Jammu and Kashmir’s

ଖାଇରେ ଖସି ପଡ଼ିଲା କାର୍‌: ୪ ମୃତ, ୨ ଗୁରୁତର

ଜମ୍ମୁ: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଡାଚାନ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମାରୁତି କାର୍ ଏକ ଗଭୀର ଖାଇରେ ଖସିପଡ଼ିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଏକ ମାରୁତି କାର୍ ହେରୋଇନ୍ ନାଲା ଡାଚନଠାରେ ଖାଇକୁ ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ […]
ଦେଶ- ବିଦେଶ  ବଡ ଖବର 

ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ଜଣ ଏସ୍କର-ଏ-ତଇବା ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ। ଆଜି ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର ମାସିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିବା ଜଣାପଡ଼ିଛି। ୫ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ। ସୂଚନା ଅନୁଯାୟୀ, ଆଜି ସକାଳେ ମାସିଲ୍ ସେକ୍ଟରରେ ସେନା ସହ ଜମ୍ମୁ-କଶ୍ମୀର ପୁଲିସ ଓ ଗୁଇନ୍ଦା ଏଜେନ୍ସି ମିଳିତ ଅପରେସନ ଆରମ୍ଭ […]
ଦେଶ- ବିଦେଶ  ବଡ ଖବର 

ଜଳିଗଲା ସେନା ଗାଡ଼ି, ୪ ଯବାନ ସହିଦ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପୁଞ୍‌ଛ ସେକ୍ଟରରେ ବଡ ଧରଣର ଅଘଟଣ ଘଟିଛି । ପୁଞ୍‌ଛର ଭାଟାଦୁଡିଆ ଅଞ୍ଚଳରେ ଏକ ସେନା ଗାଡିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏହି ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି ।
ଦେଶ- ବିଦେଶ  ବଡ ଖବର 

ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ହାମଲା, ୬ ଗୁରୁତର

ଜାମ୍ମୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାମ୍ମୁ-କାଶ୍ମୀରର ୩ଦିନିଆ ଗସ୍ତ ପରେ ଆଜି ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଜାମ୍ମୁ-କାଶ୍ମୀରର ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି। ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ବିସ୍ଫୋରଣ କରିିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଭାରତୀୟ ସେନାର ଗାଡ଼ି ଯିବା ପୂର୍ବରୁ ହିଁ ବିସ୍ଫୋରଣ ଘଟିଥିଲା। ଏହା ଫଳରେ ୬ଜଣ […]
ଦେଶ- ବିଦେଶ  ବଡ ଖବର 

ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା, ୫ ଯବାନ ସହିଦ

ଜମ୍ମୁ ଓ କାଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆତଙ୍କୀ ହାମଲା ହୋଇଛି । ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।। ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ଏବେ ମଧ୍ଯ ସେଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିୟମ ଜାରି ରହିଛି।  ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ […]
ଦେଶ- ବିଦେଶ  ବଡ ଖବର