ବିଭ୍ରାନ୍ତିକର ଖବର ପ୍ରସାରଣକୁ ହାଇକୋର୍ଟଙ୍କ ନିନ୍ଦା, ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ନିନ୍ଦା କଲେ କୋର୍ଟ

The Sakala Picture
Published On

ଭୁବନେଶ୍ୱର: ପଦାରେ ପଡ଼ିଲା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଛବିକୁ ମଳିନ କରିବା ଲାଗି ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାଂଘାତିକ ଷଡ଼ଯନ୍ତ୍ର । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ରର ହେଲା ପର୍ଦ୍ଦାଫାସ । ଖାଲି ଏତିକି ନୁହେଁ ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଜରୁରୀ ବୈଠକ । ବୈଠକରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମଧ୍ୟ ନିନ୍ଦା କରିଛନ୍ତି କୋର୍ଟ । ସୂଚନା ଅନୁଯାୟୀ, ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ […]

ଭୁବନେଶ୍ୱର: ପଦାରେ ପଡ଼ିଲା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଛବିକୁ ମଳିନ କରିବା ଲାଗି ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାଂଘାତିକ ଷଡ଼ଯନ୍ତ୍ର । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ରର ହେଲା ପର୍ଦ୍ଦାଫାସ । ଖାଲି ଏତିକି ନୁହେଁ ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଜରୁରୀ ବୈଠକ । ବୈଠକରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମଧ୍ୟ ନିନ୍ଦା କରିଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନା ଅନୁଯାୟୀ, ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ବସିଥିଲା ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ । ଯେଉଁଥିରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଖୁବ୍ ନିନ୍ଦା କରାଯାଇଛି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଜରୁରୀ ବୈଠକ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ଉଲ୍ଲେଖଯୋଗ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଫଟୋକୁ ନେଇ ଭିନ୍ନ ଢଙ୍ଗରେ ପ୍ରସାରଣ କରିଥିଲା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଆଉ ଯେଉଁ ଫଟୋରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସହ ରହିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବ । କିନ୍ତୁ ଉକ୍ତ ଫଟୋଟି ହେଉଛି ୨୦୨୦ ମାର୍ଚ୍ଚ ୧୨ତାରିଖର । ଏହି ଫଟୋ ଭୁବନେଶ୍ବରରେ ଥିବା ସତ୍ୟସାଇ ସେବା ଅନୁଷ୍ଠାନରେ ଆୟୋଜିତ ଏକ ତିନି ଦିନିଆ ହାର୍ଟ କ୍ୟାମ୍ପ ଅବସରରେ ଉଠାଯାଇଥିଲା । ଏହି ଫଟୋରେ ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବଙ୍କ ସହ ହାର୍ଟ ହସ୍ପିଟାଲର ତିନିଜଣ ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ। ଏହା କୌଣସି ରୁଦ୍ଧଦ୍ବାର ବୈଠକ ନୁହେଁ, ବରଂ ଏହା ଥିଲା ଏକ ସାଧାରଣ ସଭା । ଏହି ଫଟୋକୁ ନେଇ ହାଇକୋର୍ଟର ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଷଣ କରିଥିଲେ ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

29 Oct 2022 By The Sakala

ବିଭ୍ରାନ୍ତିକର ଖବର ପ୍ରସାରଣକୁ ହାଇକୋର୍ଟଙ୍କ ନିନ୍ଦା, ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ନିନ୍ଦା କଲେ କୋର୍ଟ

ଭୁବନେଶ୍ୱର: ପଦାରେ ପଡ଼ିଲା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଛବିକୁ ମଳିନ କରିବା ଲାଗି ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାଂଘାତିକ ଷଡ଼ଯନ୍ତ୍ର । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ରର ହେଲା ପର୍ଦ୍ଦାଫାସ । ଖାଲି ଏତିକି ନୁହେଁ ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଜରୁରୀ ବୈଠକ । ବୈଠକରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମଧ୍ୟ ନିନ୍ଦା କରିଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ବସିଥିଲା ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ । ଯେଉଁଥିରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଖୁବ୍ ନିନ୍ଦା କରାଯାଇଛି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଜରୁରୀ ବୈଠକ।

ଉଲ୍ଲେଖଯୋଗ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଫଟୋକୁ ନେଇ ଭିନ୍ନ ଢଙ୍ଗରେ ପ୍ରସାରଣ କରିଥିଲା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଆଉ ଯେଉଁ ଫଟୋରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସହ ରହିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବ । କିନ୍ତୁ ଉକ୍ତ ଫଟୋଟି ହେଉଛି ୨୦୨୦ ମାର୍ଚ୍ଚ ୧୨ତାରିଖର । ଏହି ଫଟୋ ଭୁବନେଶ୍ବରରେ ଥିବା ସତ୍ୟସାଇ ସେବା ଅନୁଷ୍ଠାନରେ ଆୟୋଜିତ ଏକ ତିନି ଦିନିଆ ହାର୍ଟ କ୍ୟାମ୍ପ ଅବସରରେ ଉଠାଯାଇଥିଲା । ଏହି ଫଟୋରେ ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବଙ୍କ ସହ ହାର୍ଟ ହସ୍ପିଟାଲର ତିନିଜଣ ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ। ଏହା କୌଣସି ରୁଦ୍ଧଦ୍ବାର ବୈଠକ ନୁହେଁ, ବରଂ ଏହା ଥିଲା ଏକ ସାଧାରଣ ସଭା । ଏହି ଫଟୋକୁ ନେଇ ହାଇକୋର୍ଟର ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଷଣ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର