Startup Odisha

ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ନିଜର ଅଭିନବ ଉଦ୍ଭାବନ ପ୍ରଦର୍ଶନ କରି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଶାର ୩ ଟି ଷ୍ଟାର୍ଟଅପ୍। ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍) ଅଧୀନରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ ଷ୍ଟାର୍ଟଅପ୍ ଏବଂ...
ଓଡ଼ିଶା 

ଫ୍ୟାସନ ଦୁନିଆରେ ଓଡ଼ିଆ ପୁଅଙ୍କ କମାଲ: ଲଞ୍ଚ୍ କଲେ ନୂଆ ବ୍ରାଣ୍ଡ 'ଷ୍ଟାରର୍'

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଏବେ କେବଳ ଚାକିରି ପଛରେ ନ ଗୋଡ଼ାଇ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିବାରେ ଆଗ୍ରହ ଦେଖାଉଛନ୍ତି। ଏହି କ୍ରମରେ ଦୁଇଜଣ ଓଡ଼ିଆ ଯୁବକ ଫ୍ୟାସନ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି। ତାପସ ରଞ୍ଜନ ନନ୍ଦ ଏବଂ ସୂର୍ଯ୍ୟକାନ୍ତ ଛୋଟରାୟ ମିଳିତ ଭାବେ 'ଷ୍ଟାରର୍'...
ବିଶେଷ 

ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ, ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ

ଭୁବନେଶ୍ବର: ଓଡ଼ିଶା ଷ୍ଟାର୍ଟଅପ ସୁପରହିଟ । ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି କେନ୍ଦ୍ରର ସାବାସୀ । ନୂଆ ଉଦ୍ୟୋଗୀଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସ କରିଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି । ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ାଇବା […]
ଓଡ଼ିଶା  ବଡ ଖବର 

ରାଜ୍ୟରେ ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ; ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍‌‌ର ହେବ ଅଭିବୃଦ୍ଧି। ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ। ରାଜ୍ୟରେ ଔଦ୍ୟୋଗିକତାକୁ ଆଗେଇନେବା ପାଇଁ ବେଙ୍ଗାଲୁରୁ ଭଳି ଏଠାରେ ମଧ୍ୟ ପ୍ରତିଷ୍ଠା ହେବ ଏକ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’। ଏହି ଷ୍ଟାର୍ଟଅପ୍‌‌ ହାଉସ୍‌ ରାଜ୍ୟରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇବ। ଓଡ଼ିଶାରେ ଏହି ଷ୍ଟାର୍ଟଅପ୍‌‌ ହାଉସ୍‌’ ପ୍ରତିଷ୍ଠା କରିବେ ଟିମ୍‌‌ ଡ୍ରାପର। ଏଥିପାଇଁ କଟକଠାରେ ଷ୍ଟାର୍ଟଅପ୍‌‌ ଓଡ଼ିଶାର ଏକ୍‌‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ ଓମ୍‌‌କାର ରାୟଙ୍କୁ ଭେଟି ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି ଟିମ୍‌‌ […]
ବାଣିଜ୍ୟ  ଓଡ଼ିଶା  ବଡ ଖବର