ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦବୀରେ ୪ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି । ପୁର୍ବରୁ ଫକୀର ମୋହନ ବିଶ୍ବ ବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗରେ ପ୍ରଫେସର ରୁପେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ। ତାଙ୍କର ଦୀର୍ଘ ୩୬ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଥିବା […]

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦବୀରେ ୪ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି । ପୁର୍ବରୁ ଫକୀର ମୋହନ ବିଶ୍ବ ବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗରେ ପ୍ରଫେସର ରୁପେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ। ତାଙ୍କର ଦୀର୍ଘ ୩୬ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଥିବା ବେଳେ, ୧୨ବର୍ଷ ପ୍ରଫେସର ରୁପେ କାର୍ଯ୍ୟ କରିସାରିଛନ୍ତି। ସେ ୫ଟି ପୁସ୍ତକ ରଚନା କରିଛନ୍ତି। ଏହାଛଡ଼ା ସେ ସଫଳତାର ସହିତ ୪ ଜଣ ପିଏଚଡି ଏବଂ ୩୫ ଜଣ ଏମଫିଲ୍ ସ୍କଲାରଙ୍କୁ ମାର୍ଗଦର୍ଶନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

06 May 2022 By The Sakala

ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦବୀରେ ୪ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି । ପୁର୍ବରୁ ଫକୀର ମୋହନ ବିଶ୍ବ ବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗରେ ପ୍ରଫେସର ରୁପେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ। ତାଙ୍କର ଦୀର୍ଘ ୩୬ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଥିବା ବେଳେ, ୧୨ବର୍ଷ ପ୍ରଫେସର ରୁପେ କାର୍ଯ୍ୟ କରିସାରିଛନ୍ତି। ସେ ୫ଟି ପୁସ୍ତକ ରଚନା କରିଛନ୍ତି। ଏହାଛଡ଼ା ସେ ସଫଳତାର ସହିତ ୪ ଜଣ ପିଏଚଡି ଏବଂ ୩୫ ଜଣ ଏମଫିଲ୍ ସ୍କଲାରଙ୍କୁ ମାର୍ଗଦର୍ଶନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର