EPFO ​​deposited interest

୨୨ କୋଟିରୁ ଅଧିକ ଇପିଏଫ୍ ଆକାଉଣ୍ଟକୁ ଆସିଲା ସୁଧ, ଆପଣଙ୍କ ଖାତାକୁ ଆସିଛି କି ନାହିଁ ଏସ୍ଏମ୍ଏସ୍ ଓ ମିସ୍‌କଲ୍‌ ଦ୍ବାରା କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧ୍ୟ ପାଣ୍ଠି ସଂଗଠନ (ଇପିଏଫଓ) ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ସଦସ୍ୟଙ୍କ ପାଇଁ ବହୁ ପ୍ରତିକ୍ଷୀତ ଇପିଏଫ୍ ସୁଧ ଏବେ ସେମାନଙ୍କର ବ୍ୟାଙ୍କ ଖାତାକୁ ଆସିଛି । ଆଜି ଇପିଏଫ୍  ୨୨.୫୦ କୋଟି ଗ୍ରାହକଙ୍କ ଖାତାକୁ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଏହି ସୁଧ ଅର୍ଥ ସ୍ଥାନାନ୍ତର ହୋଇଛି। ଏହାଫଳରେ ସଦସ୍ୟମାନେ ୮.୫୦ ପ୍ରତିଶତ ସୁଧ ହାରରେ ଏହି ଅର୍ଥ ପାଇଛନ୍ତି। EPFO ଆଜି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା […]
ବାଣିଜ୍ୟ  ବଡ ଖବର