ମାନ୍ଦାବସ୍ଥା କବଳରେ ଆମେରିକା, ପ୍ରଭାବିତ ହେବେ ଭାରତୀୟ ଆଇଟି କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ମାନ୍ଦାବସ୍ଥା ଜାଲରେ ଆମେରିକା। ଶୀଘ୍ର ହେଉ କିମ୍ବା ବିଳମ୍ବରେ ଭାରତର ଆଇଟି କମ୍ପାନୀଗୁଡିକ ଏହି ମାନ୍ଦାବସ୍ଥାର ଶିକାର ହେବେ। ଅପରପ କ୍ଷେ ଭାରତୀୟ ଆଇଟି କମ୍ପାନୀଗୁଡିକ ଏଭଳି କୌଣସି ମାନ୍ଦାବସ୍ଥାର ଶିକାର ହେବା ସମ୍ଭାବନାକୁ ଏଡାଇଯାଇଛନ୍ତି। ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍‌ର ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ୧୪ ପ୍ରତିଶତରୁ ୧୬ ପ୍ରତିଶତ ରହିବ। ଏ ନେଇ ଇନ୍‌ଫୋସିସ୍‌ ତିନିମାସ ପୂର୍ବରୁ ଆକଳନ କରିଥିଲା। ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖf ଆମେରିକୀୟ ଏବଂ ୟୁରୋପୀୟ ସଂସ୍ଥାଗୁଡ଼ିକ […]

ନୂଆଦିଲ୍ଲୀ: ସମ୍ପ୍ରତି ମାନ୍ଦାବସ୍ଥା ଜାଲରେ ଆମେରିକା। ଶୀଘ୍ର ହେଉ କିମ୍ବା ବିଳମ୍ବରେ ଭାରତର ଆଇଟି କମ୍ପାନୀଗୁଡିକ ଏହି ମାନ୍ଦାବସ୍ଥାର ଶିକାର ହେବେ। ଅପରପ କ୍ଷେ ଭାରତୀୟ ଆଇଟି କମ୍ପାନୀଗୁଡିକ ଏଭଳି କୌଣସି ମାନ୍ଦାବସ୍ଥାର ଶିକାର ହେବା ସମ୍ଭାବନାକୁ ଏଡାଇଯାଇଛନ୍ତି। ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍‌ର ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ୧୪ ପ୍ରତିଶତରୁ ୧୬ ପ୍ରତିଶତ ରହିବ। ଏ ନେଇ ଇନ୍‌ଫୋସିସ୍‌ ତିନିମାସ ପୂର୍ବରୁ ଆକଳନ କରିଥିଲା। ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖf ଆମେରିକୀୟ ଏବଂ ୟୁରୋପୀୟ ସଂସ୍ଥାଗୁଡ଼ିକ ବ୍ୟାଙ୍କିଙ୍ଗ୍, ଉତ୍ପାଦନ ଏବଂ ଖୁଚୁରାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଏବଂ ୟୁଟିଲିଟି ପର୍ଯ୍ୟନ୍ତ ଅଫସୋରିଂ ଚୁକ୍ତି କରୁଛନ୍ତି। ଏଭଳି ଚୁକ୍ତି ସେମାନଙ୍କୁ ଖର୍ଚ୍ଚ ହ୍ରାସ କରିବାରେ କରିବାରେ ସାହାଯ୍ୟ କରିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଗତ ତ୍ରୈମାସରେ କମ୍ପାନୀ ବେଙ୍ଗାଲୁରୁସ୍ଥିତ ଅଫିସ୍ ଭଡ଼ାରେ ବାର୍ଷିକ ୧୨ ପ୍ରତିଶତ ହାରରେ ବୃଦ୍ଧି ଘଟିଛି, ଯାହାକି ସାଂଘାଇ, ସିଙ୍ଗାପୁର କିମ୍ବା ସିଡନୀଠାରୁ ତିନି ଗୁଣ ଅଧିକୂ ବୋଲି ଏକ ବିଶ୍ବସ୍ତରୀୟ ଏଜେନ୍ସି ଦାବି କରିଛି। ଯଦି ଆମେ ଆଇଟି ସଂସ୍ଥାଗୁଡ଼ିକର ଆର୍ଥିକ ଫଳାଫଳକୁ ନିକଟୁ ଦେଖÒବା ତେବେ ଜଣାପଡିବ ଯେ, ସେମାନଙ୍କର ଲାଭରେ କେତେ ମାତ୍ରାରେ ହ୍ରାସ ଘଟୁଛି। ଇନଫୋସିସ୍ ଜୁନ୍ ତ୍ରୈମାସରେ ପୂର୍ବ ବର୍ଷ ତୁଳନାରେ ମାତ୍ର ୩ ପ୍ରତିଶତରୁ ଅଧିକ ଆୟ ବୃଦ୍ଧି କରିବାରେ ସଫଳ ହୋଇଥିଲା, ଏପରିକି କମ୍ପାନୀର ପ୍ରାୟ ୨୪ ପ୍ରତିଶତ ରାଜସ୍ୱ ଅଭିବୃଦ୍ଧି ଘଟିଥିଲା। ଇନଫୋସିସର ପାରମ୍ପରିକ ବେଙ୍ଗାଲୁରୁସ୍ଥିତ ପ୍ରତିଦ୍ୱନ୍ଦ୍ୱୀ ୱିପ୍ରୋ ଲିମିଟେଡ୍‌ର ତ୍ରୈମାସିକ ଇବିଆଇଟି ଲାଭାଂଶ ସେପ୍ଟେମ୍ବର ୨୦୧୮ ତ୍ରୈମାସର ସର୍ବନିମ୍ନ ସ୍ତରକୁ ଖସିଆସିଛ । ଏହାର କାରଣ ହେଉଛି କମ୍ପାନୀ ୧୫,୦୦୦ରୁ ଅଧିକ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ସେହିପରି ଭାରତୀୟ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍ ଲିମିଟେଡ୍‌ର ମାର୍ଜିନ୍ ୨୩.୧ ପ୍ରତିଶତରେ ରହିଛି। ଏହା ୨୦୨୧ ମସିହା ଜୁନ୍ ତ୍ରୈମାସ ତୁଳନାରେ ୨.୪ ପ୍ରତିଶତ କମ୍ ରହିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

26 Jul 2022 By The Sakala

ମାନ୍ଦାବସ୍ଥା କବଳରେ ଆମେରିକା, ପ୍ରଭାବିତ ହେବେ ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ: ସମ୍ପ୍ରତି ମାନ୍ଦାବସ୍ଥା ଜାଲରେ ଆମେରିକା। ଶୀଘ୍ର ହେଉ କିମ୍ବା ବିଳମ୍ବରେ ଭାରତର ଆଇଟି କମ୍ପାନୀଗୁଡିକ ଏହି ମାନ୍ଦାବସ୍ଥାର ଶିକାର ହେବେ। ଅପରପ କ୍ଷେ ଭାରତୀୟ ଆଇଟି କମ୍ପାନୀଗୁଡିକ ଏଭଳି କୌଣସି ମାନ୍ଦାବସ୍ଥାର ଶିକାର ହେବା ସମ୍ଭାବନାକୁ ଏଡାଇଯାଇଛନ୍ତି। ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍‌ର ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ୧୪ ପ୍ରତିଶତରୁ ୧୬ ପ୍ରତିଶତ ରହିବ। ଏ ନେଇ ଇନ୍‌ଫୋସିସ୍‌ ତିନିମାସ ପୂର୍ବରୁ ଆକଳନ କରିଥିଲା। ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖf ଆମେରିକୀୟ ଏବଂ ୟୁରୋପୀୟ ସଂସ୍ଥାଗୁଡ଼ିକ ବ୍ୟାଙ୍କିଙ୍ଗ୍, ଉତ୍ପାଦନ ଏବଂ ଖୁଚୁରାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଏବଂ ୟୁଟିଲିଟି ପର୍ଯ୍ୟନ୍ତ ଅଫସୋରିଂ ଚୁକ୍ତି କରୁଛନ୍ତି। ଏଭଳି ଚୁକ୍ତି ସେମାନଙ୍କୁ ଖର୍ଚ୍ଚ ହ୍ରାସ କରିବାରେ କରିବାରେ ସାହାଯ୍ୟ କରିବ।

ଗତ ତ୍ରୈମାସରେ କମ୍ପାନୀ ବେଙ୍ଗାଲୁରୁସ୍ଥିତ ଅଫିସ୍ ଭଡ଼ାରେ ବାର୍ଷିକ ୧୨ ପ୍ରତିଶତ ହାରରେ ବୃଦ୍ଧି ଘଟିଛି, ଯାହାକି ସାଂଘାଇ, ସିଙ୍ଗାପୁର କିମ୍ବା ସିଡନୀଠାରୁ ତିନି ଗୁଣ ଅଧିକୂ ବୋଲି ଏକ ବିଶ୍ବସ୍ତରୀୟ ଏଜେନ୍ସି ଦାବି କରିଛି। ଯଦି ଆମେ ଆଇଟି ସଂସ୍ଥାଗୁଡ଼ିକର ଆର୍ଥିକ ଫଳାଫଳକୁ ନିକଟୁ ଦେଖÒବା ତେବେ ଜଣାପଡିବ ଯେ, ସେମାନଙ୍କର ଲାଭରେ କେତେ ମାତ୍ରାରେ ହ୍ରାସ ଘଟୁଛି। ଇନଫୋସିସ୍ ଜୁନ୍ ତ୍ରୈମାସରେ ପୂର୍ବ ବର୍ଷ ତୁଳନାରେ ମାତ୍ର ୩ ପ୍ରତିଶତରୁ ଅଧିକ ଆୟ ବୃଦ୍ଧି କରିବାରେ ସଫଳ ହୋଇଥିଲା, ଏପରିକି କମ୍ପାନୀର ପ୍ରାୟ ୨୪ ପ୍ରତିଶତ ରାଜସ୍ୱ ଅଭିବୃଦ୍ଧି ଘଟିଥିଲା। ଇନଫୋସିସର ପାରମ୍ପରିକ ବେଙ୍ଗାଲୁରୁସ୍ଥିତ ପ୍ରତିଦ୍ୱନ୍ଦ୍ୱୀ ୱିପ୍ରୋ ଲିମିଟେଡ୍‌ର ତ୍ରୈମାସିକ ଇବିଆଇଟି ଲାଭାଂଶ ସେପ୍ଟେମ୍ବର ୨୦୧୮ ତ୍ରୈମାସର ସର୍ବନିମ୍ନ ସ୍ତରକୁ ଖସିଆସିଛ । ଏହାର କାରଣ ହେଉଛି କମ୍ପାନୀ ୧୫,୦୦୦ରୁ ଅଧିକ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ସେହିପରି ଭାରତୀୟ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍ ଲିମିଟେଡ୍‌ର ମାର୍ଜିନ୍ ୨୩.୧ ପ୍ରତିଶତରେ ରହିଛି। ଏହା ୨୦୨୧ ମସିହା ଜୁନ୍ ତ୍ରୈମାସ ତୁଳନାରେ ୨.୪ ପ୍ରତିଶତ କମ୍ ରହିଛି।

https://www.thesakala.in/business/indias-tech-industry-is-ruling-out-a-us-recession/article-13622
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର