FIH Men’s Hockey World Cup 2023 schedule

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଲା ଇଂଲଣ୍ଡ

ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ତୃତୀୟ ମ୍ୟାଚ୍‌ରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ […]
ବଡ ଖବର  ଖେଳ ଖବର 

ହକି ବିଶ୍ବକପ୍‌ ୨୦୨୩ : ଫ୍ରାନ୍ସକୁ ୮-୦ ଗୋଲ୍‌ରେ ହରାଇ କଳିଙ୍ଗରେ ଦମ୍‌ଦାର ବିଜୟ ହାସଲ କଲା ଟିମ୍‌ ଅଷ୍ଟ୍ରେଲିଆ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ପୁରୁଷ ହକି ବିଶ୍ବକପ୍‌-୨୦୨୩ର […]
ବଡ ଖବର  ଖେଳ ଖବର 

ଇନଷ୍ଟାଗ୍ରାମରେ କ୍ରୀଡ଼ାପ୍ରେମୀଙ୍କ ସହ 5T ସଚିବଙ୍କ ଲାଇଭ ବିଚାରବିମର୍ଶ, ହକି ବିଶ୍ବକପ୍‌ ଉପରେ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର

ଭୁବନେଶ୍ବର :  ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ। ଚଳିତ ଥର ଭୁବନେଶ୍ବର ସମେତ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଲଗାତର ଦ୍ବିତୀୟ ଥର ପାଇଁ ଓଡିଶା ହକି ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ […]
ଓଡ଼ିଶା  ବଡ ଖବର 

ଆସିଲା ୨୦୨୩ ବିଶ୍ୱକପ ହକି ଖେଳସୂଚୀ : କଳିଙ୍ଗ ନୁହେଁ ରାଉରକେଲାରୁ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

ଭୁବନେଶ୍ବର :  ୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନସ ମଧ୍ୟରେ ଖେଳାଯିବ । ପରେ ସେହିଦିନ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ୱଲସ […]
ବଡ ଖବର  ଖେଳ ଖବର