ବଡ଼ଭାଇକୁ କୋଦାଳରେ ପିଟିପିଟି ହତ୍ୟା କଲା ସାନଭାଇ
ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଯମଭାଟିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବଡ଼ଭାଇକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କୋଦାଳରେ ପିଟିପିଟି ସାନଭାଇ ହତ୍ୟା କରିଛି। ମୃତକ ବଡ଼ଭାଇର ନାଁ ଚକ୍ର ପ୍ରଧାନ ହୋଇଥିବା ବେଳେ ହତ୍ୟାକାରୀ ସନାଭାଇର ନାଁ ମକର ପ୍ରଧାନ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାନଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛି।

30 Aug 2023
By The Sakala

⊕ https://www.thesakala.in/latest-odisha-news/boudh/the-elder-brother-was-beaten-to-death-by-the-younger-brother/article-24945