ପାରାକୁ ନେଇ ସନ୍ଦେହରେ ସହରବାସୀ: ରାଉରକେଲା ପରେ ଏବେ ପୁରୀରେ ଚାଇନା ପାରା
ପୁରୀ: ପୁରୀରେ ଚାଇନା ପାରାକୁ ନେଇ ଚର୍ଚ୍ଚା। ସୋମବାର ରାଉରକେଲାରେ ଦେଖାଯାଇଥିବା ଚାଇନା ପାରା ଏବେ ପୁରୀ ମାଳତୀପାଟପୁର ପାଖ ବାଇଦାସ ନଗରରେ ଦେଖାଯାଇଛି। ଏହି ପାରା ଗୋଡ଼ରେ ଟ୍ୟାଗ ମଧ୍ୟ ରହିଛି। ଯେଉଁଥିରେ ଚାଇନିଜ ଭାଷାରେ କିଛି ଲେଖାଯାଇଛି। ତେବେ କେଉଁଠୁ ଏ ଚାଇନା ପାରା ଆସୁଛନ୍ତି ତାକୁ ନେଇ ସନ୍ଦେହ ବଢୁଛି। ଆଗରୁ କେବେ ଏଭଳି ପାରା ଦେଖିବାକୁ ମିଳି ନ ଥିବା ବେଳେ ଏବେ କେଉଁଠୁ ଆସିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

04 Jan 2022
By The Sakala

⊕ https://www.thesakala.in/latest-odisha-news/chinese-tag-attached-to-pigeon-legs-in-puri/article-8137