BBSR – Cuttack
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
କାର୍ତ୍ତିକ ପୂର୍ଣ୍ଣିମାରେ ମନଇଚ୍ଛା ଫୁଟିଲା ବାଣ, ଟ୍ବିନ ସିଟିରେ ବିଗିଡିଲା ବାୟୁର ମାନ...
Published On
By Deviprasad Mohanty
ଭୁଭନେଶ୍ବର: ବିଗିଡି ଯାଇଛି କଟକ ଓ ଭୁବନେଶ୍ୱରର ବାୟୁର ମାନ। ଗତକାଲି କାର୍ତ୍ତିକପୂର୍ଣ୍ଣିମାରେ ମନଇଚ୍ଛା ବାଣ ଫୁଟାଇଲେ ଲୋକୋ। ଯାହା ଗ୍ରୀନ କ୍ରାକର ନ ଥିଲା। କଟକରେ AQI ୨୦୩ ଯାହା ଖରାପ ଓ ଭୁବନେଶ୍ୱରରେ ୧୮୯ ଯାହା ମଧ୍ୟମ। ଏଥି ପାଇଁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଆସ୍ତମା ରୋଗୀଙ୍କ ପାଇଁ ବିପଦ...
ପାଗରେ ପରିବର୍ତ୍ତନ: କୋହଲା ପାଗ ସାଙ୍ଗକୁ ଟ୍ବିନ୍ ସିଟିରେ ଝିପଝିପ ବର୍ଷା
Published On
By The Sakala
ଭୁବନେଶ୍ବର: ଆଜି ସକାଳୁ କଟକ ଓ ଭୁବନେଶ୍ବରରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ବର୍ଷା । ଗତକାଲି ଦିନ ତମାମ ଶୁଖିଲା ପାଗ ଥିବା ବେଳେ ଆଜି ସକାଳୁ ହଠାତ ପାଗରେ ପରିବର୍ତ୍ତନ ଘଟିଛି। ତେବେ ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଝିପଝିପ ବର୍ଷା ଲାଗିରହିଛି। ଏଥିପାଇଁ ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା, ଅପରାଧୀକ କାର୍ଯ୍ୟକଳାପ ରୋକିବା ପାଇଁ ଟୋଲ ଫ୍ରି ନମ୍ବର ଜାରି
Published On
By The Sakala
ଭୁବନେଶ୍ବର: ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ ପୁଲିସ । ଭୁବନେଶ୍ୱରରେ ବ୍ୟାପକ ହେଉଛି ଲେଟ ନାଇଟ ସେଫ ସିଟି ଡ୍ରାଇଭ। ଲକ୍ଷ୍ମୀସାଗର ଓ ନୟାପଲ୍ଲୀ ଅଞ୍ଚଳରେ ଅନ୍ଧାର ରାତିରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ଗଳି କନ୍ଦିରେ କମିଶନରେଟ ପୁଲିସ ପଇଁତରା ମାରିଛି। ଟିମ ୬୦, ସିଟିଏସ ଓ ପୁଲିସ ପକ୍ଷରୁ ସନ୍ଦେହଜନକ ସ୍ଥାନରେ ଛାପା ମରାଯାଉଛି। ରାତି ୯ ଟା ଭିତରେ ଖଟିରେ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୬ […]
ଭୁବନେଶ୍ୱର-କଟକ ‘ମେଟ୍ରୋ’ ପ୍ରକଳ୍ପ: ଡିପିଆର ପ୍ରସ୍ତୁତ କରିବ ଓଆରଆଇଡିଏଲ, ସର୍ବନିମ୍ନ ସମୟରେ ପ୍ରସ୍ତୁତ କରିବାକୁ ଗୁରୁତ୍ବ
Published On
By The Sakala
ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଡିପିଆର୍ ପ୍ରସ୍ତୁତି ସମୟରେ ଯେଉଁ ବିଭାଗଗୁଡ଼ିକର ସହାୟତା ଆବଶ୍ୟକ ପଡ଼ିବ, ଅଗ୍ରାଧିକାର ଭିତ୍ତିରେ ସହଯୋଗ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଅତି କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ […]
ଗତକାଲିଠୁ ଜୋରଦାର ଚେକିଂ: ଟ୍ବିନ୍ ସିଟିର ମଲ୍, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବ ପାଇଁ ପୁଲିସ କମିଶନରଙ୍କ କଡ଼ା ଚେତାବନୀ
Published On
By The Sakala
ଭୁବନେଶ୍ବର : ଗତକାଲିଠୁ ଜୋରଦାର ଚେକିଂ କରିବ ପୁଲିସ। କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବ ଗୁଡିକ ଉପରେ ପୁଲିସ କଡା ନଜର ରଖିଛି। ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ସହ ସେଠାକୁ ଆସୁଥିବା ସମସ୍ତ ଲୋକ ଯେପରି କୋଭିଡ ନିୟମ ପାଳନ କରନ୍ତି ତାହା ଧ୍ୟାନ ଦେବାକୁ କୁହାଯାଇଛି। ଏଥିପାଇଁ ଟ୍ବିନ୍ ସିଟି କଟକ-ଭୁବନେଶ୍ବରର ସମସ୍ତ ମଲ୍, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବ […]
ଟ୍ରାଫିକ ନିୟମ ଉଲଘଂନ କରି ଟ୍ୱିନ୍ସିଟିରେ ଅମାନିଆ ଗଣିଛନ୍ତି ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା
Published On
By The Sakala
ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲଘଂନ କରିବା ମାହାଙ୍ଗା ପଡିଛି ଅମାନିଆଙ୍କୁ । ନିୟମ ନ ମାନି ପ୍ରାୟ ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଜାଣିଛନ୍ତି ଏହି ଅମାନିଆମାନେ । ତେବେ ଗତ ୨୦୨୦ ଓ ୨୦୨୧ ଅଗଷ୍ଟ ସୁଦ୍ଧା କଟକ-ଭୁବନେଶ୍ୱରରେ କେତେ ଟଙ୍କା ଜୋରିମାନା ଆକାରରେ ଆଦାୟ ହୋଇଛି ସେନେଇ ବିସ୍ତୃତ ତଥ୍ୟ ଗୃହରେ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତଥ୍ୟ ଅନୁସାରେ, ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି […]
ଏଣିକି ବିବାହ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୱେବସାଇଟରେ ଆବେଦନ
Published On
By The Sakala
ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି । ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ଅନୁମତି ଚାହୁଁଥିଲେ www.bhubaneswarcuttackpolice.gov.in ୱେବସାଇଟରେ ଆବେଦନ କରିବାକୁ ପଡିବ । ସେହିପରି sms ମାଧ୍ୟମରେ ମଧ୍ୟ ଲାଇସେନ୍ସ ମିଳିପାରିବ ବୋଲି କହିଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଥିପାଇଁ ଆବେଦନ […]
ରାଜପଥ ପାଲଟିଛି ‘ମୃତ୍ୟୁପଥ’
Published On
By The Sakala
ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ରାଜଧାନୀରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ଏନ୍ଏଚ୍ଏଆଇ, ପରିବହନ ବିଭାଗ ଓ ପୁଲିସ କେବଳ ସୂଚନାଫଳକ ଲଗାଇ ନିଜର ଦାୟିତ୍ୱ ସାରି ବସିପଡ଼ିଛି, କିନ୍ତୁ ବେପରୁଆ ଗାଡ଼ି ଚାଳକଙ୍କ ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ଫଳରେ ରାତି ତ ରାତି ଖୋଦ ଦିନ ଦ୍ୱିପହରରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ଚାଲିଯାଉଛି। କୁଆଡ଼େ ଗଲା ଲେନ୍ ଡ୍ରାଇଭିଂ? କଟକ-ଭୁବନେଶ୍ୱର […]
ଜାଣନ୍ତୁ କିପରି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଦୋଷୀ ‘ବିବନ’ ପାଖରେ ପହଞ୍ଚିଲା କମିସନରେଟ୍ ପୁଲିସ…….
Published On
By The Sakala
ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ ଦୁର୍ବୁତ୍ତ ତାଙ୍କୁ ଦେଖିଥିଲେ। ଏହାପରେ ସେହି ୩ ଜଣ ଯୁବକ ତାଙ୍କ ଆମ୍ବାସଡର କାରରୁ ଫଲୋ କରି ଅଟକାଇବା ସହ ଡ୍ରାଇଭରକୁ ଏକ ସ୍କୁଟରରେ ନେଇଯାଇଥିଲେ […]



