ସମ୍ଭାବ୍ଯ ବନ୍ଯା ପାଇଁ ଆଗୁଆ ପଦକ୍ଷେପ: ବିଭିନ୍ନ ଜିଲ୍ଲାରେ ମୁତୟନ ହେଲେ ଏନଡିଆରଏଫର ୬ଟି ଟିମ୍‌

The Sakala Picture
Published On

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟି ରେ ରଖି ଉପକୂଳର୍ବୀ ଜିଲ୍ଲା ଗୁଡିକକୁ ଏନଡିଆରଏଫ ଟିମର ମୁତୟନ କାର୍ଯ୍ଯ ଆରମ୍ଭ ହୋଇଛି। ଏନଡିଆରଏଫର ମୋଟ ୬ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍‌ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା ଏନଡିଆରଏଫ ପକ୍ଷରୁ କୁହାଯାଇଛି। ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର […]

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟି ରେ ରଖି ଉପକୂଳର୍ବୀ ଜିଲ୍ଲା ଗୁଡିକକୁ ଏନଡିଆରଏଫ ଟିମର ମୁତୟନ କାର୍ଯ୍ଯ ଆରମ୍ଭ ହୋଇଛି। ଏନଡିଆରଏଫର ମୋଟ ୬ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍‌ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା ଏନଡିଆରଏଫ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ଭୁବନେଶ୍ବରରେ NHRC ଟିମ୍‌

ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର ସର୍ବୋଚ ଯନ୍ତ୍ରୀ ଧୀରେନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ। ଛତିଶଗଡ଼ ପଟୁ ଏବେ ହୀରକୁଦରେ ୫ ଲଷ କ୍ୟୁସେକ ଜଳ ପ୍ରେବେଶ କରୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ। ଆଜି ମୁଣ୍ଡଳିରେ ୫ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ଛଡ଼ା ଯାଉଛି। ଯଦି ଦେଖିବା ତେବେ ଆସନ୍ତା କାଲି ୭ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀରେ ପାସ କରିବ। ଫଳରେ ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୮କୁ ବୃଦ୍ଧି

ସେହିପରି ବନ୍ୟା ସ୍ଥିତି ଦେଖି ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବା ବେଳେ ଏବେସୁଧା ବ୍ରାହ୍ମଣୀ ନଦୀରେ ୩ଟି ଓ ଖୋର୍ଦ୍ଧାରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

16 Sep 2021 By The Sakala

ସମ୍ଭାବ୍ଯ ବନ୍ଯା ପାଇଁ ଆଗୁଆ ପଦକ୍ଷେପ: ବିଭିନ୍ନ ଜିଲ୍ଲାରେ ମୁତୟନ ହେଲେ ଏନଡିଆରଏଫର ୬ଟି ଟିମ୍‌

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟି ରେ ରଖି ଉପକୂଳର୍ବୀ ଜିଲ୍ଲା ଗୁଡିକକୁ ଏନଡିଆରଏଫ ଟିମର ମୁତୟନ କାର୍ଯ୍ଯ ଆରମ୍ଭ ହୋଇଛି। ଏନଡିଆରଏଫର ମୋଟ ୬ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍‌ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା ଏନଡିଆରଏଫ ପକ୍ଷରୁ କୁହାଯାଇଛି।

ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର ସର୍ବୋଚ ଯନ୍ତ୍ରୀ ଧୀରେନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ। ଛତିଶଗଡ଼ ପଟୁ ଏବେ ହୀରକୁଦରେ ୫ ଲଷ କ୍ୟୁସେକ ଜଳ ପ୍ରେବେଶ କରୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ। ଆଜି ମୁଣ୍ଡଳିରେ ୫ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ଛଡ଼ା ଯାଉଛି। ଯଦି ଦେଖିବା ତେବେ ଆସନ୍ତା କାଲି ୭ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀରେ ପାସ କରିବ। ଫଳରେ ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସେହିପରି ବନ୍ୟା ସ୍ଥିତି ଦେଖି ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବା ବେଳେ ଏବେସୁଧା ବ୍ରାହ୍ମଣୀ ନଦୀରେ ୩ଟି ଓ ଖୋର୍ଦ୍ଧାରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର