ତ୍ବଚା ପାଇଁ ଲାଭପ୍ରଦ ତରଭୁଜ

The Sakala Picture
Published On

ସାଧାରଣତଃ ଖରାଦିନେ ତରଭୁଜର ଚାହିଦା ଅଧିକ । ଜଳୀୟାଂଶରେ ଭରପୂର ଏହି ଫଳ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ତ୍ବଚାକୁ ମଧ୍ୟ ଉଜ୍ଜ୍ବଳ ରଖେ। ଖରାଦିନେ ତରଭୁଜ ପ୍ୟାକ୍‌ର ବିବିଧ ଉପଯୋଗିତା ସମ୍ପର୍କରେ ଜାଣନ୍ତୁ। -ତରଭୁଜକୁ ଚକଟି ସେଥିରେ ବେସନ ମିଶାନ୍ତୁ। -ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । -ଏହା ପରେ ଅଳ୍ପ ପାଣିରେ ଏହାକୁ ମସାଜ୍ କରି ମୁହଁ ଧୋଇ ଦିଅନ୍ତୁ । -ସେହିପରି ତରଭୁଜ ରସକୁ ମୁହଁରେ ୧୦ ମିନିଟ୍ […]

ସାଧାରଣତଃ ଖରାଦିନେ ତରଭୁଜର ଚାହିଦା ଅଧିକ । ଜଳୀୟାଂଶରେ ଭରପୂର ଏହି ଫଳ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ତ୍ବଚାକୁ ମଧ୍ୟ ଉଜ୍ଜ୍ବଳ ରଖେ। ଖରାଦିନେ ତରଭୁଜ ପ୍ୟାକ୍‌ର ବିବିଧ ଉପଯୋଗିତା ସମ୍ପର୍କରେ ଜାଣନ୍ତୁ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

-ତରଭୁଜକୁ ଚକଟି ସେଥିରେ ବେସନ ମିଶାନ୍ତୁ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

-ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ ।

-ଏହା ପରେ ଅଳ୍ପ ପାଣିରେ ଏହାକୁ ମସାଜ୍ କରି ମୁହଁ ଧୋଇ ଦିଅନ୍ତୁ ।

-ସେହିପରି ତରଭୁଜ ରସକୁ ମୁହଁରେ ୧୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ ।

ନିତିଦିନ ବ୍ୟବହାର କରିବା ପରେ ତ୍ବଚା କୋମଳ ଓ ଉଜ୍ଜଳ ଦେଖାଯାଏ ।

07 Apr 2022 By The Sakala

ତ୍ବଚା ପାଇଁ ଲାଭପ୍ରଦ ତରଭୁଜ

ସାଧାରଣତଃ ଖରାଦିନେ ତରଭୁଜର ଚାହିଦା ଅଧିକ । ଜଳୀୟାଂଶରେ ଭରପୂର ଏହି ଫଳ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ତ୍ବଚାକୁ ମଧ୍ୟ ଉଜ୍ଜ୍ବଳ ରଖେ। ଖରାଦିନେ ତରଭୁଜ ପ୍ୟାକ୍‌ର ବିବିଧ ଉପଯୋଗିତା ସମ୍ପର୍କରେ ଜାଣନ୍ତୁ।

-ତରଭୁଜକୁ ଚକଟି ସେଥିରେ ବେସନ ମିଶାନ୍ତୁ।

-ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ ।

-ଏହା ପରେ ଅଳ୍ପ ପାଣିରେ ଏହାକୁ ମସାଜ୍ କରି ମୁହଁ ଧୋଇ ଦିଅନ୍ତୁ ।

-ସେହିପରି ତରଭୁଜ ରସକୁ ମୁହଁରେ ୧୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ ।

ନିତିଦିନ ବ୍ୟବହାର କରିବା ପରେ ତ୍ବଚା କୋମଳ ଓ ଉଜ୍ଜଳ ଦେଖାଯାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp