ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ଭାରତର ସବୁଠୁ ଧନୀ ବ୍ୟକ୍ତି

The Sakala Picture
Published On

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଭାରତୀୟ ଷ୍ଟକ୍ ମାର୍କେଟରେ ରିଲାଏନ୍ସର ସେୟାରଗୁଡିକ ହ୍ରାସ ପାଉଛି । ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ରୋଜଗାରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ଅନ୍ୟପକ୍ଷେ ଗୌତମ ଆଦାନୀ ଆୟ କ୍ଷେତ୍ରରେ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋର୍ବସର ରିଅଲ ଟାଇମ ନେଟ୍ ଭାଲ୍ୟୁ ଅନୁଯାୟୀ ଆଦାନୀଙ୍କ ସମ୍ପତ୍ତି ୯୦ ବିଲିୟନ ଡଲାର (୬.୭୨ ଲକ୍ଷ କୋଟି) ହୋଇଥିବାବେଳେ ମୁକେଶ […]

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଭାରତୀୟ ଷ୍ଟକ୍ ମାର୍କେଟରେ ରିଲାଏନ୍ସର ସେୟାରଗୁଡିକ ହ୍ରାସ ପାଉଛି । ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ରୋଜଗାରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ଅନ୍ୟପକ୍ଷେ ଗୌତମ ଆଦାନୀ ଆୟ କ୍ଷେତ୍ରରେ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋର୍ବସର ରିଅଲ ଟାଇମ ନେଟ୍ ଭାଲ୍ୟୁ ଅନୁଯାୟୀ ଆଦାନୀଙ୍କ ସମ୍ପତ୍ତି ୯୦ ବିଲିୟନ ଡଲାର (୬.୭୨ ଲକ୍ଷ କୋଟି) ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୮ ବିଲିୟନ ଡ଼ଲାର (୬.୭୧ ଲକ୍ଷ କୋଟି) ଆକଳନ କରାଯାଇଛି। ରୋଜଗାର ଦୃଷ୍ଟିରୁ ଏହି ତଥ୍ୟ ଅନୁଯାୟୀ ଆଦାନୀ ବିଶ୍ୱରେ ୧୧ ତମ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ଫୋର୍ବସ୍ ର ରିଅଲ୍ ଟାଇମ୍ ତଥ୍ୟ ଅନୁଯାୟୀ, ଡିସେମ୍ବର ୩୧ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୭୮ ବିଲିୟନ ଡ଼ଲାର୍ (୫.୮୨ ଲକ୍ଷ କୋଟି) ଥିଲା ଯାହା ଜାନୁଆରୀ ୧୮, ୨୦୨୨ ରେ ୯୩ ବିଲିୟନ ଡ଼ଲାର୍ (୬.୯୫ ଲକ୍ଷ କୋଟି) କୁ ବୃଦ୍ଧି ପାଇଥିଲା। ଏହି ସମୟରେ ଅର୍ଥାତ୍ ଜାନୁୟାରୀ ୨୫ରେ ଆଦାନୀଙ୍କ ନିଟ୍ ମୂଲ୍ୟ ୯୦ ବିଲିୟନ ଡ଼ଲାର୍ (୬.୭୨ ଲକ୍ଷ କୋଟି) ରହିଛି । ସେହି ଅନୁଯାୟ ନୂଆ ବର୍ଷଠାରୁ ଆଦାନୀଙ୍କ ନେଟ୍ ମୂଲ୍ୟରେ ଦୈନିକ ୬,୦୦୦ କୋଟିରୁ ଅଧିକ ବୃଦ୍ଧି ଘଟୁଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

29 Jan 2022 By The Sakala

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ଭାରତର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଭାରତୀୟ ଷ୍ଟକ୍ ମାର୍କେଟରେ ରିଲାଏନ୍ସର ସେୟାରଗୁଡିକ ହ୍ରାସ ପାଉଛି । ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ରୋଜଗାରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ଅନ୍ୟପକ୍ଷେ ଗୌତମ ଆଦାନୀ ଆୟ କ୍ଷେତ୍ରରେ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋର୍ବସର ରିଅଲ ଟାଇମ ନେଟ୍ ଭାଲ୍ୟୁ ଅନୁଯାୟୀ ଆଦାନୀଙ୍କ ସମ୍ପତ୍ତି ୯୦ ବିଲିୟନ ଡଲାର (୬.୭୨ ଲକ୍ଷ କୋଟି) ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୮ ବିଲିୟନ ଡ଼ଲାର (୬.୭୧ ଲକ୍ଷ କୋଟି) ଆକଳନ କରାଯାଇଛି। ରୋଜଗାର ଦୃଷ୍ଟିରୁ ଏହି ତଥ୍ୟ ଅନୁଯାୟୀ ଆଦାନୀ ବିଶ୍ୱରେ ୧୧ ତମ ସ୍ଥାନରେ ରହିଛି।

ଫୋର୍ବସ୍ ର ରିଅଲ୍ ଟାଇମ୍ ତଥ୍ୟ ଅନୁଯାୟୀ, ଡିସେମ୍ବର ୩୧ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୭୮ ବିଲିୟନ ଡ଼ଲାର୍ (୫.୮୨ ଲକ୍ଷ କୋଟି) ଥିଲା ଯାହା ଜାନୁଆରୀ ୧୮, ୨୦୨୨ ରେ ୯୩ ବିଲିୟନ ଡ଼ଲାର୍ (୬.୯୫ ଲକ୍ଷ କୋଟି) କୁ ବୃଦ୍ଧି ପାଇଥିଲା। ଏହି ସମୟରେ ଅର୍ଥାତ୍ ଜାନୁୟାରୀ ୨୫ରେ ଆଦାନୀଙ୍କ ନିଟ୍ ମୂଲ୍ୟ ୯୦ ବିଲିୟନ ଡ଼ଲାର୍ (୬.୭୨ ଲକ୍ଷ କୋଟି) ରହିଛି । ସେହି ଅନୁଯାୟ ନୂଆ ବର୍ଷଠାରୁ ଆଦାନୀଙ୍କ ନେଟ୍ ମୂଲ୍ୟରେ ଦୈନିକ ୬,୦୦୦ କୋଟିରୁ ଅଧିକ ବୃଦ୍ଧି ଘଟୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp