ପେମେଣ୍ଟ ଗ୍ରହଣ କରୁଥିଲା ବେଳେ କେବେ ହେଲେ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ ନାହିଁ, ନଚେତ ଆକାଉଣ୍ଟ ହୋଇଯିବ ଖାଲି

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ପେମେଣ୍ଟ ଗ୍ରହଣ କରୁଥିଲେ ଆପଣ କ୍ୟୁଆର୍ କୋଡ୍ ସ୍କାନ୍ କରିବେ ନାହିଁ। ଏବେ ଏ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଗ୍ରାହକଙ୍କୁ ସତର୍କ କରାଇ ଦେଇଛି। ଅର୍ଥ ଗ୍ରହଣ କରୁଥିଲେ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ ନାହିଁ । ଏମିତି କି ପେମେଣ୍ଟ ଗ୍ରହଣ କରିବା ସମୟରେ ଆପଣଙ୍କୁ ଆଉ ପିନ୍ ଦେବାର କୌଣସି ଆବଶ୍ୟକତା ନାହିଁ । ଯଦି କାହାର ନିର୍ଦ୍ଦେଶରେ ଆପଣ ଅଜାଣତରେ ପେମେଣ୍ଟ ଗ୍ରହଣ କରିବାକୁ କ୍ୟୁଆର୍ […]

ନୂଆଦିଲ୍ଲୀ: ଏଣିକି ପେମେଣ୍ଟ ଗ୍ରହଣ କରୁଥିଲେ ଆପଣ କ୍ୟୁଆର୍ କୋଡ୍ ସ୍କାନ୍ କରିବେ ନାହିଁ। ଏବେ ଏ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଗ୍ରାହକଙ୍କୁ ସତର୍କ କରାଇ ଦେଇଛି। ଅର୍ଥ ଗ୍ରହଣ କରୁଥିଲେ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ ନାହିଁ । ଏମିତି କି ପେମେଣ୍ଟ ଗ୍ରହଣ କରିବା ସମୟରେ ଆପଣଙ୍କୁ ଆଉ ପିନ୍ ଦେବାର କୌଣସି ଆବଶ୍ୟକତା ନାହିଁ । ଯଦି କାହାର ନିର୍ଦ୍ଦେଶରେ ଆପଣ ଅଜାଣତରେ ପେମେଣ୍ଟ ଗ୍ରହଣ କରିବାକୁ କ୍ୟୁଆର୍ କୋଡ୍ ସ୍କାନ କରିବା ସମୟରେ ପିନ୍ ଦେଇଦେଇଥାନ୍ତି ତେବେ ଆପଣଙ୍କ ସହିତ ଠକେଇ ହୋଇପାରେ। ଯାହା ଦ୍ୱାରା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲିହୋଇଯାଇପାରେ।

ଏସବିଆଇର କହିବାନୁଯାୟୀ, କେବଳ ପେମେଣ୍ଟ ଦେବା ପାଇଁ ୟୁପିଆଇ ପିନ୍ ଦିଅନ୍ତୁ, ପେମେଣ୍ଟ ଗ୍ରହଣ କରିବା ପାଇଁ ନୁହେଁ। ପେମେଣ୍ଟ ଦେବାବେଳେ ସର୍ବଦା ମୋବାଇଲ୍ ନମ୍ବର, ନାମ ଏବଂ ୟୁପିଆଇ ଆଇଡି ଯାଞ୍ଚ କରନ୍ତୁ । କାହା ସହିତ ପାସୱାର୍ଡ କିମ୍ବା ପିନ୍ ସେୟାର କରନ୍ତୁ ନାହିଁ । ଆପଣ ଜାଣିବା ଉଚିତ ଯେ ପେମେଣ୍ଟ ଆପରେ ଦିଆଯାଇଥିବା ସ୍କାନର୍ ସହିତ କ୍ୟୁଆର୍ କୋଡ୍ ସ୍କାନ୍ କରି ଆପଣ ପେମେଣ୍ଟ କରନ୍ତି କିନ୍ତୁ ତାହୋ ରିସିଭ୍ ହୋଇ ନ ଥାଏ। କୌଣସି ଅସୁବିଧା ହେଲେ କେବଳ ସରକାରୀ ଉତ୍ସରୁ ସାହାଯ୍ୟ ନିଅନ୍ତୁ। ପେମେଣ୍ଟ ଦେବା ସମୟରେ କୌଣସି ବୈଷୟିକ ସମସ୍ୟା ହେଲେ, ଆପଣ ସହାୟତା ବିଭାଗକୁ ଯାଇ ସାହାଯ୍ୟ ପାଇପାରିବେ ।

22 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର