Odisha Adarsh ​​Vidyalaya

ଆସନ୍ତା ବର୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠପଢ଼ା

ଭୁବନେଶ୍ୱର,୩୦।୧(ସମିସ): ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ବାଣିଜ୍ୟ ବିଭାଗ ଖୋଲିବ। ଏଣିକି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ରାଜ୍ୟର ଛାତ୍ରଛାତ୍ରୀ ବାଣିଜ୍ୟରେ +୨ ଅଧ୍ୟୟନ କରିବେ। ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରାଥମିକ ଭାବେ ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ୩୦ଟି ଆଦର୍ଶ ବିଦ୍ୟାଳୟରେ ୮୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼଼ିବେ। ପ୍ରତି ବିଦ୍ୟାଳୟରେ ଦୁଇଟି ଲେଖାଏଁ ସେକସନ୍‍ […]
ଓଡ଼ିଶା  ବଡ ଖବର 

କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୮୦ ଛାତ୍ର ଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଗତ ୧୦ମ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୮୦ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ରୁ ସ୍କଲାରସିପ ପ୍ରଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ଓଡ଼ିଶାରେ ଏଭଳି ସ୍କଲାରସିପ ପ୍ରଦାନ ପ୍ରଥମ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ ଅର୍ଥ ୫୪.୮୦ ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ରୁ ପ୍ରଦାନ କରାଯାଇଛି। ଦରବାର ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଭାପତି ଉପେନ୍ଦ୍ର […]
ଓଡ଼ିଶା  କେନ୍ଦୁଝର