SpaceX’s

ମହାକାଶ ଗବେଷଣା ପାଇଁ ବିପଦ ‘ସ୍ପେସ୍‌‌-ଏକ୍ସ’

ଲଣ୍ଡନ: ଏଲନ୍‌‌ ମସ୍କଙ୍କ ଷ୍ଟାର୍‌‌ ଲିଙ୍କ୍‌‌ ଉପଗ୍ରହର ନୂତନ ପିଢ଼ି ‘ସ୍ପେସ୍‌‌-ଏକ୍ସ’ ସାରାବିଶ୍ୱକୁ ଦ୍ରୁତ ଇଣ୍ଟରନେଟ୍‌‌ ପ୍ରଦାନ କରୁଛି। ମାତ୍ର ତାଙ୍କର ଉପଗ୍ରହ ନେଟ୍‌‌ୱର୍କରୁ ନିର୍ଗତ ରେଡ଼ିଓ ତରଙ୍ଗ ମହାକାଶ ବିଜ୍ଞାନୀମାନଙ୍କ ମହାଜାଗତିକ ଗବେଷଣା କ୍ଷେତ୍ରରେ ବାଧକ ହୋଇଛି। ନେଦରଲାଣ୍ଡର ଗବେଷକମାନେ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ନେଦରଲାଣ୍ଡ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଫର୍‌‌ ରେଡ଼ିଓ ଏଷ୍ଟ୍ରୋନୋମୀ (ଏଷ୍ଟ୍ରୋନ୍‌‌) ଅନୁସାରେ, ମସ୍କଙ୍କ ଉପଗ୍ରହଗୁଡ଼ିକ ଅତ୍ୟାଧୁନିକ ଓ ଏହା ସାରା ବିଶ୍ୱକୁ ବ୍ରଡ୍‌‌ବ୍ୟାଣ୍ଡ ଇଣ୍ଟରନେଟ୍‌‌ ପ୍ରଦାନ କରୁଛନ୍ତି। ଅତ୍ୟନ୍ତ ପ୍ରତିକୂଳ […]
ଦେଶ- ବିଦେଶ 

ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସରେ ଚାକିରି ପାଇଲେ ୧୪ ବର୍ଷର ବାଳକ

ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ପିଲା ବିଦ୍ୟାଳୟରେ ପଢ଼ୁଛନ୍ତି, ସେତେବେଳେ ଜଣେ ୧୪ ବର୍ଷର ବାଳକ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଯୋଗଦେଇଛନ୍ତି। ଏହି ବାଳକଙ୍କ ନାମ ହେଉଛି କାଇରନ୍ କାଜୀ।  କାଇରନ୍ ଏବେ ହୋଇଛନ୍ତି ସ୍ପେସ୍ ଏକ୍ସର ସବୁଠାରୁ କନିଷ୍ଠ କର୍ମଚାରୀ। ନିକଟରେ ଏଲନ୍ ମସ୍କଙ୍କ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଟେକ୍ନିକାଲ ଚ୍ୟାଲେଞ୍ଜିଂ ଏବଂ ଫନ ଇଣ୍ଟରଭ୍ୟୁ ପ୍ରୋସେସ୍‌ରେ କାଇରନ୍ ହେଉଛନ୍ତି ସବୁଠାରୁ କମ୍‌ ବୟସର ଯାହାଙ୍କୁ  ସ୍ପେସ୍ଏକ୍ସ ନିଯୁକ୍ତି […]
ବାଣିଜ୍ୟ 

ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସକୁ ଝଟକା: ଉତକ୍ଷେପଣ ପରେ ଷ୍ଟାରସିପ୍ ରକେଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ଲଞ୍ଚିଂର କିଛି ସମୟ ପରେ ଷ୍ଟାରସିପ୍‌ ରକେଟ୍‌ରେ ବିସ୍ଫୋରଣ ଘଟିଛି। ଏଲନ ମସ୍କଙ୍କ ମହକାଶ ଗବେଷଣା କମ୍ପାନୀ ସ୍ପେସଏକ୍ସ ଦ୍ବାରା ନିର୍ମିତ ଷ୍ଟାରସିପ୍‌ ରକେଟ୍‌ ଗରୁବାର ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ଭରିଥିଲା। ହେଲେ ଲଞ୍ଚିଂର କିଛି ସମୟ ମଧ୍ୟରେ ହିଁ ରକେଟ୍‌ରେ ବିସ୍ଫୋରଣ ହୋଇଛି। ଦୁନିଆର ସବୁଠୁ ବଡ଼ ଏବଂ […]
ଦେଶ- ବିଦେଶ  ବଡ ଖବର