଫ ଟିମ ସହିତ ଆଲୋଚନା କରିଛନ୍ତି ।

31 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର