ଅଡ଼ୁଆରେ ସୋନୁ ସୁଦ୍

The Sakala Picture
Published On

ମୁମ୍ବଇ : ଅଭିନେତା ସୋନୁ ସୁଦଙ୍କ ସମସ୍ୟା ବଢାଇଛନ୍ତି ବମ୍ବେ ହାଇକୋର୍ଟ। କରୋନା ଔଷଧ ସୁଦ ଏବଂ କଂଗ୍ରେସ ବିଧାୟକ ଜିସାନ ସିଦ୍ଦିକଙ୍କ ନିକଟରେ କେମିତି ପହଞ୍ଚିଲା ତାହାର ତଦନ୍ତ କରିବାକୁ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏସପି ଦେଶମୁଖ ଏବଂ ଜଷ୍ଟିସ ଜିଏସ କୁଲକର୍ମୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେଲିବ୍ରିଟି ନିଜକୁ ମିସାଲ ଭଳି ଉପସ୍ଥାପନ କରୁଛନ୍ତି। କିନ୍ତୁ ଏହି ଔଷଧ ନକଲି କିମ୍ବା ବେଆଇନ ଭାବେ ଆସିଛି ନା ନାହିଁ […]

ମୁମ୍ବଇ : ଅଭିନେତା ସୋନୁ ସୁଦଙ୍କ ସମସ୍ୟା ବଢାଇଛନ୍ତି ବମ୍ବେ ହାଇକୋର୍ଟ। କରୋନା ଔଷଧ ସୁଦ ଏବଂ କଂଗ୍ରେସ ବିଧାୟକ ଜିସାନ ସିଦ୍ଦିକଙ୍କ ନିକଟରେ କେମିତି ପହଞ୍ଚିଲା ତାହାର ତଦନ୍ତ କରିବାକୁ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏସପି ଦେଶମୁଖ ଏବଂ ଜଷ୍ଟିସ ଜିଏସ କୁଲକର୍ମୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେଲିବ୍ରିଟି ନିଜକୁ ମିସାଲ ଭଳି ଉପସ୍ଥାପନ କରୁଛନ୍ତି। କିନ୍ତୁ ଏହି ଔଷଧ ନକଲି କିମ୍ବା ବେଆଇନ ଭାବେ ଆସିଛି ନା ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ଏହି ଦୁଇ ଜଣଙ୍କ ଦ୍ବାରା ଉପଲବ୍ଧ କରାଯାଇଥିବା ଔଷଧ ମାମଲାର ତଦନ୍ତ କରାଯାଉ ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp